ଅଙ୍ଗଦାନ କରିବେ ଅମିତାଭ
ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡର ବିଗ୍ ବି । ବଲିଉଡର ମହାନାୟକ ଅମିତାଭ ବଚ୍ଚନ କରିବେ ଅଙ୍ଗଦାନ । ଏନେଇ ସେ ନିଜେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଘୋଷଣା କରିଛନ୍ତି ।
T 3675 - I am a pledged ORGAN DONOR .. I wear the green ribbon of its sanctity !!?…