Latest Odisha News

BREAKING NEWS

Yearly Archives

2020

ଶ୍ରେଷ୍ଠ ୫ରେ ବି ନାହିଁ ସଲମାନ୍‌ଙ୍କ ସୋ !

ନୂଆଦିଲ୍ଲୀ: ଟେଲିଭିଜନ୍‌ର ସବୁଠାରୁ ପ୍ରିୟ ସୋ ମଧ୍ୟରୁ 'ବିଗ୍ ବସ୍' ଏବଂ 'କୌନ୍‌ ବନେଗା କରୋଡ୍‌ପତି' ଅନ୍ୟତମ। ପ୍ରତିବର୍ଷ ଦର୍ଶକ ଏହି ସୋ’କୁ ଉତ୍ସାହର ସହିତ ଅପେକ୍ଷା କରଥାନ୍ତି। ତେବେ ଚଳିତ ବର୍ଷ  ଏହି ସୋ ’ଦର୍ଶକଙ୍କ ଗହଣରେ ଭଲ ପ୍ରଦର୍ଶନ କରିପାରିନ ଥିବା ଜଣାପଡ଼ିଛି। କାରଣ…

ଆସନ୍ତା ୧୯ରୁ ଖୋଲିବ ଭିତରକନିକା, ପର୍ଯ୍ୟଟକ ଏସବୁ ନିୟମ ମାନିବା ଜରୁରୀ

କେନ୍ଦ୍ରାପଡ଼ା: ଭିତରକନିକା ବୁଲିବା ପାଇଁ ଇଚ୍ଛୁକ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆସନ୍ତା ୧୯ ତାରିଖରୁ ଖୋଲିବ ଜାତୀୟ ପ୍ରାଣୀ ଉଦ୍ୟାନ । ଦର୍ଶକ ପୁଣି ଥରେ ଭିତରକନିକାର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ । ତେବେ କୋଭିଡ୍ କଟକଣାକୁ କଡ଼ାକଡ଼ି ପାଳନ କରିବାକୁ ପଡ଼ିବ । ଏଥିପାଇଁ…

ଜନ୍ମ ହେଉ ହେଉ ଡାକ୍ତରଙ୍କ ମୁହଁରୁ ମାସ୍କ କାଢି ଆଣିଲା ନବଜାତ ଶିଶୁ; ଲୋକେ କହିଲେ ଏହା କରୋନା କମିବାର ଶୁଭ ସଂକେତ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେବେ ସମଗ୍ର ବିଶ୍ୱ‌ବାସୀ ଏହାକୁ ଚିନ୍ତିତ ରହିଥିବା ବେଳେ ଏହା ଭିତରେ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଦୁବାଇର ଜଣେ ଡାକ୍ତର ନିଜର ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ଜଣେ ନବଜାତ ଶିଶୁ…

‘ନବରାତ୍ରୀ’ରେ କେଉଁସବୁ କାମ ନକରିବା ଉଚିତ୍‌, ଜାଣନ୍ତୁ…

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ଶାରଦୀୟ ‘ନବରାତ୍ରୀ ପୂଜା’ । ଏହି ଦିନରେ ଶ୍ରଦ୍ଧାଳୁମାନେ ଆନନ୍ଦ ଉତ୍ସାହର ସହ ନବରାତ୍ରୀ ସମୟରେ ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ଆରାଧନା କରିଥାନ୍ତି । ଆଶ୍ୱିନ ମାସ ଶୁକ୍ଲ ପକ୍ଷ ପ୍ରତିପଦାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ତଥା ପ୍ରାୟ ୯ ଦିନ ଚାଲିଥାଏ…

ନଭେମ୍ବର ୧୦ରେ ନିଲାମ ହେବ ଦାଉଦର ସମ୍ପତ୍ତି

ମୁମ୍ବାଇ: ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମର ଅନେକ ସମ୍ପତ୍ତି ନିଲାମ ହେବ ବୋଲି ସୂଚନା ମିଳିଛି । ସ୍ମଗଲର୍ସ ଆଣ୍ଡ ଫରେନ୍ ଏକ୍ସଚେଞ୍ଜ ମେନିପୁଲେଟର୍ସ ଏଜେନ୍ସି ଦାଉଦର ରତ୍ନଗିରି ସ୍ଥିତ ସମ୍ପତ୍ତି ନିଲାମ କରିବା ଲାଗି ନିଷ୍ପତ୍ତି ନେଇଛି । ସୂଚନାନୁଯାୟୀ ଆସନ୍ତା ନଭେମ୍ବର ୧୦…

ପାଞ୍ଚ ମହଲା ବିଲଡିଂରେ ନିଆଁ, ୧୨ ବର୍ଷର ଶିଶୁ ସମେତ ଦୁଇ ମୃତ

କୋଲକାତା: ପାଞ୍ଚ ମହଲା ବିଲଡିଂରେ ରାତିରେ ଲାଗିଲା ନିଆଁ । ପୋଡ଼ି ହୋଇ ଜଣେ ୧୨ ବର୍ଷର ନାବାଳକ ସମେତ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ଦୁଃଖଦ ଘଟଣା ଘଟିଛି କୋଲକାତାର ଗଣେଶ ଚନ୍ଦ୍ର ଏଭିନ୍ୟୁରେ । ଗତକାଲି ରାତିରେ ଭୟାବହ ଅଗ୍ନିକାଣ୍ଡ ହୋଇଥିଲା । ଗତକାଲି ରାତିରେ ଗଣେଶ ଚନ୍ଦ୍ର…

ମୁଁ ଦେଇଛି ବଲିଉଡ୍‌କୁ ପ୍ରଥମ ଆକ୍ସନ ହିରୋଇନ୍; କଙ୍ଗନା

ମୁମ୍ବାଇ: ପୁଣି ଥରେ କଙ୍ଗନା ଟୁଇଟର୍‌ରେ ଏକ ନୂଆ ଭିଡିଓ ପୋଷ୍ଟ କରି ଜୟା ବଚ୍ଚନଙ୍କ ‘ବଲିଉଡ୍‌ ଥାଳି’ ମନ୍ତବ୍ୟକୁ କଟାକ୍ଷ କରି କଡ଼ା ଜବାବ ଦେଇଛନ୍ତି। ସେହି ଭିଡିଓରେ ସେ ନିଜ ଟ୍ରେନର୍‌ଙ୍କ ସହିତ ସମରାଭ୍ୟାସ କରୁଥିବା ଦେଖିବାକୁ ମିଳିଛି। ଏହାକୁ ପୋଷ୍ଟ କରି କଙ୍ଗନା ଲେଖିଛନ୍ତି ଯଦି…

ଭାରତରେ ୨୪ ଘଣ୍ଟାରେ ୬୨ ହଜାରରୁ ଉର୍ଦ୍ଧ୍ୱ କରୋନା ପଜିଟିଭ, ୮୩୭ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଶନିବାର ଦିନ ଏହି ସଂଖ୍ୟା ୭୪,୩୨,୬୮୧କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି । କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ବାଲେଶ୍ୱର ଔପଦା ଅଞ୍ଚଳରୁ ବଜ୍ରକାପ୍ତା ଉଦ୍ଧାର

ବାଲେଶ୍ୱର: ଔପଦା ଅଞ୍ଚଳରୁ ଗୋଟିଏ ବିରଳ ବଜ୍ରକାପ୍ତା ଉଦ୍ଧାର ହୋଇଛି । ଦନ୍ତୁର ଫରେଷ୍ଟ ବିଟହାଉସ ଅନ୍ତର୍ଗତ ଦାରିପୋଖରୀ ଗାଁ ଅନ୍ତର୍ଗତ ପୀଡ଼ାକଟା କେନାଲ ନିକଟରୁ ଏହାକୁ ଉଦ୍ଧାର କରାଯାଇଛି । କେନାଲ ନିକଟରେ ବଜ୍ରକାପ୍ତାକୁ ଦେଖିଥିଲେ ଗାଁ ଲୋକ । ଏହାର ଆନୁମାନିକ ଓଜନ ପ୍ରାୟ ୩…

ଆଜିଠୁ ନବରାତ୍ର, ଶକ୍ତିପୀଠ ଚଳଚଞ୍ଚଳ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ଶାରଦୀୟ ନବରାତ୍ର ପୂଜା । ଆଶ୍ୱିନ ମାସ ଶୁକ୍ଳ ପକ୍ଷର ପ୍ରତିପଦାରୁ ବିଜୟା ଦଶମୀ ପର୍ୟ୍ୟନ୍ତ ୯ଦିନ ଧରି ଚାଲିବ । ଶରତ ଋତୁର ଆଶ୍ୱିନ ମାସରେ ଏହି ପର୍ବ ପାଳନ ହେଉଥିବାରୁ ଏହାକୁ କୁହାଯାଏ ନବରାତ୍ରି । ପ୍ରଥମ ଦିନରେ ସମ୍ପୂର୍ଣ୍ଣ ରୀତିନୀତିରେ କଳସ ସ୍ଥାପନା…