Latest Odisha News

BREAKING NEWS

Yearly Archives

2020

ହାଇଦ୍ରାବାଦ ସମ୍ମୁଖରେ ୧୬୮ ରନର ଲକ୍ଷ୍ୟ

ଦୁବାଇ:ଇଣ୍ଡିଆନ ପ୍ରିମିୟର ଲିଗରେ ମଙ୍ଗଳବାର ଅନୁଷ୍ଠିତ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗ୍‌ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ଉଇକେଟ ବିନିମୟରେ ୧୬୭ ରନ କରିଛି । ଫଳରେ ମ୍ୟାଚରେ ବିଜୟ ହାସଲ ପାଇଁ ସନରାଇଜର୍ସ ହାଇଦ୍ରାବାଦକୁ ୧୬୮ ରନ ଆବଶ୍ୟକ ହେବ । ଚେନ୍ନାଇ ପକ୍ଷରୁ ସାମ୍ କୁରାନ…

ପେନସନ ପାଇଁ ଚାଲିଲେ ୧୮ କିମି!!

କେନ୍ଦୁଝର: ପେନ୍‌ସନ୍‌ ସଂଗ୍ରହ କରିବା ପାଇଁ ଜଣେ ମହିଳା ନିଜ ଶାରୀରିକ ଅକ୍ଷମ ସ୍ୱାମୀଙ୍କୁ ଟ୍ରାଇ ସାଇକେଲରେ ବସାଇ ପ୍ରାୟ ୧୮ କିଲୋମିଟର ରାସ୍ତା ପାର କରିଛନ୍ତି । ସୂଚନାନୁସାରେ,ଚମ୍ପୁଆ ବ୍ଲକ ଅନ୍ତର୍ଗତ ବଡ଼ନଇଁ ଗ୍ରାମର ଶାରୀରିକ ଅକ୍ଷମ ବ୍ୟକ୍ତି ଦୁଲୁଙ୍ଗ ଚାଟମ୍ବା ଏବଂ ତାଙ୍କ ପତ୍ନୀ…

ଶେଷରେ ଘରକୁ ଚେନ୍ନାଇ ରଙ୍ଗରେ ରଙ୍ଗେଇଦେଲେ ଧୋନୀ ପ୍ରଶଂସକ

ମାଡ୍ରାସ:ଇଣ୍ଡିଆନ ପ୍ରିମିୟର ଲିଗର ଚଳିତ ସଂସ୍କରଣରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସ ଭଲ ପ୍ରଦର୍ଶନ କରୁ ନ ଥିଲେ ମଧ୍ୟ ଏହାର ପ୍ରଶଂସକ କିନ୍ତୁ ଏବେ ବି ବିଶ୍ୱାସ ତୁଟି ନାହିଁ । ତାମିଲନାଡୁର ଗୋପୀ କ୍ରିଷ୍ଣନ ଏବଂ ତାଙ୍କ ପରିବାର ସଦସ୍ୟ ଧୋନୀ ଏବଂ ଚେନ୍ନାଇ…

ଡ଼ିସେମ୍ବର ୧୫ରୁ ବନ୍ଦ ହେବାକୁ ଯାଉଛି ‘ୟାହୁ’

ନୂଆଦିଲ୍ଲୀ: ଏକଦା ଓ୍ବେବ ଦୁନିଆର ବଡ଼ ମେସେଜ ବୋର୍ଡ ସିଷ୍ଟମ ପାଲଟି ଥିବା ୟାହୁ ଆସନ୍ତା ଡିସେମ୍ବର ୧୫ ତାରିଖରୁ ବନ୍ଦ ହେବାକୁ ଯାଉଥିବା ସୂଚନା ମିଳିଛି। ଏନେଇ ମଙ୍ଗଳବାର ଦିନ ସୂଚନା ଦେଇଛନ୍ତି ୨୦୧୭ ମସିହାରେ ୟାହୁକୁ କିଣିଥିବା ବେରିଜୋନ୍‌। ୟାହୁ ଗ୍ରୁପ୍ ବିଗତ କିଛି ବର୍ଷ ହେବ…

ରୋନାଲ୍ଡୋ କରୋନା ସଂକ୍ରମିତ

ଲିସବନ:ପର୍ତୁଗାଲର ମହାନ ଫୁଟବଲ ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ ରୋନାଲ୍ଡୋ ନିଜର କୋଭିଡ-୧୯ ଟେଷ୍ଟ କରାଇଥିଲେ । ମଙ୍ଗଳବାର ରିପୋର୍ଟରେ ସେ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଏବେ ସେ ୧୪ ଦିନ କ୍ୱାରେଂଟାଇନରେ…

ଆସନ୍ତୁ ଜାଣିବା କଣ ପାଇଁ ସଲମାନ ଓ ପ୍ରଭୂଦେବା ଦକ୍ଷିଣ କୋରିଆରୁ ଷ୍ଟଂଟମ୍ୟାନ କ୍ୱୋନ ତାଇଙ୍କୁ ଆଣିଲେ

ମୁମ୍ବାଇ:ରାଧେ ଫିଲ୍ମ ଶୁଟିଂ ଲକଡାଉନ ଯୋଗୁ ପ୍ରାୟ ୭ ମାସ ବନ୍ଦ ରହିଥିଲା । ଭାଇଜାନ ସଲମାନ ଖାଁ ଏବେ ଏହାର ଶୁଟିଂ ଜୋରସୋରରେ ଆରମ୍ଭ କରି ଦେଇଛନ୍ତି । ଏହି ବିଗ ବଜେଟ ଫିଲ୍ମର ଆକ୍ସନ ଦୃଶ୍ୟ ପାଇଁ ଦକ୍ଷିଣ କୋରିଆରୁ ଷ୍ଟଂଟମ୍ୟାନ ତଥା ଫାଇଟ ମାଷ୍ଟର କ୍ୱୋନ ତାଇଙ୍କୁ ଅଣାଯାଇଛି । ପୂର୍ବରୁ ସେ…

ପାର୍ବଣ ଋତୁରେ ଗଡିବ ୧୯୬ ଯୋଡ଼ା ଟ୍ରେନ୍; ଜାଣନ୍ତୁ ସବିଶେଷ ତଥ୍ୟ

ଭୁବନେଶ୍ୱର: ରେଳ ମନ୍ତ୍ରଣାଳୟ ପକ୍ଷରୁ ପାର୍ବଣ ଋତୁରେ ୧୯୬ ଯୋଡା ଟ୍ରେନ୍ ଚଳାଚଳ କରିବା ନେଇ ଘୋଷଣା କରାଯାଇଛି। ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଖୁସି ଦେଖାଦେଇଛି। ଜୋନାଲ ରେଲୱେର ଏହି ପ୍ରସ୍ତାବକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଅନୁମୋଦନ ଦିଆଯାଇଥିବା ନେଇ ଜଣେ ଅଧିକାରୀ କହିଛନ୍ତି। ଏନେଇ…

ପୁଲରେ ସମୟ କାଟୁଛନ୍ତି ଅଭିନେତ୍ରୀ କିମ ଶର୍ମା, ଫୋଟୋ ହେଲା ଭାଇରାଲ

ନୂଆଦିଲ୍ଲୀ: ଅଭିନେତ୍ରୀ କିମ ଶର୍ମା ବର୍ତ୍ତମାନ ଗୋଆରେ ତାଙ୍କ ଜୀବନର ସମୟ ଅତିବାହିତ କରୁଛନ୍ତି । ଏହାର ଝଲକ ଯାହା ସେ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ୪୦ବର୍ଷ ବୟସ୍କା ଅଭିନେତ୍ରୀଙ୍କ ଏହି ଫୋଟୋ ଗୁଡାକ ଏବେ ଭାଇରାଲ ହେଉଛି । କିମ୍ ଶର୍ମା, ଯିଏ ପ୍ରକୃତରେ ପୁଲରେ ସମୟ…

କବିତା : ସର୍ବୋତ୍କୃଷ୍ଟ

 ଜ୍ଞାନ ରଞ୍ଜନ କର ପାହାଡ଼ ଅଗର ଫୁଲଟିଏ ମୁଁ,                        ଦୂରରୁ ସମସ୍ତଙ୍କୁ ଆକର୍ଷିତ କରେ, ହେଲେ ପାଖକୁ ଆସନ୍ତିନି କେହି। ନାଗସର୍ପର ସର୍ବୋତ୍କୃଷ୍ଟ ବିଷ ମୁଁ, ମୋତେ ଲୋକ ପୂଜା କରନ୍ତି, ଆଉ ଦଂଶନକୁ ଭୟ ବି। ପଙ୍କ ପୋଖରୀର ପଦ୍ମଟିଏ ମୁଁ, ମୁଁ ସଭିଙ୍କ…

ଗୋବରରେ ତିଆରି ହେଲା ଚିପ୍ସ, ଆସନ୍ତୁ ଜାଣିବା ଏହାର ଫାଇଦା

ନୂଆଦିଲ୍ଲୀ: ରାଷ୍ଟ୍ରୀୟ କାମଧେନୁ ଆୟୋଗ ଗୋବରରେ ଚିପ୍ସ ତିଆରି କରିବାରେ ସଫଳ ହୋଇଛନ୍ତି । ଏହାର ଚେୟାରମ୍ୟାନ ବଲ୍ଲବଭାଇ କଠିରିଆ ମଙ୍ଗଳବାର ଏ ନେଇ ଗଣମାଧ୍ୟମକୁ ଜଣାଇଥିଲେ । ଚିପର ନାମ ଗୌସତ୍ୱ ରଖାଯାଇଛି । ମୋବାଇଲ ଫୋନରେ ଏହାକୁ ବ୍ୟବହାର କଲେ ଏହାର ରେଡିଏଶନ କବଳରୁ ରକ୍ଷା କରିଥାଏ ବୋଲି…