ଗପ: ଜୋତାଷ୍ଟାଣ୍ଡ
ଅଭିଷେକ ତ୍ରିପାଠୀ
ମୋର ଏବେ ବି ସେହି ଦିନ ଗୁଡାକ ମନେ ପଡ଼ିଯାଏ, ଯେବେ ବାପା ବହୁତ ଦିନ ଯାଏ କାମରେ ବାହାରେ ରହୁଥିଲେ ଓ ସକାଳୁଆ ସ୍କୁଲ ରୁ ଫେରି, ଘରେ ପଶିବା ଆଗରୁ, ଘର ବାହାରେ ଥିବା ଜୋତାଷ୍ଟାଣ୍ଡ ଉପରକୁ…