Latest Odisha News

BREAKING NEWS

Yearly Archives

2020

ଲକଡାଉନ୍ ଯୋଗୁଁ ସୃଷ୍ଟି ହୋଇଛି ଅର୍ଥନୈତିକ ସଂକଟ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନା ପାଇଁ ଦେଶରେ ଲାଗୁ ହୋଇଥିଲା କଡା ଲକ୍‌ଡାଉନ୍ । ଏହି କଟକଣା ଯୋଗୁଁ ଆଦି ଦେଶରେ ବ୍ୟାପକ ଅର୍ଥନୈତିକ ସଂକଟ ଦେଖାଦେଇଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଆଜି ଗୋଟିଏ ଋଣ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏପରି କଥା କହିଛନ୍ତି । ଏଥିସହ ମୋରାଟରିୟମ ଅବଧି ପରେ…

[ଭାଇରାଲ୍ ଭିଡିଓ] “ମୋ ବାପା ମୋତେ ମାରିଦେବେ” କୁମ୍‌କୁମ୍ ଭାଗ୍ୟ ଅଭିନେତ୍ରୀ !

ଉତ୍ତରପ୍ରଦେଶ: କୁମ୍‌କୁମ୍ ଭାଗ୍ୟ ଟିଭି ସିରିଜ୍ ଅଭିନେତ୍ରୀଙ୍କ ଭାଇରାଲ୍ ଭିଡିଓ । ନିଜ ବାପାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଅଭିନେତ୍ରୀ ତୃପ୍ତି ଶଙ୍ଖଧର । ମୋ ବାପା ମୋତେ ହତ୍ୟା କରିବାକୁ ଚାହୁଁଛନ୍ତି । କିଛି ଏପରି କହି ଚହଳ ସୃଷ୍ଟି କରିଛନ୍ତି ତୃପ୍ତି । ହେଲେ କାହିଁକି ?…

ଆଜି ଶ୍ରୀମନ୍ଦିରରେ ରାଧାଷ୍ଟମୀ ଓ ଶ୍ରୀସୁଦର୍ଶନଦେବଙ୍କ ଚାରି ଆଶ୍ରମ ବିଜେ ନୀତି ପାଳିତ

''ଶ୍ରୀ ରାଧିକା ଶୁଭେ ଜାତ ଶ୍ରୀମଦ୍ ବୃନ୍ଦାବନେଶ୍ୱରୀ, ଭାଦ୍ର ମାସେ ସୀତାଷ୍ଟମ୍ୟାଂ ମଧ୍ୟାହ୍ନ ଶୁଭଦାୟିନୀ ।'' ପୁରୁଷୋତ୍ତମ ଶ୍ରୀକୃଷ୍ଣଙ୍କର ଦକ୍ଷିଣ ଅଂଶରୁ ଶ୍ରୀରାଧାଙ୍କର ଉତ୍ପତ୍ତି ଓ ଶ୍ରୀକୃଷ୍ଣଙ୍କର ଜନ୍ମତିଥିକୁ ‘ଜନ୍ମାଷ୍ଟମୀ’ ବା ‘ହରିଜନ୍ମ’ ଇତ୍ୟାଦି ନାମରେ ପାଳନ କରାଯାଏ ଓ…

ଏବେ ସୁଦ୍ଧା ପ୍ଲାଜମା ଦାନ କଲେଣି ପୋଲିସର ୫୨ କରୋନା ଯୋଦ୍ଧା

ଭୁବନେଶ୍ୱର: ରାଜ୍ୟରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ୨ ହଜାରରୁ ୩ହଜାର କୋଭିଡ ପଜିଟିଭ ଚିହ୍ନଟ ହେଉଛନ୍ତି । ତେବେ ସେହି ତୁଳନାରେ ସୁସ୍ଥ ହାର ମଧ୍ୟ ବଢ଼ୁଛି । ପ୍ଲାଜମା ଥେରାପି ଦ୍ୱାରା ଅନେକ ଲୋକ ସୁସ୍ଥ ହେଉଛନ୍ତି । ଏଥିପାଇଁ ରାଜ୍ୟର ଅନେକ ସ୍ଥାନରେ ପ୍ଲାଜ୍‌ମା…

ବଗଲା ଧର୍ମଶାଳା ଜମି ହଡପ ଷଡଯନ୍ତ୍ର: କଂଗ୍ରେସ

ଭୁବନେଶ୍ୱର: ପୁରୀ ବଗଲା ଜମି ସରକାର ବିକ୍ରି କରିଥିବା ନେଇ ଅଭିଯୋଗ ଉଠିଛି । ଏହାକୁ ନେଇ ଏବେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ବଗଲା ଧର୍ମଶାଳା ଜମି ହଡପ କରିବା ନେଇ ଷଡଯନ୍ତ୍ର ଚାଲିଛି ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଅଭିଯୋଗ କରିଛି । କଂଗ୍ରେସ କହିଛି,…

ସଂସଦ ଭବନ ନିକଟରେ କଶ୍ମୀରର ସନ୍ଦିଗ୍ଧ ଯୁବକ ଅଟକ

ନୂଆଦିଲ୍ଲୀ: ସଂସଦ ଭବନ ନିକଟରେ ବୁଧବାର ସ୍ଥାନୀୟ ପୋଲିସ ଏକ ସନ୍ଦିଗ୍ଧ ଯୁବକକୁ ଅଟକ ରଖିଛି । ବିଜୟଚୌକ ନିକଟରେ ସନ୍ଦେହଜନକ ଅବସ୍ଥାରେ ବସିଥିବା ଦେଖି ପୋଲିସ ପଚରାଉଚରା କରିଥିଲା । ଯୁବକ ଜଣକ ନାମ ଏବଂ ଠିକଣା ପୋଲିସକୁ ନ କହିବାରୁ ସନ୍ଦେହ  ସୃଷ୍ଟି ହୋଇଥିଲା । ସେ ଧରିଥିବା ବ୍ୟାଗରୁ କୋଡ…

ବୈତରଣୀରେ ମଧ୍ୟମ ଧରଣର ବନ୍ୟା, ମୟୂରଭଞ୍ଜରେ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ସମ୍ଭାବ୍ୟ ବନ୍ୟା ସ୍ଥିତି ଉପୁଜିଛି । ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି, ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡାରେ ଗୋଟିଏ ଲେଖାଏଁ ଓଡ୍ରାଫ ଟିମ୍ ମୁତୟନ କରାଯାଇଛି । ବାଲେଶ୍ୱର…

ପ୍ରବାସୀ ସାଜିଲେ ବଳାତ୍କାରୀ, ନାବାଳିକାକୁ ଗଣଦୁଷ୍କର୍ମ !

କେରଳ: ସମୟ ଥିଲା ବାହାରେ ଥିବା ପ୍ରବାସୀ ଶ୍ରମିକଙ୍କୁ ଆଣିବା ପାଇଁ ବିଭିନ୍ନ ରାଜ୍ୟର ସରକାର ତତ୍ପର ଥିଲେ । କାରଣ ସାଜିଥିଲା କରୋନା । ହେଲେ ଏବେ ସେହି ପ୍ରବାସୀଙ୍କ ପାଇଁ ସାମ୍ନାକୁ ଆସିଛି ଏକ ଘୃଣ୍ୟ ଘଟଣା । ଜଣେ ନାବାଳିକା ସହ ହୋଇଛି ଗଣଦୁଷ୍କର୍ମ । ଗଣଦୁଷ୍କର୍ମ ମାମଲାରେ ୩ଜଣ…

ବୁଦ୍ଧି ଶିଖିଲା ଶ୍ରୀଲଙ୍କା, ଚୀନ ତୁଳନାରେ ଏଥର ଭାରତ ଆଗ ନୀତି

ନୂଆଦିଲ୍ଲୀ: ଡେରିରେ ହେଉ ପଛେ ବୁଦ୍ଧି ଶିଖିଛି ଶ୍ରୀଲଙ୍କା । ଚୀନର ଚାଲବାଜିରେ ଫସି କ୍ଷତି ସହିବା ପରେ ଏବେ ଭାରତ ଆଗ ନୀତି ଆପଣାଇଛି । ଶ୍ରୀଲଙ୍କାର ପରରାଷ୍ଟ୍ର ସଚିବ ଜୟନାଥ କୋଲାମବାଜେ ଏହା ବୁଧବାର ସ୍ପଷ୍ଟ କରିଛନ୍ତି । ରଣନୀତି ଓ ସୁରକ୍ଷା ଦୃଷ୍ଟିକୋଣରୁ ବିଚାର କଲେ ଆମେ ଚୀନ ତୁଳନାରେ…

୪ ଜିଲ୍ଲାରେ ୨୦୦ମି.ମିରୁ ଅଧିକ ବର୍ଷା

ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ମଧ୍ୟମ ଧରଣର ବୃଷ୍ଟିପାତ ହୋଇଥିବା ବେଳେ କେତେକ ଜିଲ୍ଲାରେ ପ୍ରବଳ ବୃଷ୍ଟିପାତ ହୋଇଛି । ଆଜି ସକାଳ ସୁଦ୍ଧା ରାଜ୍ୟରେ ହାରାହାରି ୭୬.୬ ମିଲିମିଟର ବୃଷ୍ଟିପାତ ହୋଇଛି । ବଡ କଥା ହେଉଛି ୪ଟି ବ୍ଳକରେ ୨୦୦ମିଲିମିଟରରୁ ଅଧିକ…