Latest Odisha News

BREAKING NEWS

Yearly Archives

2020

ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ: କେଉଁ ଦଳରୁ କିଏ ହୋଇପାରନ୍ତି ପ୍ରାର୍ଥୀ !

ଭୁବନେଶ୍ୱର: ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ସିଟ୍‌ରେ ଉପନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟର ପ୍ରମୁଖ ୩ଟି ରାଜନୈତିକ ଦଳ । ନଭେମ୍ବର ୨୯ ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ନିର୍ବାଚନ ଆୟୋଗର ନିର୍ଦ୍ଦେଶ ପରେ ଆରମ୍ଭ ହୋଇଯାଇଛି କସରତ। କଂଗ୍ରେସ…

ଆଉ ଜଣେ ମନ୍ତ୍ରୀ କରୋନା କବଳରେ !

ଭୁବନେଶ୍ୱର: ପୁଣି ଆଉ ଜଣେ ମନ୍ତ୍ରୀଙ୍କୁ କରୋନା । ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କରୋନରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏ ନେଇ ସେ ନିଜେ ଆଜି ଟ୍ୱିଟ୍ କରି ଜଣାଇଛନ୍ତି । Mid March'20 onwards doing public & official…

ଭୁବନେଶ୍ୱର ଟ୍ରାଫିକ ଡିସିପି ଭାବେ ଯୋଗଦେଲେ ସୌମ୍ୟା ମିଶ୍ର

ଭୁବନେଶ୍ୱର: ଭୁବନେଶ୍ୱର ଟ୍ରାଫିକ ଡିସିପି ଭାବେ କାର୍ଯ୍ୟରେ ଯୋଗ ଦେଲେ ସୌମ୍ୟା ମିଶ୍ର । କମିଶନରେଟ୍ ପୋଲିସ ଅଫିସରେ ତାଙ୍କୁ ସ୍ୱାଗତ କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ୨୦୧୪ ବ୍ୟାଚ୍‌ର ଏହି ଆଇପିଏସ୍ ଅଫିସର ଏହା ପୂର୍ବରୁ ସୁନ୍ଦରଗଡ ଏସ୍‌ପି ଭାବେ ସଫଳତାର ସହ କାର୍ଯ୍ୟ…

ଭାଗ-୨: ପଥରର ପରଜନ୍ମ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଏ ପୃଥିବୀରେ କିସମ କିସମର ପ୍ରଜାତି ଆମର । ନାନା ଜାତିର ପଥରକୁ ନେଇ କାହିଁ କେଉଁ କାଳୁ ଗଢ଼ିଉଠିଛି ଗୋଟାଏ ବିରାଟ ଶିଳାସମାଜ । କିଏ କହେ ଆମର ପ୍ରାଣ ନାହିଁ - ଆମେ ହେଉଛୁ ନିଷ୍ପ୍ରାଣ ପାଷାଣ ? ଯିଏ କହେ, ସିଏ ମହାମୂର୍ଖ । ଏକବାରେ ଅଜ୍ଞ ।…

ପରଲୋକରେ ପୂର୍ବତନ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ୱାଇଁ, ଶୋକ ପ୍ରକାଶ କେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ପରଲୋକରେ ନରେନ୍ଦ୍ର ସ୍ୱାଇଁ । ବିଜେଡ଼ିର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ୱାଇଁଙ୍କ ପରଲୋକ । ୮୧ ବର୍ଷ ବୟସରେ ପୂର୍ବତନ ରାଜ୍ୟସଭା ସାଂସଦଙ୍କ ଦେହାନ୍ତି ହୋଇଛି । ବିଜେଡିର ଏହି ବରିଷ୍ଠ ନେତା ୨୦୧୫ ମସିହା ଡିସେମ୍ବର ୭ତାରିଖରୁ ୨ ଏପ୍ରିଲ୍ ୨୦୨୦…

ସୁୁପ୍ରିମକୋର୍ଟ ଯିବେ ବର୍ଷା !

କଟକ: ସୁପ୍ରିମକୋର୍ଟ ଯିବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଅନୁଭବ କରିଥିବା ମାମଲାର ସ୍ଥାନାନ୍ତର ପାଇଁ ବର୍ଷା ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବେ । ଏନେଇ ବର୍ଷାଙ୍କ ଓକିଲ ସୂଚନା ଦେଇଛନ୍ତି । ପରିଚାଳନା ସୁବିଧା ପାଇଁ ମାମଲା ସ୍ଥାନାନ୍ତର…

ବର୍ଷା-ଅନୁଭବଙ୍କ ବୈବାହିକ ବିବାଦ: ମର୍ମାହତ ହୋଇ ଆତ୍ମହତ୍ୟା ଉଦ୍ୟମ କଲେ ଯୁବତୀ

ଭୁବନେଶ୍ୱର: ଓଲିଉଡ ଅଭିନେତାରୁ ସାଂସଦ ହୋଇଥିବା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ହୋଇଥିବା ବୈବାହିକ ବିବାଦକୁ ନେଇ ସେ ଜଣେ ଯୁବତୀ ଅତ୍ୟନ୍ତ ମର୍ମାହତ ହୋଇ ଯାଇଛନ୍ତି। ଏହାକୁ କେନ୍ଦ୍ର କରି ଯୁବତୀ ଜଣଙ୍କ କୁଆଖାଇ ନଦୀକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ…

ନିଜ ଜାଲରେ ନିଜେ ଫଶିଲେ ରିୟା, ଯେକୌଣସି ସମୟରେ ବନ୍ଧା ହେବେ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଅଡୁଆ ବଢ଼ିବାରେ ଲାଗିଛି । ସିବିଆଇ ତଦନ୍ତ ଜାରି ରଖିଥିବା ବେଳେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଡ୍ରଗ୍ସ ଲିଙ୍କ ଖିଅ ଖୋଜୁଛି । ଆଜି ଦ୍ୱିତୀୟ ଦିନ ପାଇଁ ରିୟାଙ୍କୁ ଜେରା କରୁଛି ଏନସିବି ଟିମ୍ ।…

ବିଧାନସଭା ଅଧିବେଶନ ପୂର୍ବରୁ ବିଧାୟକଙ୍କ କୋଭିଡ୍ ଟେଷ୍ଟ, ନେଗେଟିଭ ହେଲେ ଏଣ୍ଟ୍ରି ଅନୁମତି

ଭୁବନେଶ୍ୱର: ବିଧାନସଭା ଅଧିବେଶନ ପୂର୍ବରୁ ସବୁ ବିଧାୟକ, ମନ୍ତ୍ରୀ ଓ କର୍ମଚାରୀଙ୍କ ହେବ କୋଭିଡ୍ ଟେଷ୍ଟ । ବିଧାନସଭା ଅଧିବେଶନର ଦୁଇ ଦିନ ପୂର୍ବରୁ ନମୁନା ପରୀକ୍ଷା କରାଯିବ । ଏହି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର । ସମସ୍ତଙ୍କର RT-PCR ଟେଷ୍ଟ କରାଯିବ । ବିଏମସି ଓ…

ଶିବସେନାକୁ ସାମ୍ନା କରିବା ପାଇଁ କଙ୍ଗନା ହିଁ ଯଥେଷ୍ଟ: ସୋନା ମହାପାତ୍ର

ମୁମ୍ବାଇ: ଶିବସେନା ସାଂସଦ ସଞ୍ଜୟ ରାଉତ ଏବଂ ବଲିଉଡ ତାରକା କଙ୍ଗନା ରାଣାୱତଙ୍କ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ନିଜ ନିରବତା ଭାଙ୍ଗ କରିଛନ୍ତି ଓଡିଆ ଗାୟିକା ସୋନା ମହାପାତ୍ର । ସୋନା କହିଛନ୍ତି ଯେ, କଙ୍ଗନାଙ୍କୁ କାହାର ସମର୍ଥନର ଆବଶ୍ୟକତା ନାହିଁ । ସେ ସେତିକି ସ୍ମାର୍ଟ ଯେ ନିଜ ଯତ୍ନ…