Latest Odisha News

BREAKING NEWS

Yearly Archives

2020

ବାୟୁସେନାରେ ରାଫେଲ, ଚୀନକୁ ଚେତେଇ ଦେଲେ ରାଜନାଥ

ଅମ୍ବାଲା: ବାୟୁସେନାରେ ବାହୁବଳୀ । ଆଜିଠୁ ବିଧିବଦ୍ଧ ଭାବରେ ଭାରତୀୟ ବାୟୁସେନାର ସାମିଲ ହୋଇଛି ୫ଟି ଲଡୁଆ ରାଫେଲ୍ ଯୁଦ୍ଧ ବିମାନ । ହରିଆଣା ଅମ୍ବାଲା ଏୟାରବେସରେ ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର ଉତ୍ସବ । ସେଭେଣ୍ଟିନ୍ ସ୍କ୍ୱାଡ୍ରନ୍ ଗୋଲଡେନ୍ ଆରୋଜ୍‌ରେ ବିଧିବଦ୍ଧ ସାମିଲ୍ ହୋଇଛି ରାଫେଲ ।…

ଓଡିଶାର କେଉଁସବୁ ଜିଲ୍ଲାରେ ବର୍ଷା ଆଶଙ୍କା ରହିଛି, ଜାଣନ୍ତୁ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୦ଟି ସ୍ଥାନରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଗୁରୁବାର ଦିନ ପୂର୍ବାନୁମାନ କରାଯାଇଛି। ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ଗଜପତି, ରାୟଗଡା, କନ୍ଧମାଳ, ଖୋର୍ଦ୍ଧା, ମୟୁରଭଞ୍ଜ,…

ଘାଣ୍ଟ

 ଜ୍ଞାନ ରଞ୍ଜନ କର ନରାଜ ବ୍ୟାରେଜ ପାଖରେ ସକାଳୁ ସକାଳୁ କାଖରେ ତିନିଟା ଖାଲି ଜରି ବ୍ୟାଗ ଜାକି, ଚା ପି' ସାରି, ତଳତଳିଆ ଖଦଡା ଚା' ପତି ପାଟିରେ ଲାଗିଲାରୁ କପଟି ଫୋପାଡ଼ି, ମଟର ସାଇକେଲଟା ଉପରେ ବସୁଥାନ୍ତି ମିଶ୍ର ବାବୁ। କାଲି ପରା 'ଘାଣ୍ଟ', ଆଉ ପ୍ରତିବର୍ଷ ପରି ସାହି ପଡିଶାରେ ଚଖେଇ…

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ୨ ଏସଓଜି ଯବାନ ସହିଦ

ଭୁବନେଶ୍ୱର: କଳାହାଣ୍ଡି-କନ୍ଧମାଳ ସୀମା ଅନ୍ତର୍ଗତ ସିକ୍ରି ଗ୍ରାମ ନିକଟ ଜଙ୍ଗଲରେ ବୁଧବାର ଦିନ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୨ ଜଣ ଯବାନ ସହିଦ ହୋଇଥିବା ବେଳେ ୫ ମାଓବାଦୀ ନିହତ ହୋଇଛନ୍ତି । ସହିଦ ଯବାନଙ୍କ ମଧ୍ୟରେ ରହିଛନ୍ତି- ମାଲକାନଗିରି ଜିଲ୍ଲାର ସନଭାଡୁଆ…

ଟଙ୍କା ଧାର ଦେଇ ଫସିଗଲେ ହରଭଜନ ସିଂ !

ତାମିଲନାଡୁ: ଚର୍ଚ୍ଚାରେ ରହିଛନ୍ତି କ୍ରିକେଟର୍ ହରଭଜନ ସିଂ । ନିକଟରେ ବ୍ୟକ୍ତିଗତ କାରଣ ପାଇଁ ଆଇପିଏଲରୁ ଦୂରେଇଥିଲେ । ଆଉ ଏବେ ୪ କୋଟିର ଠକେଇ ପରେ ଚେନ୍ନାଇ ପୋଲିସ ନିକଟରେ ଅଭିଯୋଗ ଆଣିଛନ୍ତି । ରିପୋର୍ଟ ଅନୁଯାୟୀ ୨୦୧୫ରେ ଚେନ୍ନାଇର ଜଣେ ବ୍ୟବସାୟୀଙ୍କୁ ହରଭଜନ ୪ କୋଟି ଟଙ୍କା ଧାର…

ନବୀନଙ୍କୁ ସମର୍ଥନ ମାଗିଲେ ନୀତିଶ

ଭୁବନେଶ୍ୱର: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମର୍ଥନ ଲୋଡ଼ିଲେ ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଫୋନ୍ ଯୋଗେ କଥା ହୋଇଛନ୍ତି ନୀତିଶ ଓ ନବୀନ । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ…

ଅନଲାଇନ କ୍ଲାସ, ମୋବାଇଲ, ଆତ୍ମହତ୍ୟା ?

ଜଲପାଇଗୁରି: ଲକଡାଉନ ପାଇଁ ସ୍କୁଲ କଲେଜ ସବୁ ବନ୍ଦ । ଏଥିପାଇଁ ଛାତ୍ରଛାତ୍ରୀଙ୍କର ଚାଲିଛି ଅନଲାଇନ କ୍ଲାସ । ତେବେ ଏହି ଅନଲାଇନ କ୍ଲାସ ପାଇଁ ପ୍ରାଣ ହରାଇଛନ୍ତି ପଶ୍ଚିମବଙ୍ଗର ଜଣେ କଲେଜ ଛାତ୍ରୀ। ପଶ୍ଚିମବଙ୍ଗ ରାଜ୍ୟର ଜଲପାଇଗୁରି ଅଞ୍ଚଳରେ ଘଟିଛି ଏକ ଦୁଖଃଦ ଘଟଣା ।ଅନଲାଇନ୍ କ୍ଲାସ…

ପୁଣି ବଢ଼ିଲା: ଗୋଟିଏ ଦିନରେ ରାଜ୍ୟରୁ ରେକର୍ଡ ୩୯୯୧ ପଜିଟିଭ୍, ୧୧ ମୃତ

ଭୁବନେଶ୍ୱର: ପ୍ରତିଦିନ କରୋନା ସଂକ୍ରମଣରେ ରେକର୍ଡ ଭାଙ୍ଗୁଛି ଓଡ଼ିଶା । ଗତ ୨୪ ଘଣ୍ଟାରେ ଏଯାଏ ସର୍ବାଧିକ ୩ ହଜାର ୯୯୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨ ହଜାର ୩୧୫ଓ ଲୋକାଲ୍ କଣ୍ଟାକ୍ଟ କେସ ରହିଛି ୧୬ ଶହ ୭୬ । Covid-19 Report For 9th September New…

ବିୟୋନ୍ସେ ଶର୍ମା ଯାୟେଗୀ ବନାମ୍ ରଷୋଡେ ମୈଁ କୌନ ଥା !

ମୁମ୍ବାଇ: ତାଜା ସ୍ଥିତିରେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀ ନିମ୍ନଗାମୀ ହୋଇଛି । ହେଲେ କରୋନା ପାଇଁ ନୁହେଁ ବରଂ ଶସ୍ତା ଗୀତ ପାଇଁ । ୯୦ଦଶକରେ ଶେଷଥର ପାଇଁ କିଛିଟା ଭଲ ଗୀତ ଦର୍ଶକଙ୍କ ସାମ୍ନାକୁ ଆସିଥିଲା । ହେଲେ ବର୍ତ୍ତମାନର ଗୀତଗୁଡିକ ବିଷୟରେ କିଛି ନ କହିଲେ ଭଲ । ଫିଲ୍ମ ଖାଲି ପିଲିରେ…

ନିଶା ସ୍ପ୍ରେ କରି ଘରେ କଳାକନା ବୁଲାଇଲେ ଲୁଟେରା

ଅନୁଗୋଳ: ଘର ମାଲିକ ନ ଥିବାବେଳେ ବଡ଼ ଧରଣର ଡକାୟତି । ନିଶା ସ୍ପ୍ରେ କରି ଲକ୍ଷାଧିକ ଟଙ୍କା ଓ ଅଳଙ୍କାର ଧରି ଚମ୍ପଟ ମାରିଲେ ଲୁଟେରା । ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ଗିରାଙ୍ଗ ଗାଁରେ । ଦୁର୍ବୃତ୍ତ ୧୦ ଲକ୍ଷ ଟଙ୍କା ଓ ୫୦ ଭଳି ସୁନା ଅଳଙ୍କାର ଲୁଟ୍ କରିଥିବା ଅଭିଯୋଗ ହୋଇଛି ।…