Latest Odisha News

BREAKING NEWS

Yearly Archives

2020

ଯାଜପୁରରେ ୬୧ ତମ ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ

ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲି ସ୍ଥିତ ରିଜର୍ଭ ପୋଲିସ ପଡିଆରେ ୬୧ ତମ ପୋଲିସ ସହିଦ ସ୍ମୃତି ଦିବସ ପାଳିତ ହୋଇଯାଇଛି । ଏଥିରେ ଯାଜପୁର ଏସ.ପି ଚରଣ ସିଂ ମିନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସହୀଦ ମାନଙ୍କ ତ୍ୟାଗ ଓ ବଳିଦାନକୁ ମନେ ପକାଇବା ସହ ଭାରତର ବିଭିନ୍ନ ରାଜ୍ୟର ସହୀଦଙ୍କ ନାମ ପାଠ…

‘ଶୀତ ଋତୁରେ ସଂକ୍ରମଣ ବଢିବା ସମ୍ଭାବନା ଅଧିକ’

ଭୁବନେଶ୍ୱର: ଯେହେତୁ କରୋନା ଭୂତାଣୁକୁ ଥଣ୍ଡା ପରିବେଶ ସୁହାଇଥାଏ, ତେଣୁ ଶୀତଋତୁରେ ସଂକ୍ରମଣ ବଢିବା ସମ୍ଭାବନା ଅଧିକ । ବରିଷ୍ଠ ଚିକିତ୍ସକ ଡାକ୍ତର ନିରୋଜ ମିଶ୍ର କହିଛନ୍ତି ଯେ, ପର୍ବପର୍ବାଣୀରେ ଆମକୁ ସଚେତନ ରହି ନିୟମ ମାନିବାକୁ ପଡିବ । ନିର୍ବାଚନରେ ମଧ୍ୟ ନିୟମ ରକ୍ଷା କରିବାକୁ ପଡିବ ।…

ମଧ୍ୟପ୍ରଦେଶରୁ ଉଦ୍ଧାର ହେଲେ ବିକ୍ରି ହୋଇଥିବା ୨ ଓଡ଼ିଆ ଝିଅ; ୩ ଦଲାଲ ଗିରଫ

ବାରିପଦା: ଗୋରୁମହିଷାଣି ପୋଲିସ ବୁଧବାର ମୟୂରଭଞ୍ଜ ଜିଲ୍ଲାରେ ଯୁବତୀ ମାନଙ୍କୁ ବିକ୍ରି କରୁଥିବା ଏକ ରାକେଟକୁ ଠାବ କରିବା ସହ ୩ ଜଣ ଦଲାଲଙ୍କୁ ମଧ୍ୟ ଗିରଫ କରିଛି। ପଶ୍ଚିମବଙ୍ଗର ଏହି ୩ ଅଭିଯୁକ୍ତ ରାକେଶ ରାଣା, ଦୀପକ ରାଣା ଏବଂ ସୁଇଜ କୁଲିଆଙ୍କୁ ପୋଲିସ ଗିରଫ କରିଛି। ପୋଲିସର…

କରୋନା ମହାମାରୀ ମଧ୍ୟରେ ଓଡିଶାରେ ବୃଦ୍ଧି ପାଇଛି ବେକାରୀ ହାର !

ଭୁବନେଶ୍ୱର: କୋଭିଡ ମହାମାରୀ ମଧ୍ୟରେ ଓଡିଶାରେ ବୃଦ୍ଧି ପାଇଛି ବେକାରୀ ହାର। ଏନେଇ ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି (CMIE) ର ​​ଏକ ସର୍ଭେ ରିପୋର୍ଟରେ କୁହାଯାଇଛି। ସର୍ଭେ ଅନୁଯାୟୀ, ଅଗଷ୍ଟରେ ରାଜ୍ୟରେ ବେକାରୀ ହାର ୧.୪% ଥିଲା, ସେପ୍ଟେମ୍ବରରେ ଏହି ହାର ୨.୧% ଛୁଇଁଛି।…

‘ଶେରନୀ’ରେ ଆସୁଛନ୍ତି ବିଦ୍ୟା ବାଲାନ, ସୁଟିଂ ଆରମ୍ଭ

ମଧ୍ୟପ୍ରଦେଶ: କରୋନା ମହାମାରୀ ଭିତରେ ସୁଟିଂ ସେଟକୁ ଫେରିଛନ୍ତି ଅଭିନେତ୍ରୀ ବିଦ୍ୟା ବାଲାନ । ହେଲେ ସୁଟିଂ ଆରମ୍ଭ କରିବା ପୂର୍ବରୁ ବିଦ୍ୟା କରିଛନ୍ତି ସ୍ୱତନ୍ତ୍ର ପୂଜା । ବ୍ଲାକ ସାର୍ଟ ଓ ଡେନିମ ଜିନ୍ସ ପିନ୍ଧିଥିବା ବିଦ୍ୟାଙ୍କ ମୁହଁରେ ରହିଛି ମାସ୍କ । ସୁଟିଂ ସେଟରେ କ୍ରୁ ମେମ୍ବର ପିପିଇ…

ଏନଆଇଏ ତଦନ୍ତ ଆତଙ୍କବାଦ ସଂକ୍ରାନ୍ତରେ ନୁହେଁ: ପୋଲିସ କମିଶନର

ଭୁବନେଶ୍ୱର: ରାଜଧାନୀରୁ ଜଣଙ୍କୁ ଏନଆଇଏ ଉଠାଇନେବା ପରେ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ଏହା ଉପରେ ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ପୋଲିସ କମିଶନର କହିଛନ୍ତି ଯେ, ନାସନାଲ ଇନଭେଷ୍ଟିଗେସନ ଏଜେନ୍ସି କରୁଥିବା ଏକ ତଦନ୍ତ ସଂକ୍ରାନ୍ତରେ ଜଣେ ଛାତ୍ରଙ୍କୁ ପଚରାଉଚରା…

ଟ୍ଵିନ ସିଟି ସମେତ ଏହିସବୁ ଜିଲ୍ଲାକୁ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୦ ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ସୋମବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ, ଭୁବନେଶ୍ୱର, ଯାଜପୁର, କଟକ, ଖୋର୍ଦ୍ଧା, ଗଂଜାମ, ଗଜପତି,…

ବିସ୍କୁଟ ଚାଖି ହୋଇପାରିବେ ଲକ୍ଷପତି!

ନୂଆଦିଲ୍ଲୀ: କରୋନା ମହାମାରୀ ହେତୁ ସମଗ୍ର ବିଶ୍ୱ ସଙ୍କଟ ସମୟ ଦେଇ ଗତି କରୁଛି। ଏହି ସମୟରେ ଅନେକ କମ୍ପାନୀ କର୍ମଚାରୀଙ୍କୁ ଛଟେଇ କରୁଥିବା ବେଳେ କେତେକ ସ୍ଥାନରେ ଦୀର୍ଘ ଦନ ପାଇଁ ଛୁଟିରେ ରହିବାକୁ କର୍ମଚାରୀ କୁହାଯାଉଛି। ତେବେ ଏହି ସମୟରେ, ଏକ ବିସ୍କୁଟ କମ୍ପାନୀ ଏପରି ଏକ ଚାକିରି ଦେଇଛି…

କୋଲକାତା ଦୁର୍ଗାପୂଜାରେ ଏବର୍ଷ ହେବନି ସିନ୍ଦୁର ଖେଳ

କୋଲକାତା: କୋଭିଡ୍ କଟକଣା ଭିତରେ ଏବର୍ଷ କୋଲକାତାରେ ଦୁର୍ଗାପୂଜା ହେବ । ହେବନି ସିନ୍ଦୁର ଖେଳ । ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି କୋଲକାତା ହାଇକୋର୍ଟ । ସେହିପରି ପୂର୍ବରୁ ମଣ୍ଡପ ଅଞ୍ଚଳକୁ ନୋ ଭିଜିଟର ଜୋନ୍ କରିବାକୁ ଦେଇଥିବା ନିର୍ଦ୍ଦେଶର ପୁନର୍ବିଚାର କରିଛନ୍ତି କୋର୍ଟ । ସର୍ତ୍ତ…

କ୍ରିକେଟ୍‌ ଟିମ୍‌ କିଣିଲେ ସଲମାନ୍‌

ନୂଆଦିଲ୍ଲୀ: ବଲିଉଡ ତାରକାଙ୍କର କ୍ରୀଡା ପ୍ରତି ଏକ ନିଆରା ସମ୍ପର୍କ ରହିଆସିଛି।  ଆଇପିଏଲରେ କ୍ରିକେଟ୍ ଦଳ କିଣିବା ହେଉ କିମ୍ବା ଦେଶରେ ଫୁଟବଲକୁ ଦଳକୁ ପ୍ରୋତ୍ସାହିତ କରିବା ହେଉ ସବୁଥିରେ ବଲିଉଡ୍‌ ତାରକାମାନେ ଆଗରେ ରହିଥାନ୍ତି।  ବର୍ତ୍ତମାନ ଶ୍ରୀଲଙ୍କାରେ ଆଇପିଏଲ କ୍ରିକେଟ୍ ଲିଗ୍ ଆରମ୍ଭ…