ଫ୍ଲୁ ଟିକା ନେଇ ପାଞ୍ଚ ଜଣଙ୍କର ମୃତ୍ୟୁ; ଦକ୍ଷିଣ କୋରିଆ
ଦକ୍ଷିଣ କୋରିଆ: ଦକ୍ଷିଣ କୋରିଆରେ ଫ୍ଲୁ ଟିକା ପ୍ରୟୋଗ କରିବା ପରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିବା ଘଟଣା ସାମ୍ନାକୁ ଆସିଛି। ଅଧିକାରୀ କହିଛନ୍ତି ଯେ ଗତ କିଛି ସପ୍ତାହ ମଧ୍ୟରେ ଏଭଳି ମୃତ୍ୟୁ ଘଟିଛି। ଏହା ପରେ ଟୀକାକରଣର ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନ ଉଠିଛି।
ଏଥିସହ ଅଧିକାରୀମାନେ ଏହା…