କରୋନା ସଂକ୍ରମିତ ହୋଇଥିବା ଯୋଗୁ ଗର୍ଭବତୀ ମହିଳାଙ୍କୁ ଖୋଲା ସ୍ଥାନରେ କରିବାକୁ ପଡ଼ିଲା ପ୍ରସବ
ନୂଆଦିଲ୍ଲୀ: ଦିନ ଗଡିବା ସହିତ ଦେଶରେ କରୋନା ମହାମାରୀ ମଧ୍ୟ ବୃଦ୍ଧି ପାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ଲକ୍ଷ ଲକ୍ଷ ଲୋକ କରୋନା ସଂକ୍ରମିତ ହୋଇଛନ୍ତି। କେବଳ ଏତିକି ନୁହେଁ ଏହି ମହାମାରୀ ଯୋଗୁଁ ହଜାର ହଜାର ଲୋକ ମଧ୍ୟ ମୃତ୍ୟୁବରଣ କରିଛନ୍ତି। ଅନେକ ଲୋକ ଏବେବି ଡାକ୍ତରଖାନାରେ ଭର୍ତ୍ତି…