ବନ୍ୟାରେ ବେହାଲ ଯାଜପୁର: ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ
ବନ୍ୟାରେ ବେହାଲ ଯାଜପୁର। ଜିଲ୍ଲାରେ ପ୍ରବାହିତ ହେଉଥିବା ବୈତରଣୀ ସମେତ ୩ଟି ପ୍ରମୁଖ ନଦୀରେ ସୃଷ୍ଟି ହୋଇଛି ଭୟଙ୍କର ବନ୍ୟା ପରିସ୍ଥିତି । ଏଥିରେ ଜିଲ୍ଲାର କୋରାଇ, ସୁକିନ୍ଦା, ଦାନଗଦୀ, ଯାଜପୁର, ଦଶରଥପୁର, ବିଞ୍ଝାରପୁର, ରସୁଲପୁର, ଧର୍ମଶାଳା ଓ ବରୀ ଆଦି ୧୦ଟି ବ୍ଲକର ୧୩୮ଟି ପଞ୍ଚାୟତ…