Latest Odisha News

BREAKING NEWS

Yearly Archives

2020

ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କୋଠାରେ ଚାଲିଲା ଅତ୍ୟାଧୁନିକ ଏସଏନସିୟୁ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ବିଭାଗରେ ଥିବା ସ୍ୱତନ୍ତ୍ର ନବଜାତ ଶିଶୁ ଚିକିତ୍ସା ୟୁନିଟ୍ (ଏସଏନସିୟୁ)କୁ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ (ଏମସିଏଚ୍) କେନ୍ଦ୍ର କୋଠାକୁ ସ୍ଥାନାନ୍ତର କରାଯାଇଛି। ଗତ ଶନିବାର ଦିନ ଏହି ନୂଆ ବ୍ୟବସ୍ଥାର ଉଦଘାଟନ କରିଛନ୍ତି ଜିଲ୍ଲାପାଳ…

ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ ଚାବୁକ ମାଡ !

ରାୟପୁର: ମୁଖ୍ୟମନ୍ତ୍ରୀଙ୍କୁ ଚାବୁକ ମାଡ । ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କୁ ଖାଇବାକୁ ପଡିଛି ଚାବୁକ ମାଡ । କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ସମସ୍ତଙ୍କ ମଙ୍ଗଳ କାମନା କରି ବଘେଲ ଚାବୁକ ମାଡ ଖାଇଛନ୍ତି । ଗୋବର୍ଦ୍ଧନ ପୂଜା ଅବସରରେ ମୁଖ୍ୟମନ୍ତ୍ରୀ ପ୍ରତିବର୍ଷ ପରି…

ୱେବ୍ ସିରିଜ୍ ବ୍ରେଥ୍‌-୩ରେ ଆସୁଛନ୍ତି ରବି ଦୁବେ !

ମୁମ୍ବାଇ: ମନୋରଂଜନ ଦୁନିଆରେ ରବି ଦୁବେଙ୍କ ନାଁ କିଛି ନୂଆ ନୁହେଁ । ଜମାଇ ରାଜା ଭଳି ଟିଭି ସିରିଜ୍ ଜରିଆରେ ଏହି ଅଭିନେତା ଘରେଘରେ ପରିଚିତ ହୋଇଥିଲେ । ତା ଛଡା ରିୟାଲିଟି ସୋରେ ବି ତାଙ୍କ ନିଆରା ହୋଷ୍ଟିଂ ଖୁବ ଇମ୍ପ୍ରେସିଭ ହୋଇପାରିଥିଲା । ତେବେ ଆଗାମୀ ଦିନରେ ଏହି ଅଭିନେତା ଏକ ପପୁଲାର…

ବାନ୍ଧକଳାରେ ବିଜୁ ବାବୁଙ୍କ ଫଟୋ ଚିତ୍ର

ଭୁବନେଶ୍ୱର: ସୁବର୍ଣ୍ଣପୁରର ବାନ୍ଧକଳା ସାରା ବିଶ୍ବରେ ପରିଚିତ ହୋଇପାରିଛି। ଏଠାକାର ବାନ୍ଧକଳା କାରିଗର ବିଭିନ୍ନ ପ୍ରକାର ବାନ୍ଧ ଡିଜାଇନ କରି ଚର୍ଚ୍ଚାରେ ମଧ୍ୟ ଆସିଛନ୍ତି । ନିକଟରେ ହିନ୍ଦୀ ଚଳଚିତ୍ର ଅଭିନେତ୍ରୀ ବିଦ୍ୟା ବାଲାନ ସୋନପୁରରେ ତିଆରି ବାନ୍ଧଶାଢୀ ପିନ୍ଧୀ ଚର୍ଚ୍ଚାରେ…

ଦିଲ୍ଲୀରେ ବଢ଼ୁଛି କରୋନା ସଂକ୍ରମଣ, ଜରୁରୀ ବୈଠକ ଡାକାଇଲେ ଗୃହମନ୍ତ୍ରୀ

ନୂଆଦିଲ୍ଳୀ: ରାଜଧାନୀ ଦିଲ୍ଲୀରେ ଦ୍ରୁତ ଗତିରେ ବଢ଼ୁଛି କରୋନା ସଂକ୍ରମଣ । କରୋନାର ସେଠାରେ ତୃତୀୟ ପର୍ଯ୍ୟାୟ ଲହର ଚାଲିଛି । ଯାହା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି । ଏଭଳି ସ୍ଥିତିରେ ଗୃହମନ୍ତ୍ରୀ ଅମିତ ଶାହା ଆଜି ଜରୁରୀ ବୈଠକ ଡକାଇଛନ୍ତି । ଏଥିରେ ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ…

ପୁରୀ ସମୁଦ୍ରରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ପୁରୀ: ପୁରୀ ସମୁଦ୍ରରେ ବୁଡ଼ି ରବିବାର ଦିନ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ କଟକ ଅନ୍ତର୍ଗତ ଜଗତପୁର ଅଞ୍ଚଳର ବିଜେନ୍ଦ୍ର ବାରିକ ବୋଲି ଜଣାପଡିଛି। ସୂଚନାନୁସାରେ, ବିଜେନ୍ଦ୍ର କିଛି ସାଙ୍ଗଙ୍କ ସହ ପୁରୀ ଗସ୍ତରେ ଯାଇଥିଲେ। ସେମାନେ ଦିଗବାରେଣୀ ଛକ ନିକଟ ସମୁଦ୍ରରେ ଗାଧୋଉ…

ରାଜଧାନୀରେ କମିଲା ବାୟୁ ପ୍ରଦୂଷଣ

ଭୁବନେଶ୍ୱର: ରାଜଧନୀ ଭୁବନେଶ୍ୱରରେ କମିଲା ବାୟୁ ପ୍ରଦୂଷଣ । ଦୀପାବଳି ପରେ ଭୁବନେଶ୍ୱରର ବାୟୁ ପ୍ରଦୂଷଣ କମିଛି । ମିଳିଛି ବାଣ ଫୁଟ ବନ୍ଦ ହେବାର ସୁଫଳ । ଲୋକେ ମାନିଛନ୍ତି କଟକଣା । ଫଳରେ ଦୀପାବଳିରେ ରାଜଧାନୀରେ କିଛି ପରିମାଣରେ କମିଛି ପ୍ରଦୂଷଣ ସ୍ତର । ଭୁବନେଶ୍ୱରର ୪ଟି ସ୍ଥାନରେ…

ଅଲୌକିକ ନାଗାର୍ଜୁନ ପରମ୍ପରା

ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣଙ୍କ ଶିକ୍ଷାଗୁରୁ ସନ୍ଦିପନୀଙ୍କ ପତ୍ନୀଙ୍କୁ ଗୁରୁଦକ୍ଷିଣା ସ୍ୱରୂପ ତାଙ୍କର ମୃତ ପଂଚପୁତ୍ରଙ୍କୁ ଯମପୁରରୁ ଫେରାଇ ଆଣିବା ପାଇଁ ପ୍ରତିଜ୍ଞାବଦ୍ଧ ହୋଇଥିଲେ। ଏଥିପାଇଁ ଶ୍ରୀକୃଷ୍ଣ ଯମପୁରକୁ ଯାଇ ଯମରାଜାଙ୍କୁ ସନ୍ଦିପନୀଙ୍କ ପଂଚପୁତ୍ରଙ୍କର ପ୍ରାଣ ଭିକ୍ଷା…

ଦୀପାବଳି ଅବସରରେ ବିଦେଶରେ ବିଗ୍‌ ବିଙ୍କ ପିତାଙ୍କୁ ମିଳିଲା ବିଶେଷ ସମ୍ମାନ

ନୂଆଦିଲ୍ଲୀ: ଶତାବ୍ଦୀର ଶତବାର୍ଷିକୀ ଅମିତାଭ ବଚ୍ଚନ ଦୀପାବଳିରେ ଏକ ଖୁସି ଖବର ପାଇଲେ। ଯାହା ସେ ତାଙ୍କ ପ୍ରଶଂସକଙ୍କ ସହ ସେୟାର କରିଥିଲେ। ଦୀପାବଳିରେ ଅମିତାଭଙ୍କ ପିତା ହରିବଂଶ ରାୟ ବଚ୍ଚନଙ୍କୁ ବିଶେଷ ସମ୍ମାନ ପ୍ରଦାନ କରାଯାଇଥିଲା। ଯେଉଁଥିପାଇଁ ବିଗ୍ ବି ନିଜ ଖୁସି ବ୍ୟକ୍ତ କରିଥିଲେ।…

ପୁଣି ମୁଖ୍ୟମନ୍ତ୍ରୀ ହେବେ ନୀତିଶ କୁମାର

ପାଟନା: ପୁଣି ମୁଖ୍ୟମନ୍ତ୍ରୀ ହେବ ନୀତିଶ କୁମାର । ବିହାର ମୁଖ୍ୟମନ୍ତ୍ରୀ ଆସନରେ ବସିବେ ନୀତିଶ । ବିହାରରେ ପୁଣି ରାଜ କରିବେ ନୀତିଶ-ସୁଶିଲ ଯୋଡି । ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତିଶ କୁମାର । ସେହିଭଳି ଉପମୁଖ୍ୟମନ୍ତ୍ରୀ ନେଇ ରହିଥିବା ସସପେନ୍ସ ବି ଦୂର ହୋଇଛି । ବର୍ତମାନର…