ମାଡ଼ିଗଲା ଆମ୍ବୁଲାନ୍ସ; ଜଣେ ମୃତ
ବାଲିଅନ୍ତା: ରାଜଧାନୀ ଉପକଣ୍ଠସ୍ଥ ବାଲିଅନ୍ତାର ଭାର୍ଗଭି ବ୍ରିଜ ଉପରେ ଜଣେ ବ୍ୟକ୍ତିଙ୍କ ଉପରେ ଚଢି ଯିବାରୁ ଘଟଣାସ୍ଥଳରେ ଉକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ନାମ ନରେନ୍ଦ୍ର ସାହୁ (୬୬) ବୋଲି ଜଣାପଡିଛି।
ସୂଚନାନୁସାରେ, ବ୍ରିଜ ପାର ହେଉଥିବା ବେଳେ ଆମ୍ବୁଲାନ୍ସ…