Latest Odisha News

BREAKING NEWS

Yearly Archives

2020

ଶ୍ରେୟସ ଆୟାରଙ୍କୁ ୧୨ ଲକ୍ଷ ଟଙ୍କା ଫାଇନ୍

ଦୁବାଇ: ଆଇପିଏଲର୍ ପ୍ରଥମ ପରାଜୟ ବରଣ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଗତକାଲି ସନରାଇଜର୍ସ ହାଇଦ୍ରାବାଦଠାରୁ ଦଳ ହାରିଛି । ଏହାସହ ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାପଟେନ୍ ଶ୍ରେୟସ ଆୟାରଙ୍କୁ ଲାଗିଛି ଡବଲ୍ ଝଟକା । ପ୍ରଥମେ ମ୍ୟାଚ୍ ହାରିଥିଲେ । ଏହାପରେ ଶ୍ରେୟସ ଆୟାରଙ୍କ ଉପରେ ପଡିଛି ଫାଇନ୍ ।…

ଜାଣନ୍ତୁ ମୁକେଶ ଅମ୍ବାନୀଙ୍କ ଘଣ୍ଟା ପ୍ରତି ରୋଜଗାର କେତେ?; ଜାଣିଲେ ଉଠିଯିବ ହୋସ୍ ।

ନୂଆଦିଲ୍ଳୀ: କ୍ରମାଗତ ଭାବେ ନବମ ବର୍ଷ ପାଇଁ ଭାରତର ଏକ ନମ୍ବର ଧନୀ ବ୍ୟକ୍ତିର ମାନ୍ୟତା ବଜାୟ ରଖିଥିବା ମୁକେଶ ଅମ୍ବାନୀଙ୍କ ଘଣ୍ଟା ପ୍ରତି ଆୟ ୯୦ କୋଟି ଟଙ୍କା । ଦେଶର ଏକ ନମ୍ବର ଧନୀ ମୁକେଶ ଅମ୍ବାନୀ ଲକ୍‌ଡାଉନ୍ ଘୋଷଣା ହେବା ପରେ ବିପୁଳ ପରିମାଣର ସମ୍ପତି ଅର୍ଜନ କରିଛନ୍ତି । ସେ ପ୍ରତି…

ହାଥରସ ଗଣଦୁଷ୍କର୍ମ ମାମଲା: ପରିବାରକୁ ନଜଣାଇ ପୀଡିତାଙ୍କ ଅନ୍ତିମ ସଂସ୍କାର କରିଦେଲା ପୋଲିସ

ଉତ୍ତରପ୍ରଦେଶ: ହାଥରସ ଗଣଦୁଷ୍କର୍ମ ମାମଲାରେ ସାମ୍ନାକୁ ଆସିଛି ପୋଳିସର ଅମାନବୀୟ କାମ । ପରିବାର ସଦସ୍ୟ ଏବଂ ଗ୍ରାମବାସୀଙ୍କ ତୀବ୍ର ବିରୋଧ ସତ୍ତ୍ୱେ ମଙ୍ଗଳବାର ବିଳମ୍ବିତ ରାତିରେ ପିଡିତାଙ୍କ ଅନ୍ତିମ ସଂସ୍କାର କରିଦେଇଛି ପୋଲିସ । ପୀଡିତାଙ୍କ ମୃତଦେହ ରାତି ଅଧରେ ହାଥରସରେ ପହଞ୍ଚିଥିଲା,…

କରୋନା ମୁକାବିଲା ପାଇଁ ଓଡ଼ିଶାକୁ ପ୍ରଶଂସା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଭୁବନେଶ୍ୱର: କରୋନା ମୁକାବିଲା କ୍ଷେତ୍ରରେ ଓଡ଼ିଶାର ପଦକ୍ଷେପ ପ୍ରଶଂସନୀୟ । କରୋନା ସଂଟକ ପୂର୍ବରୁ ପ୍ରତିକାତ୍ମକ ପଦକ୍ଷେପ ନେଉଥିଲେ ରାଜ୍ୟ ସରକାର । ଏଥିପାଇଁ ଓଡ଼ିଶା ସରକାରଙ୍କୁ ତାରିଫ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏହାପରେ ଟ୍ୱିଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ…

ସଂଜୟ ରାଉତଙ୍କ ଉପରେ ବର୍ଷିଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ: ଶିବସେନା ମୁଖପାତ୍ର ସଂଜୟ ରାଉତଙ୍କ ଉପରେ ବର୍ଷିଲେ ବମ୍ବେ ହାଇକୋର୍ଟ । ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ମାମଲାରେ ବମ୍ବେ ହାଇକୋର୍ଟ ତାଙ୍କ ଉପରେ ବର୍ଷିଛନ୍ତି । ଯଦି ଜଣେ ସାଂସଦ ହୋଇ ଏଭଳି କହିବେ ତାହେଲେ ଅନ୍ୟ ମାନେ କେମିତି କହିବେ…

ଆଜି ଅନ୍ତର୍ଜାତୀୟ ଅନୁବାଦ ଦିବସ ।

୧୯୫୩ ମସିହାରୁ ‘ଅନ୍ତର୍ଜାତୀୟ ଅନୁବାଦକ ସଂଘ’ ଆନୁକୂଲ୍ୟରେ ପ୍ରତିବର୍ଷ ସେପ୍ଟେମ୍ବର ୩୦ ତାରିଖରେ ‘ଅନ୍ତର୍ଜାତୀୟ ଅନୁବାଦ ଦିବସ’ ପାଳନ କରାଯାଉଛି । ଏହା ବିଶ୍ୱର ପ୍ରଥମ ଅନୁବାଦକ ସେନ୍‌ଟ ଜେରୋମ୍‌ଙ୍କ ଫିସ୍‌ଟ ଡେ ବା ଉତ୍ସବ ଦିନ । ହିବ୍ରୁ ଭାଷାରେ ରଚିତ ମୂଳ ‘ବାଇବେଲ୍‌କୁ’ ସେ ଲାଟିନ୍…

ପାଣିପାଗ ବିଭାଗର ସତର୍କ ସୂଚନା; ଏହି ୬ ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୬ ଟି ଜିଲ୍ଲାରେ ବର୍ଷା ସହ ଘଡଘଡି ସମ୍ଭାବନା ରହିଥିବା ନେଇ ବୁଧବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ, ଜଗତସିଂହପୁର, ବାଲେଶ୍ଵର, ମୟୁରଭଞ୍ଜ, ଭଦ୍ରକ,…

NCB ସ୍କାନରରେ ଦୀପିକାଙ୍କ ୩ କୋ-ଷ୍ଟାର, ନାଁର ପ୍ରଥମ ଅକ୍ଷର S-R-Aରୁ ଆରମ୍ଭ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଡ୍ରଗ୍ସ ଲିଙ୍କର ଯେତିକି ତଦନ୍ତ ଆଗଉଛି ସାମାନକୁ ଆସୁଛି ନୂଆ ନୂଆ ଏପିସୋଡ । ଦୀପିକା ପାଦୁକୋନଙ୍କୁ ପଚରାଉଚରା ପରେ ଏବେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସ୍କାନରରେ ଅଛନ୍ତି ବଲିଉଡର ଆଉ କିଛି ସେଲିବ୍ରିଟି । ଚର୍ଚ୍ଚା ହେଉଛି ଦୀପିକାଙ୍କ ସହ…

ନିଜ ଅଭୁଲା ଦିନର କିଛି ଭିଡ଼ିଓ ଫ୍ୟାନ୍ସ ମାନଙ୍କ ସହ ସେୟାର କଲେ ପ୍ରିୟଙ୍କା ଚୋପ୍ରା

ମୁମ୍ବାଇ: ଗ୍ଲୋବାଲ ଷ୍ଟାର ତଥା ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନସ୍ ‘ଅନଫିନିସଡ଼' ନାମକ ଏକ ପୁସ୍ତକର ଟିଜର ସେୟାର କରିଛନ୍ତି। ସେ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ବ୍ଲାଙ୍କ ପୋଷ୍ଟ ସେୟାର କରିଥିଲେ, ଯେଉଁଥିରେ କ୍ୟାପସନ ରହିଛି "Something is coming...." ।…

ଆସୁଛି ‘ଅବତାର-୨’, ଶେଷ ହେଲା ସୁଟିଂ

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ଆସୁଛି ବଲିଉଡର ବହୁ ପ୍ରତିକ୍ଷିତ ଫିଲ୍ମ ‘ଅବତାର’ର ସିକ୍ୱେଲ ପାର୍ଟ । ନିକଟରେ ‘ଅବତାର-୨’ର ସୁଟିଂ ଶେଷ ହୋଇଛି । ଏନେଇ ନିର୍ଦ୍ଦେଶ ଜେମ୍ସ କ୍ୟାମରୁନ୍ ସୂଚନା ଦେଇଛନ୍ତି । କେବଳ ସେତିକି ନୁହେଁ ‘ଅବତାର-୩’ର ମଧ୍ୟ ସୁଟିଂ ପ୍ରାୟ ୯୫ ପ୍ରତିଶତ ସରିଯାଇଥିବା ସେ…