Latest Odisha News

BREAKING NEWS

Yearly Archives

2020

ଭୁବନେଶ୍ୱରରେ ୧୪ ହଜାର ଟପିଲା କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୭୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ଆକ୍ରାନ୍ତଙ୍କ ମଧ୍ୟରେ ୧୪୫ ଜଣ…

ଆସିଲା ଫୋର୍ବସ ଧନୀ ତାଲିକା, ପ୍ରଥମରେ ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ, ଷଷ୍ଠରେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ଆସିଲା ଫୋର୍ବସର ବିଶ୍ୱ ଧନୀ ତାଲିକା । ତେବେ ଚଳିତଥର ମଧ୍ୟ ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ । ତାଙ୍କର ମୋଟ ସମ୍ପତ୍ତି ପରିମାଣ ୧୮୮.୩ ବିଲିୟନ ଡଲାର ରହିଛି । ୨ୟ ସ୍ଥାନରେ ଅଛନ୍ତି ବର୍ନାଡ ଆର୍ନଲ୍ଟ, ତାଙ୍କର ମୋଟ ସମ୍ପତ୍ତିର ପରିମାଣ ୧୧୪.୫…

ସ୍ୟାଣ୍ଡାଲଉଡ ଡ୍ରଗ୍ସ ସ୍କାଣ୍ଡାଲ: ଅଭିନେତ୍ରୀ ସଞ୍ଜନା ଗିରଫ

ମୁମ୍ବାଇ:ସ୍ୟାଣ୍ଡଲଉଡ ଡ୍ରଗ୍ସ ଲିଙ୍କରେ ରାଗିନୀ ଦ୍ୱିବେଦୀଙ୍କ ପରେ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିର ଆଉ ଜଣେ ପ୍ରତିଷ୍ଠିତ ଅଭିନେତ୍ରୀ ସଞ୍ଜନା ଗଲରାନୀ ସେଂଟ୍ରାଲ କ୍ରାଇମବ୍ରାଂଚ ଦ୍ୱାରା ଗିରଫ ହୋଇଛନ୍ତି । ସଞ୍ଜନାଙ୍କ ଘରେ ଚଢ଼ାଉ କରି ସିସିବି ଅଧିକାରୀମାନେ ତାଙ୍କୁ ଗିରଫ କରି ପଚରାଉଚରା କରିବା…

ରିିୟା ଗିରଫ ପରେ ଏମିତି କହିଲେ ସୁଶାନ୍ତଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ଅଙ୍କିିତା

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ କନେକ୍ସନକୁ ନେଇ ଏନସିବି ରିୟା ଚକ୍ରବର୍ତୀଙ୍କୁ ଗିରଫ କରିଛି । ଲଗାତାର ତୃତୀୟ ଦିନ ରିୟାଙ୍କୁ ଜେରା କରିବା ପରେ ଏନସିବି ଗିରଫ କରିଥିଲା । ରିୟା ଗିରଫ ହେବାପରେ ସୁଶାନ୍ତଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଅଙ୍କିତା…

‘ଲକ୍ଷଣଯୁକ୍ତ ନେଗେଟିଭ ବ୍ୟକ୍ତିିଙ୍କ ଆର୍‌ଟିପିସିଆର୍ ଟେଷ୍ଟ ଆବଶ୍ୟକ’

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ମାଡି ଚାଲିଛି କରୋନା । ଦିନକୁ ଦିନ ମହାମାରୀ ଉଗ୍ର ରୂପ ଧାରଣ କରୁଛି । ଏହାରି ଭିତରେ ସଠିକ୍ ଟ୍ରେସିଂ ଏବଂ ଟେଷ୍ଟିଂ ଉପରେ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ଆଜିର ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଶୀଘ୍ର ରେଜଲ୍ଟ…

ଗଞ୍ଜାମରେ ‘ଅକ୍ସିଜେନ୍ ଚେକିଂ କ୍ୟାମ୍ପେନ୍’ ଆରମ୍ଭ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ଲକରେ ମଙ୍ଗଳବାର ଦିନ 'ଅକ୍ସିଜେନ୍ ଚେକିଂ କ୍ୟାମ୍ପେନ୍' ଆରମ୍ଭ ହୋଇଛି। ଏହି ଅଭିଯାନ ସେପ୍ଟେମ୍ବର ୧୪ ଯାଏଁ ଚାଲିବ। ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି, ସେ ଆଜି ହିଞ୍ଜିଳି ଏବଂ ଶେରଗଡା ବ୍ଲକ ଗସ୍ତରେ ଯାଇ ଏହା ଉପରେ…

ଏସଏଫଜେ ଆତଙ୍କବାଦୀ ଗୁରପଟୱନ୍ତ ସିଂ ପନ୍ନୁଙ୍କ ସମ୍ପତି ଜବତ କରିବାକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଆମେରିକାରେ ରହୁଥିବା ଶିଖ ଫର ଜଷ୍ଟିସ (ଏସଜେଏଫ)ର ମୁଖ୍ୟ ତଥା ଆତଙ୍କବାଦୀ ଗୁରୁପଟୱନ୍ତ ସିଂ ପନ୍ନୁଙ୍କ ସମ୍ପତି ଜବତ କରିବାକୁ ମଙ୍ଗଳବାର କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ବେଆଇନ କାର୍ଯ୍ୟକଳାପ ଓ ଧାରା ୫୧-ଏ ଅନୁଯାୟୀ ଏହାକୁ ଜବତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।…

ରାଉରକେଲାରେ ୨୫% ଲୋକଙ୍କ ଦେହରେ ଆଂଟିବଡି

ରାଉରକେଲା: ରାଉରକେଲାରେ ଲୋକ ମାନଙ୍କ ଦେହରେ କେତେ ପ୍ରତିଶତ ଆଂଟିବଡି ସୃଷ୍ଟି ହୋଇଛି ସେନେଇ ଆଇସିଏମଆର ପକ୍ଷରୁ ସେରୋ ସର୍ଭେ କରାଯାଇଥିଲା । ୩୧ ଅଗଷ୍ଟରୁ ୫ ସେପ୍ଟେମ୍ବର ଯାଏ କରାଯାଇଥିବା ଏହି ସେରୋ ସର୍ଭେରେ ଜଣାପଡିଛି ଯେ, ରାଉରକେଲାରେ ୨୫ ପ୍ରତିଶତ ଲୋକଙ୍କ ଦେହରେ ଆଂଟିବଡି ସୃଷ୍ଟି…

ଲୋକପ୍ରିୟ ସିରିଏଲ ‘ବାଲିକା ବଧୂ’ର ଦାଦି ସାଙ୍କୁ ବ୍ରେନ ଷ୍ଟ୍ରୋକ୍‌, ଡାକ୍ତରଖାନାରେ ଭର୍ତ୍ତି

ମୁମ୍ବାଇ: ‘ବାଲିକା ବଧୂ’ର ଦାଦି ସା ତଥା ବରିଷ୍ଠ ଅଭିନେତ୍ରୀ ସୁରେଖା ସିକ୍ରି ଅସୁସ୍ଥ । ବ୍ରେନ ଷ୍ଟ୍ରୋକ ହେବାରୁ ତାଙ୍କୁ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ସୁରେଖାଙ୍କର ଏହା ଦ୍ୱିତୀୟ ଷ୍ଟୋକ । ୨୦୧୮ରେ ଫିଲ୍ମ ‘ବଧାଇ ହୋ’ର ରିଲିଜ ପରେ…

ସ୍ପୁଟନିକ ଟୀକାର ଫେଜ ୩ ପରୀକ୍ଷଣ ଓ ଉତ୍ପାଦନ ପାଇଁ ଭାରତର ସହାୟତା ଲୋଡୁଛି ରୁଷିଆ

ନୂଆଦିଲ୍ଲୀ: ସ୍ପୁଟନିକ୍ ଭି ଟିକା ପ୍ରସ୍ତୁତ କରିବା ଏବଂ ଦେଶରେ ଫେଜ୍-୩ ପରୀକ୍ଷଣ କିମ୍ବା ତତ୍ସମ୍ବନ୍ଧୀୟ ଅଧ୍ୟୟନ ପାଇଁ ରୁଷିଆ ସରକାର ଭାରତର ସହାୟତା ଲୋଡିଛନ୍ତି ବୋଲି ମଙ୍ଗଳବାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସ୍ପୁଟ୍ନିକ୍ ଭି, ଆଡେନୋଭାଇରସ୍ ଭେକ୍ଟର-ଆଧାରିତ ଟିକା ଯାହା ଗାମାଲିଆ…