Latest Odisha News

BREAKING NEWS

Yearly Archives

2020

ବିଗ୍ ବସ-୧୪ ରେ କୁମାର ସାନୁଙ୍କ ପୁଅ…

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଗାୟକ କୁମାର ସାନୁଙ୍କ ପୁଅ ବିଗ୍ ବସ୍ ୧୪ ରେ ଅଂଶଗ୍ରହଣ କରିଛନ୍ତି । ପୁଅ ଜାନ କୁମାରଙ୍କୁ ସମର୍ଥନ ଜଣାଇବା ନିମନ୍ତେ କୁମାର ସାନୁ ନିଜ ପ୍ରଶଂସକ ମାନଙ୍କୁ ଅନୁରୋଧ କରିଛନ୍ତି। View this post on Instagram…

ଓଟିଭି ଜମି ଜବରଦଖଲ ପ୍ରସଙ୍ଗ: ଜିଲ୍ଲା ପ୍ରଶାସନର ଯାଂଚ ଆରମ୍ଭ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ସାରୁଆ ଗାଁରେ ଓଟିଭି ଜମି ଜବରଦଖଲ କରିଥିବା ନେଇ ଅଭିଯୋଗ ଆସିଥିଲା । ଏପରିକି ଏହାକୁ ବିରୋଧ କିର ଶତାଧିକ ଗ୍ରାମବାସି ରାସ୍ତାକୁ ଓହ୍ଲାଇଥିଲେ । ଏହି ଅଭିଯୋଗ ଆସିବା ପରେ ଏବେ ତଦନ୍ତ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ସବ୍-କଲେକ୍ଟର ଓ ତହସିଲଦାରଙ୍କ…

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ପାଇବେ ‘ଶାନ୍ତି ସ୍ୱରୂପ ଭଟ୍ଟନାଗର’ ପୁରସ୍କାର

ଭୁବନେଶ୍ୱର: ଓଡିଶା ପାଇଁ ଗର୍ବ ଆଣିଛନ୍ତି ଜ୍ୟୋତିର୍ମୟୀ ଦାଶ ।  ଦେଶର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର ଶାନ୍ତିସ୍ୱରୂପ ଭଟ୍ଟନାଗର ପୁରସ୍କାର ପାଇଁ  ଜ୍ୟୋତିଙ୍କ ସମେତ ୧୪ ଜଣଙ୍କୁ ଚୟନ କରାଯାଇଛି । ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୋଦି ଏମାନଙ୍କୁ ସମ୍ମାନିତ କରିବେ । ଏହି ପୁରସ୍କାର…

ଲକଡାଉନ ସମୟରେ କିପରି ନିଜକୁ ବ୍ୟସ୍ତ ରଖିଥିଲେ କିଙ୍ଗ ଖାନ, ଜାଣନ୍ତୁ କ’ଣ କହୁଛନ୍ତି ପତ୍ନୀ ଗୌରୀ

ମୁମ୍ବାଇ: କୋଭିଡ ପାଇଁ ସାରା ଦେଶରେ ତାଲା ପଡିଥିବା ବେଳେ କଣ କରୁଥିଲେ କିଙ୍ଗ ଖାନ? କଣ କହିଲେ ପତ୍ନୀ ଗୌରୀ ଖାନ ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ବଲିଉଡର ବାଦଶାହା ଶାହରୁଖ ଖାନ ଏହି ଲକଡାଉନ ସମୟରେ ରୋଷେଇ କରି ପରିବାର ଲୋକଙ୍କୁ ଖାଇବାକୁ ଦେଉଥିବା କହିଛନ୍ତି ପତ୍ନୀ ଗୌରୀ ଖାନ। ଏହି ସମୟରେ…

+୩ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ‌: ସବୁଠୁ ଆଗରେ ବିଜେବି

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ କଟ ଅଫ୍ ମାର୍କ । ପ୍ରଥମ ପର‌୍ୟ୍ୟାୟରେ ମନୋନୀତ ହୋଇଛନ୍ତି ୧ଲକ୍ଷ ୫୮,୫୪୦ ଜଣ । କଳାରେ ନାମ ଲେଖାଇବେ ୯୫,୬୪୯ । ସେଲ୍ଫ ଫାଇନାନ୍ସି୧୦୮୧, ବାଣିଜ୍ୟରେ ୧୬,୬୮୨, ସଂସ୍କୃତରେ ୩୮୧୮, ଫିଜିକ୍ସରର ୨୩,୮୧୭ଜଣ, ବାୟୋଲୋଜି ରେ ୪୯୩ ଜଣ ନାମ…

କରୋନା ନେଲା ରାଜ୍ୟରୁ ଆଉ ୧୬ ଜୀବନ, ମୃତ୍ୟୁସଂଖ୍ୟା ୮୦୦ ଡେଇଁଲା

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ସହ ବଢୁଛି କରୋନା ମୃତ୍ୟୁସଂଖ୍ୟା । ରାଜ୍ୟରେ ୮ଶହ ପାର କରିଛି ଡେଥ୍ କେସ୍ । ଗତ ୨୪ ଘଣ୍ଟାରେ ପ୍ରାଣ ହରାଇଛନ୍ତି ଆଉ ୧୬ ଆକ୍ରାନ୍ତ । ଚିକିତ୍ସାଧୀନ ଅବସ୍ଥାରେ ୧୧ଟି ଜିଲ୍ଲାର ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । Regret to inform of the demise of…

ଆମେରିକାରେ ବ୍ୟାନ୍ ହେବନି ଟିକ୍‌ଟକ୍‌, ରୋକ ଲଗାଇଲେ ଫେଡେରାଲ କୋର୍ଟ

ନୂଆଦିଲ୍ଲୀ: ଆମେରିକାରେ ବ୍ୟାନ୍ ହେବନି ଚାଇନା ଭିଡିଓ ଆପ୍ ଟିକ୍‌ଟକ୍ । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାରି କରିଥିବା ନିର୍ଦ୍ଦେଶ ବିରୋଧରେ ଟିକ୍‌ଟକ୍ କମ୍ପାନି କୋର୍ଟର ଦ୍ବାରସ୍ଥ ହୋଇଥିଲେ। ଉକ୍ତ ମାମଲାର ଶୁଣାଣି କରି ରବିବାର ଏକ ଫେଡେରାଲ କୋର୍ଟ ଏହି ନିଷେଧାଦେଶ ଆଦେଶ ଉପରେ…

ରାଜ୍ୟରେ କମିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା, ଜାଣନ୍ତୁ ୨୪ ଘଣ୍ଟାରେ କେଉଁ ଜିଲ୍ଲାରୁ କେତେ ?

ଭୁବନେଶ୍ୱର: ରାଜ୍ୟରେ ଦୈନିକ ଚିହ୍ନଟ ହେଉଥିବା ସଂକ୍ରମିତ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି । କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଚାରି ହଜାର ତଳକୁ ଖସିଛି ପଜିଟିଭ୍ କେସ୍ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩ ହଜାର ୨୩୫ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୧୯ ଶହ ୫୧ ସଂକ୍ରମିତ…

ସମ୍ବଲପୁରୀ ଶାଢ଼ୀକୁ ପଶ୍ଚିମବଙ୍ଗର କହି କ୍ଷମା ମାଗିଲା ଆମାଜନ

ଭୁବନେଶ୍ୱର: ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଓଡ଼ିଶାର ସମ୍ବଲପୁରୀ ଶାଢ଼ୀ । ହେଲେ ଅନ୍‌ଲାଇନ୍ ସପିଂ ସାଇଟ୍ ଆମାଜନ୍ ସମ୍ବଲପୁରୀ ଶାଢ଼ୀକୁ ଓଡ଼ିଶା ପରିବର୍ତ୍ତେ ପଶ୍ଚିମବଙ୍ଗର ଦର୍ଶାଇ ବିକ୍ରି କରୁଥିଲା । ଏହା ଜଣାପଡିବା ପରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ପରେ ଆମାଜନ୍…

ପ୍ରତି ୧୫ ଦିନରେ କୋଭିଡ ହସ୍ପିଟାଲର ହେବ ନିରାପତ୍ତା ଯାଞ୍ଚ

ଭୁବନେଶ୍ୱର: ଏଣିକି ପ୍ରତି ୧୫ ଦିନରେ ହେବ ରାଜ୍ୟର ସମସ୍ତ କୋଭିଡ ହସ୍ପିଟାଲର ଅଗ୍ନି ନିରାପତ୍ତା ଯାଞ୍ଚ । ଏନେଇ ଅଗ୍ନିଶମ ଡିଜି ନିର୍ଦ୍ଦେଶ ଦେଇଛନ୍ତି । ପ୍ରତ୍ୟେକ ସିଫ୍ଟରେ ସେମାନଙ୍କ ମଧ୍ୟରୁ ଜଣେ କର୍ମଚାରୀଙ୍କୁ ଜରୁରୀକାଳୀନ ରେସପନ୍ସ ଅଫିସର ଭାବରେ ନିଯୁକ୍ତ କରିବାକୁ ଏହି ନିର୍ଦ୍ଦେଶରେ…