Latest Odisha News

BREAKING NEWS

Yearly Archives

2020

ଆଜରବୈଜାନର ଯୁଦ୍ଧବନ୍ଦୀ ନିୟମ ଉଲ୍ଲଂଘନ, ଆଇଏସଆଇଏସ ଶୈଳୀରେ ଆର୍ମେନିଆ ସୈନ୍ୟଙ୍କୁ ହତ୍ୟା କରୁଛି

ବାକୁ: ଥଣ୍ଡା ପଡି ଯାଇଥିବା ଆଜରବୈଜାନ ଓ ଆର୍ମେନିଆ ସଂଘର୍ଷ ଏବେ ନୃଶଂସ ରୂପ ନେଉଛି । ଏ ପର୍ଯ୍ୟନ୍ତ ୬୦୦ରୁ ଊଦ୍ଧ୍ୱର୍ ଜୀବନ ଯାଇ ସାରିଥିଲେ ମଧ୍ୟ ଯୁଦ୍ଧରେ ବିରାମ ଆସି ନାହିଁ । ଶୁକ୍ରବାର ଆର୍ମେନିଆ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଆଜରବୈଜାନ ଯୁଦ୍ଧବନ୍ଦୀ ନିୟମ ଉଲ୍ଲଂଘନ କରି…

ଟସ ଜିଣି କୋଲକାତାର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି

ଆବୁଧାବି : ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମଠାରେ ଆଜି ଚଳିତ ଆଇପିଏଲର ୩୨ ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟରାଇଡର୍ସ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ କୋଲକାତା ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି । କୋଲକାତା ଦଳ ଆଜି ନବନିଯୁକ୍ତ ଅଧିନାୟକ ଇଅନ ମୋର୍ଗାନଙ୍କ…

ଇତିହାସ ରଚିଲେ ଓଡ଼ିଆ ପୁଅ ; ନିଟ୍ ପରୀକ୍ଷାରେ ରଖିଲେ ଶତ ପ୍ରତିଶତ ନମ୍ବର

ଭୁବନେଶ୍ୱର: ଜାତୀୟ ସ୍ତରରେ ଓଡିଶା ପାଇଁ ଗର୍ବ ଆଣିଦେଲେ ଓଡ଼ିଆ ପୁଅ ସୋଏବ ଆଫତାବ। ସର୍ବଭାରତୀୟ ମେଡ଼ିକାଲ୍ ପ୍ରବେଶିକା ପରୀକ୍ଷା ନିଟ୍ ରେ ସମଗ୍ର ଦେଶରେ ପ୍ରଥମ ହୋଇଛନ୍ତି ସୋଏବ। ପ୍ରାପ୍ତ ସୂଚନାନୁଯାୟୀ, ରାଉରକେଲାର ୧୮ ବର୍ଷୀୟ ଛାତ୍ର ସୋଏବ ଅଫତାବ ସମୁଦାୟ ୭୨୦ ରୁ ୭୨୦ ନମ୍ବର ରଖି…

ସ୍ୱଦେଶୀ ଅଭିଯାନ ଚୀନକୁ ଚେଙ୍କ ଦେଉଛି: ଦୀପାବଳୀରେ ୪୨ ହଜାର କୋଟି ଟଙ୍କାର କ୍ଷତି ସହିତ ଡ୍ରାଗନ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ସ୍ୱଦେଶୀ ଅଭିଯାନ ଚୀନକୁ ଅସୁବିଧାରେ ପକାଉଛି । ଭାରତ ମାର୍କେଟକୁ ଟାର୍ଗେଟ କରି କୋଟି କୋଟି ଟଙ୍କା ବ୍ୟାପାର କରୁଥିବା ଚୀନକୁ ଏବେ ଚେଙ୍କ ଲାଗିଛି । ରିପୋର୍ଟ ମୁତାବକ ଲଦାଖ ଓ ଗଲୱାନ ଘାଟି ବିବାଦ ପରେ ଚୀନ ସାମଗ୍ରୀ ପ୍ରତି ଭାରତୀୟଙ୍କ ଆଗ୍ରହ କମିଯାଇଛି ।…

ରାଜଧାନୀ ସମେତ ଏହିସବୁ ଜିଲ୍ଲାକୁ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୨ ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ସୋମବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ, ଭୁବନେଶ୍ୱର, ଗଞ୍ଜାମ, କଳାହାଣ୍ଡି, ଗଜପତି, ଖୋର୍ଦ୍ଧା,…

ସୁଶାନ୍ତ ସିଂ ରାଜପୁତ ଡ୍ରଗ୍ସ ମାମଲା: ୨୨ତମ ଅଭିଯୁକ୍ତ ଗିରଫ

ମୁମ୍ବାଇ: ନିଷିଦ୍ଧ ନିଶା ଔଷଧ ସେବନ ଏବଂ ବିତରଣ ପାଇଁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଜଣେ ମ୍ୟାନେଜମେଣ୍ଟ ପ୍ରଫେସନାଲକୁ ଗିରଫ କରିଛନ୍ତି। ଏନସିବି ଅଧିକାରୀମାନେ ୧୬/୨୦ କେସ୍ ନମ୍ବର ସମ୍ପର୍କରେ ଗୁରୁବାର ସନ୍ଧ୍ୟାରେ ସାନ୍ତାକ୍ରୁଜ୍-ବାସିନ୍ଦା ଜୟ ମାଧୋକଙ୍କୁ ଗିରଫ…

ଇମ୍ଫାକୁ ସମ୍ମାନଜନକ ଫିମି ହିନ୍ଦୁସ୍ଥାନ ଜିଙ୍କ୍ ସ୍ୱାସ୍ଥ୍ୟ ଓ ନିରାପତ୍ତା ପୁରସ୍କାର

ଭୁବନେଶ୍ୱର: ଫେରୋକ୍ରମ ଉତ୍ପାଦନକାରୀ କମ୍ପାନୀ ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ଫେରୋ ଆଲୟଜ୍ (ଇମ୍ଫା)କୁ ଏହାର ମହାଗିରି ମାଇନ୍ସ (କ୍ରୋମାଇଟ୍‌) ପାଇଁ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ମିନେରାଲ୍ ଇଣ୍ଡଷ୍ଟ୍ରିଜ୍ (ଫିମି) ଦ୍ୱାରା ସମ୍ମାନଜନକ ‘ହିନ୍ଦୁସ୍ଥାନ ଜିଙ୍କ୍ ହେଲ୍‌ଥ ଆଣ୍ଡ ସେଫ୍ଟି ଆୱାର୍ଡ…

‘ମୁଁ ମୋଦିଙ୍କ ହନୁମାନ,ମୋ ଛାତି ଚିରିଲେ ମୋଦି ଜୀ ବାହାରିବେ’: ଚିରାଗ ପାସୱାନ୍

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସମାଲୋଚନାକୁ ନେଇ ସହଯୋଗୀ ବିଜେପି ଠାରୁ ବିମୁଖୀ ପ୍ରତିକ୍ରିୟାର ସମ୍ମୁଖୀନ ହୋଇଛନ୍ତି ଚିରାଗ ପାସୱାନ୍ । ଚିରାଗ ପାସୱାନ୍ ଆଜି କହିଛନ୍ତି ଯେ ବିଜେପି ନେତାଙ୍କ ମନ୍ତବ୍ୟ ତାଙ୍କୁ ଆଘାତ କରିଛି । କିନ୍ତୁ ତାଙ୍କ ଲକ୍ଷ୍ୟ ବିଜେପି ସହିତ…

ପୋଷ୍ୟ ନାଁ ଗ୍ରହଣ କରିଥିବା ବଲିଉଡ୍ ଅଭିନେତ୍ରୀ…

ମୁମ୍ବାଇ: ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଚଳଚ୍ଚିତ୍ରରେ ପ୍ରବେଶ କରିବା ପୂର୍ବରୁ ସେମାନଙ୍କ ନାମ ପରିବର୍ତ୍ତନ କରିଛନ୍ତି। ତେବେ ଆସନ୍ତୁ ଜାଣିବା ସେହି ଅଭିନେତ୍ରୀଙ୍କ ସମ୍ପର୍କରେ କିଆରା ଆଡଭାନୀ ଅଳ୍ପ ସମୟ ମଧ୍ୟରେ ବଲିଉଡ୍‌ରେ ନିଜର ଏକ ଅନନ୍ୟ ପରିଚୟ ସୃଷ୍ଟି କରିପାରିଛନ୍ତି…

ଆତଙ୍କବାଦୀଙ୍କ ଗୁଳିରେ ଶୌର୍ଯ୍ୟଚକ୍ର ବଲୱିନ୍ଦର ମୃତ, ପୂର୍ବରୁ ୪୨ ଥର ଆକ୍ରମଣ ହୋଇଥିଲା

ତରନତାରନ: ପଞ୍ଜାବର ତରନତାରନରେ ଶୁକ୍ରବାର ଶୌର୍ଯ୍ୟଚକ୍ର ସମ୍ମାନିତ ସମାଜସେବୀ ବଲୱିନ୍ଦର ସିଂଙ୍କୁ ଆତଙ୍କବାଦୀମାନେ ଗୁଳିକରି ହତ୍ୟା କରିଛନ୍ତି । ଅବଶ୍ୟ ପୋଲିସ ପକ୍ଷରୁ ଏ ନେଇ କୌଣସି ମନ୍ତବ୍ୟ ଆସି ନାହିଁ । ଶୁକ୍ରବାର ସକାଳ ୭ଟା ସମୟରେ କିଛି ଲୋକ ତାଙ୍କ ଘର ମଧ୍ୟରେ ପ୍ରବେଶ କରି ଗୁଳି…