Latest Odisha News

BREAKING NEWS

Yearly Archives

2020

ଖୁସି ଖବର ଦେଲେ ବିରୁଷ୍କା, ନୂଆବର୍ଷରେ ଫ୍ୟାମିଲିକୁ ଆସିବେ ନୂଆ ଅତିଥି

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ଓ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଫ୍ୟାନଙ୍କ ପାଇଁ ଖୁସି ଖବର । ଦୁଇରୁ ତିନି ହେବେ ବିରୁଷ୍କା । ମାନେ ଖୁବଶୀଘ୍ର ବାପା ହେବେ ବିରାଟ କୋହଲି । ଅନୁଷ୍କା ଶର୍ମା ଏବେ ଗର୍ଭବତୀ ଅଛନ୍ତି । ୨୦୨୧ ଜାନୁଆରୀରେ ଅନୁଷ୍କା ମାଆ ହେବେ ।…

ଆଇପିଏଲରେ ୨୦ ହଜାରରୁ ଅଧିକ କୋଭିଡ-୧୯ ଟେଷ୍ଟ କରାଯିବ

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୟୁଏଇରେ ଆୟୋଜିତ ହେବ । ଏହି ୩ ମାସ ମଧ୍ୟରେ ୨୦ ହଜାରରୁ ଅଧିକ କୋଭିଡ-୧୯ ଟେଷ୍ଟ କରାଯିବ । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏଥିନେଇ ଭିପିଏସ ହେଲଥ କେୟାରଙ୍କୁ ନିଯୁକ୍ତ କରିବ । ସମସ୍ତ ଖେଳାଳି, ସପୋର୍ଟିଂ ଷ୍ଟାଫ, ବିସିସିଆଇ ଅଧିକାରୀ ଓ…

ରାଜ୍ୟରେ କରୋନା ନେଲା ଆଉ ୭ ଜୀବନ, ମୃତ୍ୟୁସଂଖ୍ୟା ୪୪୮

ଭୁବନେଶ୍ୱର: ରାଜ୍ୟରେ ମୋଡୁଛି କରୋନା । ନେଉଛି ମୁଣ୍ଡ । ଗତ ୨୪ ଘଣ୍ଟାରେ ାଉ ୭ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ ଅଛନ୍ତି ସମ୍ୱଲପୁର ଜିଲ୍ଲାର ୩ ଜଣ ଆକ୍ରାନ୍ତ । ସେହିପରି ଚିକିତ୍ସାଧୀନ ଅବସ୍ଥାରେ ବରଗଡ଼ ଜିଲ୍ଲାରୁ ଦୁଇ ଜଣ ପ୍ରାଣ ହରାଇଥିବା ବେଳେ ଭଦ୍ରକ ଓ ଭୁବନେଶ୍ୱରରେ ଜଣେ…

୯୦ ହଜାର ପାର କଲା ରାଜ୍ୟରେ କରୋନା କେସ୍, ୨୪ ଘଣ୍ଟାରେ ରେକର୍ଡ ୩, ୩୮୪ ପଜିଟିଭ୍

ଭୁବନେଶ୍ୱର: ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ ୬୮ ହଜାରରୁ ଅଧିକ କୋଭିଡ୍ ଟେଷ୍ଟ ହୋଇଛି । ସେହି ଅନୁସାରେ ରେକର୍ଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଭୂତାଣୁ ସଂକ୍ରମିତ ହୋଇଛନ୍ତି ୩ ହଜାର ୩୮୪ ଜଣ । କ୍ୱାରେଣ୍ଟାଇନରୁ ୨ ହଜାର ୧୨୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍…

ସୁଶାନ୍ତଙ୍କ ବାପା କହିଲେ ପୁଅକୁ ବିଷ ଦେଉଥିଲେ ରିୟା

ପାଟନା: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ରିୟାଙ୍କ ଗିରଫ ଦାବି କରିଛନ୍ତି ସୁଶାନ୍ତଙ୍କ ବାପା କେ. କେ. ସିଂ । ସେ କହିଛନ୍ତି ରିୟା ତାଙ୍କ ପୁଅକୁ ବହୁ ଦିନରୁ ବିଷ ଦେଇ ଆସୁଥିଲା । ସେ ହିଁ ସୁଶାନ୍ତର ହତ୍ୟାକାରୀ । ରିୟା ଓ ତାଙ୍କ ସହଯୋଗୀଙ୍କୁ ସିବିଆଇ ଗିରଫ କରୁ ବୋଲି ଦାବି…

NEET ଓ JEE ସ୍ଥଗିତ ରଖିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: NEET ଓ JEE ସ୍ଥଗିତ ରଖିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ । ଟେଲିଫୋନ୍ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । NEET ଓ JEE ସ୍ଥଗିତ ରଖିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି…

ଭଟ୍ଟାରିକା ମନ୍ଦିରରେ ପଶିଲା ବନ୍ୟାଜଳ; ସ୍ଥାନାନ୍ତରିତ ହେଲା ମାଆଙ୍କ ପ୍ରତିମା

ନରସିଂହପୁର: ଗତ ତିନି ଦିନ ଧରି ଓଡିଶାରେ ଲଗାତାର ବର୍ଷା ହେବା ପରେ ମହାନଦୀ ବନ୍ୟା ଜଳ କଟକ ଜିଲ୍ଲାର ଭଟ୍ଟାରିକା ମନ୍ଦିରରେ ପ୍ରବେଶ କରିଛୁ। ବନ୍ୟାଜଳ ମଧ୍ୟରାତ୍ରୀରେ ମାଆଙ୍କ ମନ୍ଦିରର ଗର୍ଭଗୃହରେ ପ୍ରବେଶ କରିଛି । ଏହାପରେ ମାଆଙ୍କ ଚଳନ୍ତି ପ୍ରତିମାକୁ ଆଉ ଏକ ଉଚ୍ଚ ସ୍ଥାନକୁ…

ଲଗାତାର ହ୍ରାସ ପରେ ପୁଣି ବଢ଼ିଲା ସୁନାଦର: କେତେ ରହିଛି ମୂଲ୍ୟ ଜାଣନ୍ତୁ

ଭୁବନେଶ୍ୱର: ପୁଣି ବଢ଼ିଲା ସୁନା ଦର।‌ ଗତ କିଛି ଦିନ ହେଲାଣି ହ୍ରାସ ପାଉଥିବା ସୁନା ଦାମରେ ଆଜି ପୁଣି ବୃଦ୍ଧି ପାଇଛି। ଭାରତୀୟ ବଜାରରେ ଆଜି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୫୪,୩୯୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୪୯,୮୬୦ ଟଙ୍କାରେ…

ଟଙ୍କା ନଥିବାରୁ ଶ୍ମଶାନରେ ମିିଳିଲାନି ଜାଗା, ରାସ୍ତାରେ ହେଲା ଶବଦାହ

ସୁରତ: କଳାହାଣ୍ଡି ଜିଲ୍ଲାର ଦାନ ମାଝୀଙ୍କ ଭଳି ଗୁଜୁରାଟ ସୁରତରୁ ସାମନାକୁ ଆସିଛି ଏକ ଅଭାବନୀୟ ଘଟଣା । ଗରିବ ଆଦିବାସୀ ପରିବାରର କରୁଣ ଚିତ୍ର ସାରା ଦେଶରେ ଲଜ୍ଜିତ କରିଛି । ଟଙ୍କା ନଥିବାରୁ ଶ୍ମଶାନରେ ବାପାଙ୍କର ଶବ ସତ୍କାର କରି ପାରିଲେ ନାହିଁ ଆଦିବାସୀ ପରିବାର । ଶେଷରେ ରାସ୍ତା ଉପରେ…

ଭାଙ୍ଗିଲା ସବୁ ରେକର୍ଡ: ଦେଶରେ ୨୪ ଘଣ୍ଟାରେ ସର୍ବାଧିକ ୭୫ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁ ସଂଖ୍ୟା ଟପିଲା…

ନୂଆଦିଲ୍ଲୀ: ବିଜୁଳି ବେଗରେ ବଢୁଛି କରୋନା ମାମଲା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ । ଦେଶର ମାତ୍ର ୨ ଦିନରେ ୧ ଲକ୍ଷରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ପ୍ରତିଦିନ ୨୦୦୦ରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାସହ ତାଳ ଦେଇ ଉପର ମୁଁହା ହୋଇ ଚାଲିଛି ମୃତ୍ୟୁର…