Latest Odisha News

BREAKING NEWS

Yearly Archives

2020

ବୈଜୟନ୍ତ ଓଡ଼ିଶାର ‘କୃତଘ୍ନ କୁପୁତ୍ର’: ଅନୁଭବ ମହାନ୍ତି

ଭୁବନେଶ୍ୱର: ଓଡ଼ିଶାକୁ 'ପାକିସ୍ତାନ' ସହ ତୁଳନା କରିଥିବା କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ଜୟ ପଣ୍ଡାଙ୍କୁ କଡା ସମାଲୋଚନା କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ଜୟ ପଣ୍ଡାଙ୍କୁ ଓଡ଼ିଶାର 'କୃତଘ୍ନ କୁପୁତ୍ର' ସମ୍ବୋଧନ କରି ଅନୁଭବ ଟ୍ୱିଟ କରିଛନ୍ତି, ଏଭଳି ଜଣେ…

ବଟି ଦେବାକୁ ମନା କରିବାରୁ ଭାଇ ଭଉଣୀଙ୍କ ଉପରକୁ ମରଣାନ୍ତକ ଆକ୍ରମଣ

ବ୍ରହ୍ମପୁର: ଦାଦା ବଟି ମାଗିବା ଅଭିଯୋଗରେ ଶନିବାର ଦିନ ଟ୍ଵିନ ସିଟିରୁ ୮ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ଏହା ସତ୍ତ୍ୱେ ସୁଧୁରୁ ନାହାନ୍ତି ଦୁର୍ବୁତ୍ତ । ବଟି ଦେବାକୁ ମନା କରିବାରୁ ଗଞ୍ଜାମ ବ୍ରହ୍ମପୁର ଅଞ୍ଚଳର ଜଣେ ଯୁବକ ଏବଂ ତାଙ୍କ ଭଉଣୀଙ୍କୁ କିଛି ଦୁର୍ବୁତ୍ତ ଆକ୍ରମଣ…

ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ‘ବ୍ରାହ୍ମୋସ୍’ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: DRDOର ଅନ୍ୟ ଏକ ସଫଳତା । ରବିବାର ଦିନ ଭାରତୀୟ ନୌ-ସେନାର ସ୍ୱଦେଶୀ ନିର୍ମିତ INS ଚେନ୍ନାଇରୁ ଆରବ ସାଗରରେ ଟାର୍ଗେଟର  ସଫଳତାର ସହ ପରୀକ୍ଷଣ କରାଯାଇଥିଲା ବୋଲି ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) କହିଛି। ଉଚ୍ଚ ସ୍ତରୀୟ ଏବଂ ଅତ୍ୟଧିକ ଜଟିଳ ପରିସ୍ଥିତିରେ…

ଟ୍ଵିନ ସିଟି ସମେତ ଏହିସବୁ ଜିଲ୍ଲାକୁ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୧ ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ସୋମବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ,ମୟୁରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା,…

ରାଉରକେଲାରେ କରୋନା ସଂକ୍ରମଣରେ ଡାକ୍ତରାଣୀଙ୍କ ମୃତ୍ୟୁ; ଦିଆଗଲା ଗାର୍ଡ ଅଫ୍ ଅନର୍

ରାଉରକେଲା: ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ)ରେ କୋଭିଡ ରୋଗୀଙ୍କ ଦେଖାଶୁଣା କରୁଥିବା ଜଣେ ୨୯ ବର୍ଷୀୟ ପିଜି ଛାତ୍ରୀଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ଘଟିଛି । ମୃତକଙ୍କ ନାମ ପ୍ରିୟାଶ୍ରୀ ବୋଲି ଜଣାପଡିଛି । ଯିଏକି ବିହାରର ନାଳନ୍ଦା ଜିଲ୍ଲାର ବାସିନ୍ଦା । ସେ କରୋନା ପଜିଟିଭ…

ମଣିଷ ଚର୍ମରେ ୯ ଘଣ୍ଟା ଯାଏଁ ସକ୍ରିୟ ରହେ କୋଭିଡ ଭୂତାଣୁ !

ଟୋକିଓ: କରୋନା ମହାମାରୀର ମୁକାବିଲା ପାଇଁ ବାରମ୍ବାର ହାତ ଧୋଇବାର ଗୁରୁତ୍ଵକୁ ଦୋହରାଇଥିବା ସହ ଜାପାନର ଏକ ଗବେଷକ ଟିମ ପ୍ରକାଶ କରିଛନ୍ତି ଯେ, କରୋନାଭାଇରସ୍ ମାନବ ଚର୍ମରେ ୯ ଘଣ୍ଟା ସକ୍ରିୟ ରହିଥାଏ । ଏହାର ତୁଳନାରେ, ଫ୍ଲୁ ସୃଷ୍ଟି କରୁଥିବା ରୋଗ ପ୍ରାୟ ୧.୮ ଘଣ୍ଟା ପର୍ଯ୍ୟନ୍ତ ମାନବ…

୧୦୨ କିଲୋ ଗଞ୍ଜେଇ ଜବତ, ୪ ବେପାରୀ ଗିରଫ

କନ୍ଧମାଳ: ବେଆଇନ ଗଞେଜଇ ଚାଲାଣ ବେଳେ ଧରିଲା ପୋଲିସ । ୧୦୨ କିଲୋ ଗଞ୍ଜେଇ ଜବତ ହେବା ସହ ୪ ଜଁ ଗିରଫ । କନ୍ଧମାଳ ଜିଲା ଫିରିଙ୍ଗିଆ ପୋଲିସ ଗଞ୍ଜେଇ ଚୋରା ଚାଲଣ ଗ୍ୟାଙ୍ଗକୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ପାଖରୁ ଦୁଇଟି ମୋଟର ସାଇକେଲ ମଧ୍ୟ ଜବତ କରାଯାଇଛି । ବସ୍ତାରେ ଗଞ୍ଜେଇ ଭର୍ତ୍ତି…

ମାସ୍କ ନ ପିନ୍ଧିଲେ ଯିବେ ଛଅ ମାସ ‌ଜେଲ୍‌; ଶ୍ରୀଲଙ୍କା

ନୂଆଦିଲ୍ଲୀ: କରୋନା ସଂକ୍ରମଣ ରୋକିବାକୁ ପାଇଁ ଶ୍ରୀଲଙ୍କା ନୂତନ ନିୟମ ପ୍ରଣୟନ କରିଛି। ମାସ୍କ ପିନ୍ଧିବା ଅନିବାର୍ଯ୍ୟ ଏବଂ ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କୁ ଜେଲ ଦଣ୍ଡ  ଭୋଗିବାକୁ ପଡ଼ିବ କିମ୍ବା ଜରିମାନା ଦେବା ଭଳି ସ୍ବତନ୍ତ୍ର ଲାଗୁ କରାଯାଇଛି ସରକାରଙ୍କ ପକ୍ଷରୁ ଜାରି ଏକ…

ଅଙ୍କିତାଙ୍କ ବିରୁଦ୍ଧରେ ମାନହାନି ମକଦ୍ଦମା କରିବେ ରିୟା !

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମାମଲାର ଛାନ୍‌ଭିନ୍‌ କରୁ କରୁ ବଲିଉଡ୍‌ ସହିତ ଡ୍ରଗ୍ସ ଲିଙ୍କ୍ ମାମଲାର ଗୁମର ଫିଟିଥିଲା। ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କ୍ରାଇମ ବ୍ୟୁରୋ ସେପ୍ଟେମ୍ବର ୮ ତାରିଖରେ  ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଥିଲା। ନିକଟରେ ତାଙ୍କୁ ବମ୍ବେ ହାଇକୋର୍ଟ ଜାମିନ…

ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କଲେ ବୈଜୟନ୍ତ, ବିଜେଡିର କାଉଣ୍ଚର

ଭୁବନେଶ୍ୱର: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଟ୍ୱିଟ୍ । ମହାରାଷ୍ଟ୍ର ଏବଂ ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କଲେ ବିଜେପି ନେତା ବୈଜୟନ୍ତ ପଣ୍ଡା । ସେ ଲେଖିଛନ୍ତି , ପାକିସ୍ତାନ ଭଳି ଏହି ଦୁଇ ରାଜ୍ୟରେ ସାମ୍ବାଦିକମାନଙ୍କୁ ଉଠାଇ ନିଆଯାଉଛି । ଆଇନ ବ୍ୟବସ୍ଥାକୁ ପାଳନ କରାଯାଉ ନାହିଁ…