Latest Odisha News

BREAKING NEWS

Yearly Archives

2020

ହେଲିକପ୍ଟରରେ ଆସିଥିଲେ ଭୋଜି ଖାଇ, ଅଟକ ରଖିଲା ପୋଲିସ !

ଆନ୍ଧ୍ରପ୍ରଦେଶ: ଏକ ବିବାହ ଉତ୍ସବରେ ସାମିଲ ହେବାକୁ ହାଇଦ୍ରାବାଦରୁ ନେଲୋରକୁ ଆସିଥିଲେ କିଛି ପୁରୁଷ ଓ ମହିଳା । ବିବାହ ଉତ୍ସବ କଥା ଛାଡନ୍ତୁ ହେଲିକପ୍ଟର ଲ୍ୟାଣ୍ଡ କରିବା ମାତ୍ରେ ସେମାନଙ୍କୁ ଥାନାକୁ ଭିଡି ନେଇଥିଲା ପୋଲିସ । ଦୁଇଦିନ ତଳେ ଘଟିଥିବା ଏହି ଘଟଣାରେ ସ୍ଥାନୀୟ ପ୍ରଶାସନଠୁ…

ଆରମ୍ଭ ହେଲା ଦେଶର ପ୍ରଥମ ସି-ପ୍ଲେନ ସେବା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶର ପ୍ରଥମ ସି ପ୍ଲେନ୍ ସେବାର ଉଦ୍‌ଘାଟନ କରିଛନ୍ତି। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‌ଙ୍କ ୧୪୫ତମ ବାର୍ଷିକୀ ଏବଂ ରାଷ୍ଟ୍ରିୟ ଏକତା ଦିବସ ଅବସରରେ ଏହି ସେବାର ଶୁଭାରମ୍ଭ କରାଯାଇଛି। ଏହି ପ୍ଲେନ୍‌ କେଓ୍ୱାଡ଼ିଆଠାରୁ ସାବରମତି ମଧ୍ୟରେ ଚଳାଚଳ…

‘ମି ଠୁ’କୁ ନେଇ ମୁକେଶ ଖାନ୍ନାଙ୍କ ବିଭ୍ରାନ୍ତକର ବୟାନ; ମହିଳା ଘରୁ ବାହାରକୁ ବାହାରିବା ହିଁ ସବୁ…

ନୂଆଦିଲ୍ଲୀ: ଅଭିନେତା ମୁକେଶ ଖାନ୍ନାଙ୍କ ବିବାଦର ସିରିଜ୍‌ ଏବେ ବି ଜାରି ରହିଛି। ଦି କପିଲ ଶର୍ମା ସୋକୁ ନ ଯାଇ ଆରମ୍ଭ ହୋଇଥିବା ବିବାଦ ପରେ ଏବେ ଆଉ ଏକ ନୂଆ ବିବାଦ ଯୋଡ଼ି ହୋଇଛି। ଏବେ ମୁକେଶ ଖାନ୍ନାଙ୍କ ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ମୁକେଶ ଖାନ୍ନା…

ଡି’ଭିଲିୟର୍ସଙ୍କ ମ୍ୟୁଜିକ ଭିଡିଓରେ କୋହଲି ଓ ଚହଲ୍‌ !

ଭୁବନେଶ୍ୱର: ନିଜ ଦେଶ ପାଇଁ କ୍ରିକେଟ୍ ଖେଳିବା ଛାଡିଛନ୍ତି ହେଲେ ଗାଇବା ନୁହେଁ । ନିକଟରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଏ.ବି ଡି'ଭିଲିୟର୍ସ ନିଜର ଲେଟେଷ୍ଟ ମ୍ୟୁଜିକ ଭିଡିଓ ଆଲବମ୍ ରିଲିଜ କରିଛନ୍ତି । ଏହାର ଟାଇଟଲ ରହିଛି "ଦ ଫ୍ଲେମ୍" । ଗୁରୁବାର ରିଲିଜ୍ ହୋଇଥିବା ଏହି ଭିଡିଓର ଭିୟର୍ସିପ୍…

ରାଜଧାନୀରେ କମୁଛି କରୋନା, ହେଲେ କମୁନି ସ୍ଥାନୀୟ ସଂକ୍ରମଣ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ତଳମୁହାଁ ହେଉଛି କରୋନା । ଗତ କିଛି ଦିନ ହେବ ଲଗାତର ଶହେ ତଳେ କରୋନା ରୋଗୀ ଚିହ୍ନଟ ହେଉଛନ୍ତି । ତେବେ କରୋନା ରୋଗୀଙ୍କ ସଂଖ୍ୟା କମିଥିବା ବେଳେ ସ୍ଥାନୀୟ ସଂକ୍ରମଣ କିନ୍ତୁ କମୁନାହିଁ । ଏଠାରେ କ୍ୱାରେଂଟାଇନ୍ ଅପେକ୍ଷା ଲୋକାଲ କଂଟାକ୍ଟ କେସ୍ ଅଧିକ…

କାଲି ସରିବ ଉପନିର୍ବାଚନ ପ୍ରଚାର, ଶେଷ ମୁହୂର୍ତ୍ତରେ ଭୋଟ ମାଗୁଛନ୍ତି ନେତା

ବାଲେଶ୍ୱର: ଆସନ୍ତାକାଲି ସରିବ ବାଲେଶ୍ୱର ଓ ତିର୍ତ୍ତୋଲ ପାଇଁ ଉପନିର୍ବାଚନ ପ୍ରଚାର । ଏଥିପାଇଁ ଶେଷ ମୁହୂର୍ତ୍ତରେ ଚାଲିଛି ଚୋରଦାର ଉଦ୍ୟମ । ମଇଦାନରେ ୩ ପ୍ରମୁଖ ଦଳର ନେତା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରାଣପ୍ରଣେ ଉଦ୍ୟମ ଚଳାଇଛନ୍ତି । ଘର ଘର ବୁଲି ନିଜ ନିଜ ପ୍ରାର୍ଥୀଙ୍କ ସମର୍ଥନରେ…

ଏଣିକି ଭାରତରେ ଇ-କମର୍ସ ପ୍ଲାଟଫର୍ମ ଚଳାଉଥିବା ବିଦେଶୀ କମ୍ପାନୀଗୁଡିକ ପାଇଁ ‘ପାନ୍’ ବାଧ୍ୟତାମୂଳକ  

ନୂଆଦିଲ୍ଲୀ: ଭାରତରେ ଇ-କମର୍ସ ପ୍ଲାଟଫର୍ମ ଚଳାଉଥିବା ବିଦେଶୀ କମ୍ପାନୀଗୁଡିକ ପାଇଁ ପାନ୍ କାର୍ଡ ବାଧ୍ୟତାମୂଳକ କରାଯାଇଛି। ସିବିଡିଟି ଅନୁଯାୟୀ, ଏହା ସମାନତା ଶୁକ୍ଲ ଆଦାୟ ନିୟମ ୨୦୧୬ରେ ସଂଶୋଧନ କରିଛି। ବିଦେଶୀ ଇ-କମର୍ସ କମ୍ପାନୀଗୁଡିକ ମଧ୍ୟ ଏହି ଆଭିମୁଖ୍ୟ ଅଧୀନରେ ଅଣାଯାଇଛି, ଯେଉଁଥିରେ…

ଏନକାଉଣ୍ଟରକୁ ଡରି ଜଜ୍‌ଙ୍କୁ ଚିଠି ଲେଖିଲା ଦାଗୀ !

କର୍ଣ୍ଣାଟକ: ଅଣ୍ଡରୱାର୍ଲଡ୍ ଡନ୍ ଭିକି ସେଟ୍ଟିର ସହଯୋଗୀ ଆକାଶଭବନ ସାରନ୍ । ବହୁଚର୍ଚ୍ଚିତ ଟୁଲୁ ଅଭିନେତା ସୁରେନ୍ଦ୍ର ବନ୍ତୱଲ ହତ୍ୟା ମାମଲାରେ ଏହି ଅପରାଧୀକୁ ପୋଲିସ ଗିରଫ କରିଥିଲା । ତେବେ ଗୋଟିଏ ଜେଲରୁ ଅନ୍ୟ ଜେଲକୁ ସ୍ଥାନାନ୍ତରିତ ହେବା ଜାଣି ଭୟଭୀତ ହୋଇ ସାରନ୍ ଜଜଙ୍କୁ ଚିଠି…

ରାଜଧାନୀରୁ ଧରାପଡିଲେ ନିଶାଦିଆ ଲୁଟେରା

ଭୁବନେଶ୍ୱର: ବସଷ୍ଟାଣ୍ଡକୁ ଆସୁଥିବା ଯାତ୍ରୀଙ୍କ ସହ ପ୍ରଥମେ ଆତ୍ମୀୟତା ବଢାଉଥିଲେ । ତାପରେ ଖାଦ୍ୟରେ ନିଶା ଦେଇ ଲୁଟ୍ କରୁଥିଲେ । ଭୁବନେଶ୍ୱରର ବରମୁଣ୍ଡା ବସଷ୍ଟାଣ୍ଡରୁ ଧରାପଡିଛନ୍ତି ଏଭଳି ଲୁଟେରା ଗ୍ୟାଙ୍ଗ । ୧୦ରୁ ଅଧିକ ଯାତ୍ରୀଙ୍କୁ ନିଶା ଦେଇ ଏହି ଗ୍ୟାଙ୍ଗ ଲୁଟିନେଇଥିବା ଅଭିଯୋଗ…

କେରଳ ଶ୍ରେଷ୍ଠ ଶାସିତ ରାଜ୍ୟ, ଓଡ଼ିଶାକୁ ନେଗେଟିଭ୍ ର‌୍ୟାଙ୍କ

ବେଙ୍ଗଳୁରୁ: ଦେଶରେ କେରଳ ହେଉଛି ଶ୍ରେଷ୍ଠ ଶାସିତ ରାଜ୍ୟ । ଏହି କ୍ଷେତ୍ରରେ ଓଡିଶାର ସ୍ଥିତି ନୈରାଶ୍ୟଜନକ । ନେଗେଟିଭ୍ ପଏଂଟ ସ୍କୋର ସହ ର‌୍ୟାଙ୍କିଙ୍ଗରେ ତଳ ଆଡୁ ଦ୍ୱିତୀୟ ସ୍ଥାନରେ ରହିଛି ଓଡିଶା । ସ୍ଥାୟୀ ବିକାଶ ପ୍ରସଙ୍ଗରେ ଆଧାରିତ ଉନ୍ନତ ଶାସନ ବ୍ୟବସ୍ଥାକୁ ନେଇ ଏହି ସର୍ଭେ କରାଯାଇଛି…