Latest Odisha News

BREAKING NEWS

Yearly Archives

2020

ଆଖି ବୁଜିଲେ ଆଉ ୧୬ କରୋନା ରୋଗୀ, ଖୋର୍ଦ୍ଧାରେ ସର୍ବାଧିକ ୫ ମୃତ

ଭୁବନେଶ୍ୱର: ରାଜ୍ୟରେ ମାଡି ଚାଲିଛି ମହାମାରୀ କରୋନା । ଜଣଙ୍କ ପରେ ଜଣଙ୍କ ଜୀବନ ନେଉଛି ପ୍ରାଣଘାତି ଭାଇରସ । ରାଜ୍ୟରେ ୨୪ ଘଂଟାରେ ପୁଣି ୧୬ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦୨୨ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ…

ରାଜ୍ୟରେ ଅଢ଼େଇ ଲକ୍ଷ ଟପିଲା କରୋନା ପଜିଟିଭ କେସ୍‌

ଭୁବନେଶ୍ୱର: ରାଜ୍ୟରେ ଅଢ଼େଇ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ପୁଣି ୩୦ ଜିଲ୍ଲାରୁ ୨, ୫୪୬ ନୂଆ ମାମଲା ସାମ୍ନାକୁ ଆସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧.୫୦୪ ଜଣ କ୍ୱାରେଣ୍ଟାଇନ୍ ସେଂଟର ହୋଇଥିବା ବେଳେ ୧,୦୪୨ ହେଉଛି ଲୋକାଲ କେସ୍ । 6. Boudh: 37 7. Cuttack: 134…

ଗ୍ରାସିମ ପ୍ଲାଣ୍ଟର ଷ୍ଟିମ ପାଇପ୍ ଫାଟିବା ଘଟଣା, ଆଉ ଜଣେ ମୃତ

ଗଞ୍ଜାମ: ଗଂଜାମ ଜିଲ୍ଲାର ଗ୍ରାସିମ ପ୍ଲାଂଟରେ ଷ୍ଟିମ୍ ପାଇପ ଫାଟିବା ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଇଂଜିନିୟର ଅଭିଷେକ ପାଲ । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପିଛି । ଏହାକୁ ମିଶାଇ ଏହି ଘଟଣାରେ ମୃତ୍ୟୁ…

ଦେଶରେ ୭୦ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ୭୦ ଲକ୍ଷ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ୭୪ ହଜାର ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ସବୁଠାରୁ ବଡ଼ କଥା ହେଲା ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି। ଗତ ୨୪ଘଣ୍ଟାରେ ୮୯,୧୫୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ…

ମାତିଲେ ମାଓବାଦୀ, ଟିଆର୍‌ଏସ୍ ନେତାଙ୍କୁ ଗୁଳି କରି ହତ୍ୟା

ମାଲକାନଗିରି: ପୁଣି ମାତିଲେ ମାଓବାଦୀ । ଟି.ଆର.ଏସ ନେତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ସଶସ୍ତ୍ର ଲାଲ୍ ବାହିନୀ । ମାଲକାନଗିରି-ତେଲେଙ୍ଗାନା ସୀମାନ୍ତ ମୁଲୁଗୁ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ମାଓ ହିଂସା । ନକ୍ସଲଙ୍କ ଗୁଳିରେ ପ୍ରାଣ ହରାଇଥିବା ଟିଆରଏସ ନେତା ହେଲେ ଭେଙ୍କଟପୁରମ ଥାନା…

ହଲ୍‌ ଖୋଲିଲେ ପ୍ରଥମ ସିନେମା ମୋଦୀଙ୍କ ବାୟୋପିକ୍‌

ମୁମ୍ବାଇ: କରୋନା କଟକଣା ସହ ଅକ୍ଟୋବର ୧୫ରୁ ହଲ୍‌ଗୁଡ଼ିକ ଖୋଲାଯିବ। ତେବେ ହଲ୍‌ ଖୋଲିବା ମାତ୍ରେ ପ୍ରଥମ ସିନେମା ପିଏମ୍‌ ମୋଦୀଙ୍କ ବାୟୋପିକ୍‌ ‘ପିଏମ୍‌ ନରେନ୍ଦ୍ର ମୋଦୀ’ ସିନେମା ହଲ୍‌ରେ ପଡ଼ିବ ବୋଲି ସିନେ ସମୀକ୍ଷକ ତରନ ଆଦର୍ଶ ସ୍ପଷ୍ଟ କରିଛନ୍ତି। ଏ ନେଇ ସେ ଟୁଇଟ୍‌ରରେ…

ନିର୍ବାହୀ ଯନ୍ତ୍ରୀଙ୍କୁ ଅପହରଣ ଘଟଣା, ୮ ଗିରଫ

ଝାରସୁଗୁଡା: ଝାରସୁଗୁଡା ଗ୍ରାମ୍ର ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜ ପଟ୍ଟନାୟକଙ୍କୁ ଅପହରଣ ଘଟଣାରେ ୮ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଝାରସୁଗୁଡ଼ା ଆର ଡବ୍ଲୁ କଲୋନିର ଶିବ ତାଣ୍ଡି, ଟିଟିଲାଗଡ଼ ଥାନା ଅନ୍ତର୍ଗତ ବିଟାବନ୍ଧର ପଙ୍କଜ ବାଗ, ଟିଟିଲାଗଡ଼…

ମିଳିଲାନି ଆମ୍ବୁଲାନ୍ସ, ଟ୍ରଲିରେ ରୋଗୀଣା ସ୍ତ୍ରୀକୁ ପୁରୀରୁ ଆଣିଲେ କଟକ

କଟକ: ପୁରୀ ଜିଲ୍ଲା ସାକ୍ଷୀଗୋପଳରୁ କଟକ ସହର । ପାଖାପାଖି ୯୦ କିଲୋମିଟର । ବାଇକ୍ କିମ୍ବା ବସ୍‌ରେ ଗଲେ ୩ରୁ ୪ ଘଂଟା ଲାଗିବ । ଆଉ ଟ୍ରଲିରେ ଯଦି ଜଣେ ଲୋକଙ୍କୁ ବୋହି ଏତେ ଦୂର ନିଆଯାଏ ଆପଣ ଅନୁମାନ କରିପାରୁଥିବେ କେତେ ଘଂଟା ଲାଗିପାରେ । ଟ୍ରଲି ଉପରେ ଯନ୍ତ୍ରଣାରେ ଝଟପଟ ହେଉଥିବା ରୋଗୀଣା…

ସୁଶାନ୍ତ ସିଂଙ୍କ ମୃତ୍ୟୁ କୌଣସି ଜାତୀୟ ସୁରକ୍ଷା ପ୍ରସଙ୍ଗ ନୁହେଁ; ଅନୁପ ଜଲୋଟା

ମୁମ୍ବାଇ: ଜଣାଶୁଣା ଗାୟକ ତଥା ଭାରତୀୟ ଜନତା ପାର୍ଟିର ସଦସ୍ୟ ଅନୁପ ଜାଲୋଟା କହିଛନ୍ତି ଯେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଏକ ଜାତୀୟ ପ୍ରସଙ୍ଗ ଭାବେ ଦେଖାଯାଉଛି, କିନ୍ତୁ ଏହା ଜାତୀୟ ପ୍ରସଙ୍ଗ ନୁହେଁ। ଏହି ମାମଲା ଲୋକଙ୍କ ଭାବନା ସହିତ ଜଡିତ ଏବଂ ଲୋକମାନେ ଅଦାଲତର…

SI ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣା: ୪୫ ଗିରଫ

ଆସାମ: ଆସାମରେ ଏସ୍‌ଆଇ ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ୪୫ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଏଥିସହ ୫ କୋଟି ୨୮ ଲକ୍ଷ ଟଙ୍କା ଜବତ କରିଛି ଆସାମ ପୋଲିସ । ଅଭିଯୁକ୍ତଙ୍କଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଡକୁମେଂଟ ଏବଂ ଡିଜିଟାଲ ପ୍ରମାଣ ପତ୍ର ଜବତ ହୋଇଛି । ପ୍ରଶ୍ନପତ୍ର…