Latest Odisha News

BREAKING NEWS

Yearly Archives

2020

ମଧୁମକ୍ଷୀ

ସାଧନା ପଣ୍ଡା  ମଖମଲି ମିନାର ଉପରେ ଜମିଛନ୍ତି ସହରର ସମସ୍ତ ମଧୁମକ୍ଷୀ ଦେଖୁଛନ୍ତି, ଅମୃତର ସ୍ବପ୍ନ। ମସଜିଦରୁ ଭାସିଆସେ ଆଲ୍ଲା ହୋ ଆକବର ମନ୍ଦିରରୁ ଘଣ୍ଟା ବାଦ୍ୟର ଶବ୍ଦ, ଅସହାୟ ମନୁଷ୍ୟର ସୁଅ ଛୁଟିଛି ଅବାରିତ, ନିରୀହ ଟ୍ରାଫିକ୍ ଭିଡ ମଧ୍ୟେ ... କ୍ଳାନ୍ତ…

ପ୍ରକାଶ ପାଇଲା ଯୁକ୍ତ ୩ ଦ୍ୱିତୀୟ ପର୍ଯ୍ୟାୟ କଟ୍‌ ଅଫ୍‌

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ୩ ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ୍ । ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୯୬,୫୧୫ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ଏଥିରୁ ୨୨,୦୧୬ ଛାତ୍ରଛାତ୍ରୀ ଚୟନ ହୋଇଛନ୍ତି । ସେହିପରି ସ୍ଲାଇଡ ଅପ୍ ଆବେଦନ କରିଥିଲେ ୩୯,୮୧୫ । ଏଥିରୁ ୯,୨୭୬ ଜଣ ଛାତ୍ରଛାତ୍ରୀ ଚୟନ…

ବର୍ଷା ଆଲର୍ଟ, ସବୁ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସ୍‌ଆର୍‌ସି

ଭୁବନେଶ୍ୱର: ରାଜ୍ୟର ସବୁ ଜିଲ୍ଲାକୁ ଏସଆରସିଙ୍କ ଚିଠି। ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସଆରସି । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଚିଠିରେ ସତର୍କ କରାଯାଇଛି । ଏହାସହ ତଳିଆ ଅଞ୍ଚଳରେ ଜଳମଗ୍ନ ଓ ଭୂସ୍ଖଳନ ହେବାର ଆଶଙ୍କା ଥିବାରୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ କୁହାଯାଇଛି ।…

ମନ ଜିଣିଲେ ଆନନ୍ଦ ମହିନ୍ଦ୍ରା, ଭରା ନଈ ନୁହେଁ, ବୋଟରେ ଯିବେ ମାଲକାନଗିରିବାସୀ

ମାଲକାନଗିରି: ଆଉ ଭରା ନଈରେ ବୁଡି ଯିବାକୁ ପଡିବନି ଅଙ୍ଗନୱାଡି କେନ୍ଦ୍ର । ବେକେ ପାଣିରେ ଜୀବନ ସହ ସଂଘର୍ଷ କରିବାକୁ ପଡିବନି । ଆଉ ଲାଉ ତୁମ୍ବା ସାଜିବନି ସାହାରା । ଜୀବନ ଓ ମରଣର ଦୋ ଛକିରେ ଥିବା ମାଲକନଗିରି ଚିତ୍ରକୋଣ୍ଡାର ଲାଇଫଲାଇନ୍ ସାଜିବ ବୋଟ । ଆଉ ଲୋକଙ୍କୁ ଏହି ବୋଟ ଯୋଗାଇ ଦେବେ…

ୟୁ-ଟ୍ୟୁବ୍‌ରେ ସୁପରହିଟ୍ ଆଇଏଏସ୍ ଅଫିସରଙ୍କ ଗୀତ !

ନୂଆଦିଲ୍ଲୀ: ରାକ୍ଷୀ ଗୁପ୍ତା । ପେଶାରେ ଜଣେ ଆଇଏଏସ୍ ଅଫିସର । ହେଲେ ଏବେ ସୋସିଆଲ ମିଡିଆରେ ତାଙ୍କୁ ନେଇ ଖୁବ ଚର୍ଚ୍ଚା । ଖାଲି ଚର୍ଚ୍ଚା ନୁହେଁ ବରଂ ତାଙ୍କର ଏକ ଭଜନ ଗୀତ ବହୁଳ ମାତ୍ରାରେ ଭାଇରାଲ୍ ବି ହୋଇଛି । ଗୀତର ଲିରିକ୍ସ ଲାଇନ୍ "ମୈଁ ତୋ ରଟ୍ଟୁଙ୍ଗି ରାଧା ନାମ" ରହିଥିଲାବେଳେ…

ଆସାମର କଳାକାର ମେଡିସିନ୍‌, ସିରିଞ୍ଜରେ ତିଆରି କଲେ ମାଆ ଦୁର୍ଗାଙ୍କ କଳାକୃତି

ଗୌହାଟୀ: ଆସାମର ଜଣେ କଳାକାର ୩୦ ହଜାର ଏକ୍ସପାୟର୍ଡ ମେଡିସିନ ଓ ସିରିଞ୍ଜ ମାଆ ଦୁର୍ଗାଙ୍କ ମନୋଲୋଭା କଳାକୃତି ପ୍ରସ୍ତୁତ କରିଛନ୍ତି । ଧୁବରୀ ଅଂଚଳର ଏହି କଳାକାରଙ୍କ ନାମ ହେଲା ସଞ୍ଜୀବ ବସକ । ସେ ଏହା ପୂର୍ବରୁ ଦିଆସିଲ କାଠିରେ ଓ ତାରରେ ମାଆଙ୍କ ମୂର୍ତି କରିଥିଲେ । ଲକଡାଉନ ସମୟରେ ଅନେକ…

୧ ଲକ୍ଷ ୭୨ ହଜାର ବର୍ଷ ପୁରୁଣା ନଦୀର ମିଳିଲା ସନ୍ଧାନ

ନୂଆଦିଲ୍ଲୀ: ମରୁଭୂମିରେ ହଜିଯାଇଥିବା ୧ ଲକ୍ଷ ବର୍ଷରୁ ଅଧିକ ପୁରୁଣା ନଦୀର ସନ୍ଧାନ ମିଳିଛି । ବିକାନୀର ନିକଟ ଥର ମରୁଭୂମିରେ ସୁପ୍ତ ହୋଇ ପଡିଥିିବା ଏହି ନଦୀକୁ ଖୋଜି ପାଇଛନ୍ତି ଅନ୍ତର୍ଜାତୀୟ ଗବେଷକ ଦଳ । ଗବେଷକଙ୍କ ସୂଚନା ଅନୁସାରେ ଏହି ନଦୀ ୧ଲକ୍ଷ ୭୨ ହଜାର ବର୍ଷ ପୁରୁଣା । ସେତେବେଳର…

ଭୁବନେଶ୍ୱରରେ ୨୮ ହଜାର ଟପିଲା କରୋନା ସଂକ୍ରମଣ; ପୁଣି ୨୦୧ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୨୦୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ…

ଡିନାମାଇଟ୍‌ରେ ବନ୍ଧ ଉଡାଇବା ଘଟଣା: ବିଧାୟକଙ୍କ ସମେତ ୬ ଜଣଙ୍କୁ ଲୋକାୟୁକ୍ତଙ୍କ ନୋଟିସ

ଭୁବନେଶ୍ୱର: ଯାଜପୁର ଧର୍ମଶାଳାରେ ଡିନାମାଇଟ୍ ଲଗାଇ ୨୪ କୋଟି ଟଙ୍କାର ବନ୍ଧ ଉଡାଇବା ଘଟଣାରେ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଲୋକାୟୁକ୍ତ ନୋଟିସ କରିଛନ୍ତି । ବିଧାୟକଙ୍କ ସମେତ ୬ଜଣଙ୍କୁ ମଧ୍ୟ ନୋଟିସ ହୋଇଛି । ଘଟଣା ନେଇ ବିଧାୟକ ଓ ତାଙ୍କ ମାମୁ ଇଂଜିନିୟର ନରେନ ଜେନାଙ୍କ ନାଁରେ…

କନ୍ନଡ ଫିଲ୍ମ ଅଭିନେତା ସୁରେନ୍ଦ୍ରଙ୍କୁ ହତ୍ୟା

ବାଙ୍ଗାଲୋର: କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା ସୁରେନ୍ଦ୍ର ବଂଟୱାଲାଙ୍କ ମୃତ୍ୟୁ ଦେହ ଗୁରୁବାର ପୋଲିସ ଉଦ୍ଧାର କରିଛି । ତାଙ୍କ ଶରୀରରେ ଅନେକ କ୍ଷତ ରହିଥିବାରୁ ପୋଲିସ ଏହା ଏକ ହତ୍ୟକାଣ୍ଡ ଭାବେ ବିବେଚନା କରିଛି । ସୁରେନ୍ଦ୍ରଙ୍କ ସାଙ୍ଗମାନେ ତାଙ୍କୁ ବାରମ୍ବାର ଫୋନ କରିବାରୁ ସେ ଉଠାଇ…