Latest Odisha News

BREAKING NEWS

Yearly Archives

2020

କରୋନାର ନୂଆ ହଟସ୍ପଟ୍ ମୟୂରଭଞ୍ଜ

ଭୁବନେଶ୍ୱର: ରାଜ୍ୟରେ କରୋନାର ରେଟହଟ୍ ଜିଲ୍ଲା ଗଞ୍ଜାମରେ କମିଛି ସଂକ୍ରମିତଙ୍କ ସଂଖ୍ୟା । କିନ୍ତୁ ଖୋର୍ଦ୍ଧା ଓ କଟକରେ ମାଡ଼ି ଚାଲିଛି । ଏବେ ତାଲିକାରେ ଯୋଡ଼ିଛି ମୟୂରଭଞ୍ଜ । ରାଜ୍ୟରେ କରୋନାର ନୂଆ ହଟସ୍ପଟ ପାଲଟିଛି ମୟୂରଭଞ୍ଜ । ଗତ ୨୪ ଘଣ୍ଟାରେ ମୟୂରଭଞ୍ଜ ଜିଲ୍ଲାରୁ ୨୧୫ କରୋନା…

କିଏ ସେହି କାଫିଲ୍ ଖାନ ? ଯାହାଙ୍କୁ ଜେଲରୁ ତୁରନ୍ତ ମୁକ୍ତି ନିର୍ଦ୍ଦେଶ ଦେଲେ ଆହ୍ଲାବାଦ ହାଇକୋର୍ଟ

ଉତ୍ତରପ୍ରଦେଶ: ନାଗରିକତା ସଂଶୋଧନ ଆଇନ ଉପରେ ଉତ୍ତେଜନା ସୃଷ୍ଟି କଲା ଭଳି ଭାଷଣ ଦେଇ ଗିରଫ ହୋଇଥିବା ଉତ୍ତରପ୍ରଦେଶର ଡାକ୍ତର କାଫିଲ୍ ଖାନଙ୍କୁ ଆଶ୍ୱସ୍ତି । ତାଙ୍କୁ ଜେଲରୁ ତୁରନ୍ତ ମୁକ୍ତି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ । ତାଙ୍କ ବିରୋଧରେ ଲାଗିଥିବା ଜାତୀୟ…

[ଭାଇରାଲ ଭିଡ଼ିଓ] ମହିଳାଙ୍କ ଦୁଃସାହସିକତା: ବିଦ୍ୟୁତ୍ ତାରରେ ଶୁଖାଉଛନ୍ତି ଲୁଗା

ଭୁବନେଶ୍ୱର: ଆପଣ ଅନେକ ଦୁଃସାହସିକ କାର୍ଯ୍ୟ ନିଜ ଜୀବନରେ ଦେଖିଥିବେ । କେଉଁଠି ଆକାଶରେ ଉଡିବା ହେଉ କି ପାଣିରେ ବୁଡିବା । ଆହୁରି ମଧ୍ୟ ଅନେକ କିଛି । ତେବେ ଆଜି ଆମେ ଆପଣନକୁଜନେ ମହିଳାଙ୍କର ଏପରି ଏକ ଦୁଃସାହସିକ କାର୍ଯ୍ୟ ଦେଖାଇବୁ ଯାହା ଦେଖିଲେ ଆପଣ କିଛି ସମୟ ପାଇଁ ସ୍ତବ୍ଧ ହୋଇଯିବେ ।…

ରାଜ୍ୟରେ ପାଞ୍ଚ ଶହ ପାର କଲା କରୋନା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର: ୨୪ ଘଣ୍ଟାରେ ରାଜ୍ୟରେ କରୋନା ନେଇଛି ଆଉ ୧୧ ଜୀବନ । ମୃତ୍ୟୁସଂଖ୍ୟା ପାଞ୍ଚ ଶହ ପାର କରିଛି । ବର୍ତ୍ତମାନ ସୁଦ୍ଧା କରୋନାରେ ୫୦୩ ଜଣ ପ୍ରାଣ ହରାଇଲେଣି । ମୃତକଙ୍କ ଭିତରେ ପୁରୀ, ଖୋର୍ଦ୍ଧା ଓ ମୟୂରଭଞ୍ଜ ଜିଲ୍ଲାରୁ ଦୁଇ ଜଣ ଲେଖାଏଁ ଆକ୍ରାନ୍ତ ଅଛନ୍ତି । କଟକ, କନ୍ଧମାଳ,…

କ୍ୟାନସର ହୋଇଥିବା ଜାଣିବା ପରେ ଧୂମ୍ରପାନ ଶିଖାଇଥିବା ସାଙ୍ଗକୁ ଗୁଳି କରି ହତ୍ୟା କଲେ ଯୁବକ

ଦିଲ୍ଲୀ: କ୍ୟାନସରରେ ପୀଡିତ ଥିବା ଜାଣିବା ପରେ ଧୂମ୍ରପାନ ଶିଖାଇଥିବା ସାଙ୍ଗକୁ ଗୁଳି କରି ହତ୍ୟା କଲେ ଯୁବକ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଦକ୍ଷିଣ-ପଶ୍ଚିମ ଦିଲ୍ଲୀ ସ୍ଥିତ ଉତ୍କଳ ନାଗର ଅଞ୍ଚଳରେ । ଗଳା କର୍କଟ ରୋଗରେ ଆକ୍ରାନ୍ତ ହେବା ପରେ ଦକ୍ଷିଣ-ପଶ୍ଚିମ ଦିଲ୍ଲୀ ସ୍ଥିତ ଉତ୍କଳ…

୨୪ ଘଣ୍ଟାରେ ଓଡ଼ିଶାରୁ ୩୦୨୫ ପଜିଟିଭ୍, ଗଜପତି ଓ ରାୟଗଡ଼ାରେ କମ୍ କେସ୍

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ପୁଣି ବଢ଼ିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଚିହ୍ନଟ ହୋଇଛନ୍ତି ୩ ହଜାର ୨୫ ଜଣ ନୂଆ ଆକ୍ରାନ୍ତ । ଗତକାଲି ତିନି ହଜାରରୁ କମ୍ ପଜିଟିଭ୍ କେସ୍ ବାହାରିଥିଲା । ଗତ ୨୪ ଘଣ୍ଟାରେ ଚିହ୍ନଟ ଆକ୍ରାନ୍ତଙ୍କ ଭିତରୁ କ୍ୱାରେଣ୍ଟାଇନରୁ ୧ ହଜାର ୮୪୪ ଓ…

ହାତୀ ଦାନ୍ତ ଚୋରା ଚାଲାଣ: ୧୪ ଖଣ୍ଡ ହାତୀ ଦାନ୍ତ ଜବତ, ୩ ଗିରଫ

ଆନନ୍ଦପୁର(କେନ୍ଦୁଝର): ହାତୀ ଦାନ୍ତ ଚୋରା ଚାଲାଣ ରାକେଟର ପର୍ଦ୍ଦାଫାସ । ଧରିଲା କେନ୍ଦୁଝର ଜିଲ୍ଲା ବନ ବିଭାଗ । ଆନନ୍ଦପୁର ଉପକଣ୍ଠରେ ଚଢ଼ାଉ ବେଳେ ସାମନାକୁ ଆସିଛି ସାଂଘାତିତ ସତ । ଚଢ଼ାଉ ହାତୀ ଦାନ୍ତ ରାକେଟର ୩ ମାଫିଆଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ଜବତ ହୋଇଛି ୧୪ ଖଣ୍ଡ…

ମୃତ୍ୟୁ ପରେ ଆତ୍ମା ପାଇଁ କେତେ ଜରୁରୀ ଶ୍ରାଦ୍ଧ, ଜାଣନ୍ତୁ

ଭୁବନେଶ୍ୱର: ଶରୀର ତ୍ୟାଗ କରିବା ପରେ କେଉଁଆଡ଼େ ଯାଏ ଆତ୍ମା? ସତରେ କଣ ଏହା ଯମ ଲୋକ ବା ସ୍ୱର୍ଗ ଲୋକ ଯାଇଥାଏ ? ସତରେ କଣ ଆତ୍ମାର ମୃତ୍ୟୁ ନାହିଁ? ବ୍ୟକ୍ତିର ମୃତ୍ୟୁ ପରେ ପରିବାର ଲୋକେ ଦେଉଥିବା ଶ୍ରାଦ୍ଧ ତର୍ପଣ ଏକ ମୃତ ଆତ୍ମର କ'ଣ ବା କାର୍ଯ୍ୟରେ ଆସିବ । ଏଭଳି ଅନେକ ପ୍ରଶ୍ନ ବେଳେ ବେଳେ…

ଖୋଲିଲା ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକ ଭାରି ଖୁସି

ପୁରୀ: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । କରୋନା ଓ ଲକଡାଉନ୍ ଯୋଗୁ ୬ ମାସ ହେବ ବନ୍ଦ ଥିବା ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଆଜିଠୁ ଖୋଲିଛି । ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି । ଆଜି ସକାଳ ୬ଟାରୁ ସୂର୍ଯ୍ୟ ମନ୍ଦିର ମୁଖ୍ୟ ଫାଟକ ଖୋଲା ଯାଇଥିଲା ।…

ଦେଶରେ କରୋନା ନେଲାଣି ୬୫ ହଜାର ଜୀବନ

ନୂଆଦିଲ୍ଲୀ: ଦେଶରେ ୩୬ ଲକ୍ଷ ଲୋକ କରୋନା ଆକ୍ରାନ୍ତ ହେଲେଣି । ପ୍ରତିଦିନ ହଜାର ହଜାର ନୂଆ ସଂକ୍ରମିତ ବାହାରୁଛନ୍ତି । ଗତ ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୬୯ ହଜାର ୯୨୧ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ମୋଟ୍ ପଜିଟିଭ୍ କେସ୍ ୩୬ ଲକ୍ଷ ୯୧ ହଜାର ୧୬୭କୁ ବୃଦ୍ଧି ପାଇଛି । ସଂକ୍ରମଣ…