କରୋନା ମୁକ୍ତ ହେଲେ ତମନ୍ନା
ମୁମ୍ବାଇ: ଅଭିନେତ୍ରୀ ତମନ୍ନା ଭାଟିଆ ନିକଟରେ କରୋନା ସଂକ୍ରମଣ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଏବେ ତମନ୍ନା ସମ୍ପୂର୍ଣ୍ଣ ରୂପେ କରୋନା ମୁକ୍ତ ହୋଇସାରିଛନ୍ତି।
ତେବେ କରୋନାକୁ ପରାସ୍ତ କରିବା ପରେ ତମନ୍ନା ଭାଟିଆଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।…