Latest Odisha News

BREAKING NEWS

Yearly Archives

2020

କୋଇଲା ଦୁର୍ନୀତି: ଆଜି ଦିଲ୍ଲୀପ ରାୟଙ୍କ ବିରୋଧରେ ଦଣ୍ଡ ବିଧାନ

ନୂଆଦିଲ୍ଲୀ: କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତି ମାମଲାରେ ଆଜି ଆସିବ ସଜା । ପୂର୍ବତନ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ବିରୋଧରେ ଦଣ୍ଡାଦେଶ ଶୁଣାଇବେ ସ୍ୱତନ୍ତ୍ର ସିବିଆଇ କୋର୍ଟ । ତାଙ୍କ ସହ ଅନ୍ୟ ୪ ଜଣଙ୍କ ବିରୋଧରେ ବି ଦଣ୍ଡବିଧାନ ହେବ । ସେମାନଙ୍କ ବିରୋଧରେ କି ସଜା…

ଓଲଟିଲା ଯାତ୍ରୀବାହୀ ବସ୍‌, ୫ ଆହତ

ବାଲେଶ୍ୱର: ଓଲଟିଲା ଯାତ୍ରୀବାହୀ ବସ୍ । ଭାରସାମ୍ୟ ହରାଇ ଧାନ ବିଲକୁ ଯାତ୍ରୀବାହୀ ବସ୍ ଓଲଟି ପଡିଛି । ଫଳରେ ଏହି ଦୁର୍ଘଟଣାରେ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ଡିଗିରିବାହୀ ଛକ ନିକଟରେ ଆଜି ସକାଳୁ ଏହି ଦୁର୍ଘଟଣା ଘଟିଛି । ଆହତ ୫ ଯାତ୍ରୀଙ୍କୁ ମେଡିକାଲ‌ରେ ଭର୍ତ୍ତି…

ଖୋଲା ବଜାରରୁ ଋଣ ସଂଗ୍ରହ ପାଇଁ ୨୦ ରାଜ୍ୟକୁ ଅନୁମତି, ଓଡ଼ିଶା ଭାଗରେ ୨୮୫୮ କୋଟି

ନୂଆଦିଲ୍ଲୀ: ୬୮ ହଜାର ୮୨୫ କୋଟି ଟଙ୍କା ଖୋଲା ବଜାରରୁ ଋଣ କରିପାରିବେ ୨୦ଟି ରାଜ୍ୟ । ଏନେଇ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ଜିଏସ୍‌ଟି ରେଭିନ୍ୟୁ ସର୍ଟଫଲ୍ ମେଣ୍ଟାଇବା ପାଇଁ ଋଣ କରିବାକୁ ଅନୁମତି ଦେଇଛି କେନ୍ଦ୍ର । ଏହି ୨୦ଟି ରାଜ୍ୟ ଭିତରେ ଓଡ଼ିଶା ବି ରହିଛି । ଜିଏସଟି…

୨୦୨୧ରେ ବାଉନ୍‌ସ ବ୍ୟାକ୍‌ କରିବ ଭାରତର ଜିଡିପି, ଚୀନକୁ ଟପିଯିବ

ନୂଆଦିଲ୍ଲୀ: ଯେମିତି ତଳକୁ ଖସିବ, ସେମିତି ଉପରକୁ ଉଠିବ । ୨୦୨୦-୨୧ରେ ଭାରତର ମୋଟ୍ ଘରୋଇ ଉତ୍ପାଦ (ଜିଡିପି) ୧୦.୩ ପ୍ରତିଶତ ତଳକୁ ଖସିବ । କିନ୍ତୁ ୨୦୨୧ରେ ବାଉନ୍‌ସ ବ୍ୟାକ୍‌ କରିବ ଦେଶର ଅର୍ଥନୀତି । ଦେଶର ଜିଡିପି ଅଭିବୃଦ୍ଧି ୮.୮ ପ୍ରତିଶତ ରହିବା ସମ୍ଭାବନା ରହିଛି । ଏଭଳି ଆକଳନ କରିବ…

IPL ମହାସମର: ହାଇଦ୍ରାବାଦକୁ ୨୦ ରନରେ ହରାଇଲା ଚେନ୍ନାଇ

ଦୁବାଇ: ସନ୍ ରାଇଜର୍ସ ହାଇଦ୍ରାବାଦାଠାରୁ ପ୍ରଥମ ମ୍ୟାଚ୍ ପରଜାୟର ବଦଲା ନେଲା ଚେନ୍ନାଇ ସୁପରକିଙ୍ଗ । ଆଇପିଏଲରେ ଖେଳାଯାଇଥବା ୨୯ତମ ମୁକାବିଲାରେ ହାଇଦ୍ରାବାଦକୁ ୨୦ ରନରେ ପରାସ୍ତ କରିଛି ଧୋନିଙ୍କ ଚେନ୍ନାଇ । ୧୬୮ ରନ୍ ବିଜୟ ଲକ୍ଷ୍ୟର ପିଛା କରି ଡେଭିଡ୍ ଓ୍ୱାର୍ଣ୍ଣରଙ୍କ ଟିମ୍ ନିର୍ଦ୍ଧାରିତ…

[ଭାଇରାଲ୍ ଭିଡିଓ] ମାଟି କାମୁଡିଲେ ବାବା ରାମଦେବ !

ଉତ୍ତରପ୍ରଦେଶ: ଉପରୋକ୍ତ ହେଡ୍ ଲାଇନ୍ସଟି ପଢିଲେ ଅଡୁଆ ଲାଗୁଥିବ ନିଶ୍ଚୟ । ହେଲେ ଏହି ଘଟଣାଟି ସତରେ ଘଟିଛି । ବେଶି ପୁରୁଣା ନୁହେଁ ବରଂ ଆଜି ହିଁ ଯୋଗ କରୁଥିବା ଅବସ୍ଥାରେ ଗଳିପଡିଥିଲେ ଯୋଗ ଗୁରୁ ବାବା ରାମଦେବ । ତେବେ ଜଣେ ମହାନ ଯୋଗ ଗୁରୁର ଆଖ୍ୟା ଅର୍ଜନ କରିଥିବା ବାବା ରାମଦେବ…

ମୁକ୍ତ ହେଲେ ପିଡିପି ମୁଖ୍ୟ ତଥା ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି

ଶ୍ରୀନଗର : ଗତ ବର୍ଷ ଅଗଷ୍ଟ ମାସରେ ଜମ୍ମୁ ଓ କଶ୍ମୀର ଉପରୁ ଧାରା ୩୭୦ ଉଠିବା ପରଠାରୁ ନଜରବନ୍ଦୀ ଥିବା ପିଡିପି ମୁଖ୍ୟ ତଥା ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତିଙ୍କୁ ଆଜି ମୁକ୍ତ କରାଯାଇଛି । ସେହିପରି ଜମ୍ମୁ ଓ କଶ୍ମୀର ପ୍ରଶାସନର ମୁଖପାତ୍ର ରୋହିତ କନସଲ ମଧ୍ୟ ଏ…

ସୋସିଆଲ ମିଡିଆର ଶକ୍ତି: ବିବାଦ ବଢ଼ିବା ପରେ ବିଜ୍ଞାପନ ଭିଡିଓକୁ ଡିଲିଟ କଲା ତନିଷ୍କ

ନୂଆଦିଲ୍ଲୀ: ଟାଇଟନ ଗ୍ରୁପର ଗହଣା ବ୍ରାଣ୍ଡ ତନିଷ୍କ ଶେଷରେ ସୋସିଆଲ ମିଡିଆ ଶକ୍ତି ପାଖରେ ହାର ମାନିଛି । ବିବାଦୀୟ ବିଜ୍ଞାପନ ନେଇ ବୟକଟ ତନିଷ୍କ ଟ୍ରେଣ୍ଡ ଧରିବା ପରେ ଶେଷରେ ଏହି ଭିଡିଓକୁ ଡିଲିଟ କରିଛି । ଏହି ବିଜ୍ଞାପନ ଭିଡିଓରେ ଜଣେ ହିନ୍ଦୁ ଧର୍ମର ଝିଅ ମୁସଲମାନ ଘରେ ବୋହୂ ହୋଇଛି ।…

[ଭାଇରାଲ୍ ଭିଡିଓ] ବିଚ୍ ରାସ୍ତାରେ ଲୋମଟାଙ୍କୁରା ମାଡ !

ମଧ୍ୟପ୍ରଦେଶ: ବିଚ୍ ରାସ୍ତାରେ ଜଙ୍ଗଲରାଜ । ଦୁର୍ଘଟଣା ପାଇଁ ମରଣାନ୍ତକ ଆକ୍ରମଣ । ସବୁ ଦେଖି ଶୁଣି ଦେଖଣାହାରୀ ସାଜିଥିଲେ ସାଧାରଣ ଜନତା । ହେଲେ ସୋସିଆଲ ମିଡିଆରେ ଏହି ଭିଡିଓଟି ଏବେ ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡିଓକୁ ଯେ କେହି ବି ଦେଖିଛନ୍ତି, ଭୟରେ ତାଙ୍କ ଦେହ ଶୀତେଇ ଉଠିଛି ।…

ନୂଆ ଅବତାରରେ ଅନୁପ ଜଲୋଟା; ଦେଖନ୍ତୁ ଫୋଟୋ

ନୂଆଦିଲ୍ଲୀ: ଭକ୍ତ ଗୀତ ଗାଇବା ପାଇଁ ବେଶ୍ ଜଣାଶୁଣା ଗାୟକ ଅନୁପ ଜଲୋଟାଙ୍କୁ ନୂଆ ଅବତାରରେ ଦେଖିବାକୁ ମିଳିଛି । ବର୍ତ୍ତମାନ ସେ ରାପ ଗୀତ ଗାଇବାକୁ ସଜ ହେଲେଣି । ମଙ୍ଗଳବାର ଦିନ ୬୭ ବର୍ଷିୟା ଗାୟକ ତାଙ୍କ ସହଯୋଗୀ ଜସଲିନ୍ ମଥାରୁଙ୍କ ସହ ତାଙ୍କର ଆଗାମୀ ଚଳଚ୍ଚିତ୍ର "ୱୋ ମେରୀ ଷ୍ଟୁଡେଣ୍ଟ…