Latest Odisha News

BREAKING NEWS

Yearly Archives

2020

ଆଫଗାନିସ୍ତାନ ଗୁରୁଦ୍ୱାର ଆକ୍ରମଣ; ପ୍ରଥମ ଥର ପାଇଁ ବିଦେଶୀ ମାଟିରେ ଅନୁସନ୍ଧାନ ପାଇଁ କାବୁଲ ପହଞ୍ଚିଲା ଏନଆଇଏ ଟିମ୍

ନୂଆଦିଲ୍ଲୀ: ଆଫଗାନିସ୍ତାନର ରାଜଧାନୀ କାବୁଲର ଗୁରୁଦ୍ୱାର ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ତଦନ୍ତ ପାଇଁ ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) ର ଚାରିଜଣ ଫାଷ୍ଟ ଟ୍ରାକ୍ ଅଧିକାରୀ ସେମାନଙ୍କ ଟିମ୍ ସହିତ କାବୁଲରେ ପହଞ୍ଚିଛନ୍ତି। ଏହା ପ୍ରଥମ ଥର ପାଇଁ ହେଉଛି ଯେ ଏନଆଇଏ ଟିମ୍ ଏକ…

ଉପନିର୍ବାଚନ ଫଳାଫଳ: ‘କଂଗ୍ରେସ ପରାଜୟ ପଛରେ କଂଗ୍ରେସ ହିଁ ଦାୟୀ’

ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ବିଜେଡିକୁ ମିଳିଛି ବଡ ବିଜୟ । ପରାଜୟର ସାମ୍ନା କରିଛି ବିଜେପି ଓ କଂଗ୍ରେସ । ଦୁଇ ଆସନରେ କଂଗ୍ରେସ ପୁରା ଧରାଶାୟୀ ହୋଇଯାଇଛି । ଏହାକୁ ନେଇ ପ୍ରତିକ୍ରିୟର ରଖିଛନ୍ତି କଂଗ୍ରେସ ନେତା ସୁର ରାଉତରାୟ । ବାଲେଶ୍ୱର ଓ ତିର୍ତୋଲରେ…

‘ଦିଲ୍‌ ବେଚାରା’ର ରେକର୍ଡ ଭାଙ୍ଗିଲା ଚଳଚ୍ଚିତ୍ର ‘ଲକ୍ଷ୍ମୀ’

ନୂଆଦିଲ୍ଲୀ: ବହୁ ବିବାଦ ପରେ ନଭେମ୍ବର ୯ରେ ଅକ୍ଷୟ କୁମାର ଏବଂ କିଆରା ଆଡଭାନୀ ଅଭିନୀତ ହରୋର୍‌-କମେଡି ଫିଲ୍ମ 'ଲକ୍ଷ୍ମୀ' ଡିସ୍ନି ପ୍ଲସ୍ ହଟଷ୍ଟାରରେ ମୁକ୍ତିଲାଭ କରିଥିଲ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରାଘବ ଲରେନ୍ସ। ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର ଏବଂ କିଆରା ଆଡଭାନୀଙ୍କ…

ଆଇପିଏଲ ୧୩ତମ ସଂସ୍କରଣର ରେକର୍ଡ

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗର ୧୩ତମ ସଂସ୍କରଣ ଶେଷ ହୋଇଯାଇଛି । ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ୫ମ ଟାଇଟଲ ହାସଲ କରିଛି । ଆସନ୍ତୁ ଜାଣିବା ଏହି ସଂସ୍କରଣର ରେକର୍ଡ ସମ୍ପର୍କରେ.. ୧.ସର୍ବାଧିକ ଚାମ୍ପିୟନ: ମୁମ୍ବାଇ ଇଣ୍ଡିଆନ୍ସ ସର୍ବାଧିକ ୫ ଥର ଏହି ଟାଇଟଲ ହାସଲ…

ବନ୍ଦ ଘରୁ ଗୋଟିଏ ପରିବାରର ୬ ଜଣଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗିର: ପାଟଣାଗଡ଼ ଅଞ୍ଚଳରେ ଚାଞ୍ଚଲ୍ୟ । ସଅଁରାପଡ଼ାରେ ଗୋଟିଏ ଘର ଭିତରୁ ୬ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତକମାନେ ସମସ୍ତେ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣା ପଡିଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ପୋଲିସ । ପୋଲିସ ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ତେବେ…

ରାଜ୍ୟରୁ କରୋନା ନେଲା ଆଉ ୧୫ ଜୀବନ, ବାଲେଶ୍ୱରରୁ ଅଧିକ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଗଣ୍ଟାରେ ଆଉ ୧୫ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ୮ ଜିଲ୍ଲାରୁ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ ୪ ଆକ୍ରାନ୍ତଙ୍କ ଜୀବନ ନେଇଛି ମହାମାରୀ । ସେହିପରି କଟକ ଜିଲ୍ଲାରୁ…

ଏବେ ଅଙ୍ଗନବାଡି କେନ୍ଦ୍ରରେ ପିଲା ଖାଇବେ ଚୂନା ମାଛ

ଭୁବନେଶ୍ୱର: ଏଣିକି ଅଙ୍ଗନବାଡି କେନ୍ଦ୍ରରେ ପିଲାଙ୍କୁ ମିଳିବ ଚୂନା ମାଛ । ୩ ରୁ ୬ ବର୍ଷ ବୟସର ଶିଶୁ, ଗର୍ଭବତୀ, ପ୍ରସୂତୀ ମହିଳା ଏବଂ କିଶୋରୀଙ୍କୁ ଏଣିକି ଚୂନା ମାଛ ମିଳିବ। ପାଇଲଟ୍ ପ୍ରକଳ୍ପରେ ମୟୂରଭଞ୍ଜ ଜିଲ୍ଲାରେ ଯୋଜନା ଆରମ୍ଭ କରାଯିବ। ଏହି ପାଇଲଟ୍ ପ୍ରକଳ୍ପ ସଫଳ ହେଲେ ଜିଲ୍ଲାର…

ପୁଣି ବଢ଼ିଲା: ୨୪ ଘଣ୍ଟାରେ ରାଜ୍ୟରୁ ୧୨ ଶହ ୨୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗତକାଲି କମିଥିଲା । ଆଜି ରାଜ୍ୟରେ ବଢ଼ିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୨ ଶହ ୨୦ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୭୦୩ ଜଣ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୫୧୭ । ଖୋର୍ଦ୍ଧାରେ ଦୁଇ ଦିନ କମିବା ପରେ ପୁଣି…

ମାର୍ଚ୍ଚ ୨୦୨୧ ସୁଦ୍ଧା ଗ୍ରାହକଙ୍କ ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ ଆଧାର ସହିତ ଲିଙ୍କ୍ କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା…

ନୂଆଦିଲ୍ଲୀ: ୨୦୨୧ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସବୁ ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ନମ୍ବରକୁ ଯୋଡ଼ିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କଡ଼ା ନିର୍ଦେଶ ଦେଇଛନ୍ତି। ଇଣ୍ଡିଆନ ବ୍ୟାଙ୍କ ଆସୋସିଏସନ (ଆଇବିଏ)ର ୭୩ତମ ବାର୍ଷିକ ସାଧାରଣ ବୈଠକରେ ଉଦ୍‌ବୋଧନ ଦେଇ ସୀତାରମଣ ଏହି ନିର୍ଦେଶ‌…

ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅଧୀନକୁ ଆସିବେ ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ ଓ କଣ୍ଟେଣ୍ଟ ପ୍ରୋଗ୍ରାମ

ନୂଆଦିଲ୍ଲୀ: ଦେଶରେ ଚାଲୁଥିବା ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ଓ ଅନଲାଇନ୍ କଣ୍ଟେଣ୍ଟ ପ୍ରୋଗ୍ରାମ ଏଣିକି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଆସିବ । ଆଜି ଏନେଇ କେନ୍ଦ୍ର ସରକାର ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି । କେନ୍ଦ୍ର ସରକାର ଜାରି କରିଥିବା ବିଜ୍ଞପ୍ତି ଅନୁସାରେ, ଅନଲାଇନ୍…