Latest Odisha News

BREAKING NEWS

Yearly Archives

2020

ଆସନ୍ତୁ ଜାଣିବା ସନ୍ଧ୍ୟା ପରେ କଣ କଲେ ମାଆ ଲକ୍ଷ୍ମୀ ରାଗନ୍ତି, ଧନହାନି ହୁଏ

ପୁରୀ: ଧନ ଓ ବୈଭବର ଦେବୀ ହେଲେ ମାଆ ଲକ୍ଷ୍ମୀ । ମାଆଙ୍କୁ ସନ୍ତୁଷ୍ଟ କରିପାରିଲେ କୌଣସି ପ୍ରକାର ଅସୁବିଧା ହୁଏ ନାହିଁ । ତେବେ ସନ୍ଧ୍ୟା ବେଳେ କେଉଁ କାର୍ଯ୍ୟ କଲେ ମାଆ ଲକ୍ଷ୍ମୀ ରାଗନ୍ତି ଆସନ୍ତୁ ସେ ବିଷୟରେ ଜାଣିବା । ୧. ସନ୍ଧ୍ୟା ପରେ କାହାକୁ କ୍ଷୀର, ଦହି ଦେବା ଉଚିତ ନୁହେଁ । ଆପଣ…

ଅନୁଭବଙ୍କ ଘରେ ପହଂଚିଲା ପୋଲିସ

କଟକ: ସାଂସଦ ଅନୁଭବ ମହାନ୍ତିଙ୍କ ଘରେ ପହଂଚିଲା ପୋଲିସ । ଅଭିନେତ୍ରୀ ବର୍ଷାଙ୍କ ଅଭିଯୋଗ ପରେ ପୋଲିସ ତାଙ୍କ ଘରେ ପହଂଚିଛି । ବର୍ଷା ପ୍ରିୟଦର୍ଶିନୀ ୧୦୦ ନମ୍ବରକୁ ଫୋନ କରି ପୁଲିସଠାରୁ ସୁରକ୍ଷା ମାଗିବା ପରେ ପୁରୀଘାଟ ପୁଲିସ ସେଠାରେ ପହଞ୍ଚିଥିବା ସୂଚନା ମିଳିଛି। ଜଣେ ପୁରୁଷ ଓ ଜଣେ ମହିଳା…

କାଳବୈଶାଖୀ ପ୍ରଭାବ: ଆସନ୍ତା ୧୨ ପର୍ଯ୍ୟନ୍ତ ବର୍ଷିବ !

ଭୁବନେଶ୍ୱର: ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ସ୍ଥିତିରେ ରହିଛି । ଏହା ସତ୍ତ୍ୱେ ଆସନ୍ତା ସେପ୍ଟେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବହୁ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି । ଏ ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର…

ପାହାଡର ଆକାର କାହିଁକି ତିନିକୋଣିଆ

ତିନିକୋଣିଆର ତାକତ କେବେ ଭାବିଛ ପାହାଡ, ପର୍ବତଠାରୁ ଆରମ୍ଭ କରି ଘର ସବୁ କାହିଁକି ତିନିକୋଣିଆ, ବ୍ରିଜ ତଳେ ଲାଗିଥିବା ଲୁହା ଫ୍ରେମ୍ ସବୁ କାହଁକି ତିନିକୋଣିଆ ଆକାରର ସଜ୍ଜା ହୋଇଥାନ୍ତି, ପୁଣି ବଡ ବଡ ଇଲେକ୍ଟ୍ରିକ୍ ଖୁଂଟି ସବୁ କାହିଁକି ତିନିକୋଣିଆ ଆକାରର ହୋଇଥାଏ । କେବଳ ସେତିକି…

HSTDVର ହେଲା ସଫଳ ପରୀକ୍ଷଣ

ବାଲେଶ୍ୱର: ଭାରତର ସୁପରସୋନିକ୍ କ୍ରୁଜ ମିସାଇଲ୍ HSTDVର ସଫଳ ପରୀକ୍ଷଣ ହୋଇଛି । ଆଜି ଦିନ ୧୧ଟାରେ ଭଦ୍ରକ ଜିଲ୍ଳା ଅବଦୁଲ କଲାମ ଆଇଲାଣ୍ଡରେ ଏହାର ପରୀକ୍ଷଣ ହୋଇଛି । ହାଇପରର୍ସୋନିକ୍ ଟେକ୍ନୋଲଜି ଡେମୋନଷ୍ଟ୍ରେଟର ଭେଇକଲ୍ ଭାରତର ଏକ ଚାଳକ ବିହୀନ ସ୍କ୍ରାମଜେଟ୍ ଏୟାର କ୍ରାଫ୍ଟ । ଭାରତୀୟ…

ଏବେଠୁ ପଦକ୍ଷେପ ନନେଲେ ଆଗକୁ ଆର୍ଥିକ ପରିସ୍ଥିତି ଆହୁରି ଭୟଙ୍କର ହେବ: ରଘୁରାମ ରାଜନ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ଦେଶର ଅର୍ଥବ୍ୟବସ୍ଥା ଯାହା ହେଲାଣି ଏବେ ଠାରୁ ସମସ୍ତେ ସତର୍କ ହୋଇଯିବା ଆବଶ୍ୟକ ବୋଲି ପରାମର୍ଶ ଦେଇଛନ୍ତି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆରବିଆଇ)ର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ। ବର୍ତ୍ତମାନଦେଶର ଆର୍ଥିକ ଅଭିବୃଦ୍ଧି ହାର,…

‘ବର୍ଷାକୁ ମୁଁ ସମ୍ମାନ କରେ’, ଛାଡପତ୍ର ଆବେଦନ ପରେ ମୁହଁ ଖୋଲିଲେ ଅନୁଭବ

ଭୁବନେଶ୍ୱର: ଓଲିଉଡର ନମ୍ବର-୧ ଯୋଡୀ ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତିଙ୍କ ଭିତରେ ପରବାରିବ ବିବାଦ ଲାଗିଛି । ସାଂସଦ ସ୍ୱାମୀ ଅନୁଭବ ମହାନ୍ତିଙ୍କ ନାଁ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଉଥିବା ଅଭିଯୋଗ ଆଣିଛନ୍ତି ବର୍ଷା । ଏହାରି ଭିତରେ ଆଜି କ୍ୟାମେରା ସାମ୍ନାରେ ପ୍ରଥମଥର ପାଇଁ…

୨ କିଲୋ ବାଲି ପାଇଁ ୮୬ ହଜାର ଟଙ୍କା, ୬ ବର୍ଷ ସଶ୍ରମ କାରାଦଣ୍ଡ !

ଭୁବନେଶ୍ୱର: ୮୬ ହଜାର ଟଙ୍କା । କାହା ପାଇଁ କମ୍‌, କାହା ପାଇଁ ଅଧିକ । ହେଲେ ଜରିମାନା ଲାଗିଲେ ଏହି ଅର୍ଥ ଅତ୍ୟଧିକ ବୋଧ ହୁଏ । ସାମାନ୍ୟ ବାଲି ପାଇଁ ଯଦି ମୋଟା ଅଙ୍କର ଜରିମାନା ଓ ଜେଲ ଦଣ୍ଡାଦେଶ ମିଳେ, ତେବେ କ’ଣ କରିବେ ଆପଣ ? ଇଟାଲୀରେ ସାମ୍ନାକୁ ଆସିଛି ଏପରି ଏକ ଅଜବ ଘଟଣା ।…

ଏଣିକି ସକାଳ ୧୦ରୁ ରାତି ୧୦ ଯାଏଁ ଖୋଲା ରହିବ ମଦ ଦୋକାନ

ଭୁବନେଶ୍ୱର: ବଢ଼ିଳା ମଦ ଦୋକାନ ଖୋଲିବା ସମୟ ସୀମା । ଏଣିକି ସକାଳ ସାଢେ ୧୦ରୁ ରାତି ସାଢେ ୧୦ଟା ଯାଏଁ ଖୋଲିବ ମଦ ଦୋକାନ । ଦେଶରେ କରୋନା ପାଇଁ ଲାଗୁ ହୋଇଥିବା ଲକଡାଉନ୍ ଶେଷ ହୋଇଛି । ଏବେ ଅନଲକ୍ ୪ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପ୍ରକ୍ରିୟାରେ ସମସ୍ତ ଦୋକାନ ବଜାର ଖୋଲିବାକୁ ଅନୁମତି…

ଜିଲ୍ଲା ବାହାରକୁ ଯିବନି ମହାପ୍ରସାଦ

ପୁରୀ: କରୋନାକୁ ନେଇ ଶ୍ରୀମନ୍ଦିର ମହାପ୍ରସାଦ ଉପରେ ଆଜିଠୁ କଟକଣା । ଜିଲ୍ଲା ବାହାରକୁ ମହାପ୍ରସାଦ ପଠାଯିବା ଉପରେ ରୋକ ଲଗାଯାଇଛି । ଆବଶ୍ୟକ ଅନୁଯାୟୀ ମହାପ୍ରସାଦ ରନ୍ଧାଯାଉଛି । ସେବାୟତଙ୍କ ଭିତରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଆଜିଠୁ ବରାଦି ମହାପ୍ରସାଦ ଉପରେ କଟକଣା ଲଗାଯାଇଛି ।…