Latest Odisha News

BREAKING NEWS

Yearly Archives

2020

କମିଲା ୩୦ ପ୍ରତିଶତ ସିଲାବସ୍‌

ଭୁବନେଶ୍ୱର: କରୋନା ମହାମାରୀ ପାଇଁ ପାଠପଢା ପ୍ରଭାବିତ ହୋଇଥିବାରୁ ଚଳିତବର୍ଷର ପାଠ୍ୟକ୍ରମକୁ କମ୍ କରିଛନ୍ତି ସରକାର । ଚଳିତବର୍ଷର ସିଲାବସରେ ୩୦ ପ୍ରତିଶତ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆଜି ଏନେଇ ବିଜ୍ଞପ୍ତି ଜାରି କରିଛି । ସଂଶୋଧିତ ସିଲାବସ୍…

ବେଡ଼ରୁମରେ ନାଗ ସାପ…

ବାଙ୍କୀ: ଗତକାଲି ସନ୍ଧ୍ୟାରେ କଟକ ଜିଲ୍ଲାର ବାଙ୍କୀ ହରିରାଜପୁର ଗ୍ରାମ ର ଶରତ ପଣ୍ଡା ଙ୍କ ବେଡ଼ ରୁମ ରେ ଏକ ସାପ ପଶି ଥିଲା । ଏହା ଦେଖି ସେ ସ୍ନେକ ହେଲ୍ପ ଲାଇନକୁ ଫୋନ କରିଥିଲେ । ସ୍ନେକ ହେଲ୍ପ ଲାଇନ ସଦସ୍ୟ ପହଞ୍ଚି ଢେର ଖୋଜାଖୋଜି ପରେ ବିି ସାପ କୁ ପାଇ ନଥିଲେ । ଖଟ ତଳେ ଅନେକ…

ଭାଙ୍ଗିଲା ରେକର୍ଡ: ରାଜ୍ୟରେ ଗୋଟିଏ ଦିନରେ ୩୦୦୦ ପାର୍ ହେଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ସଙ୍ଗିନ ହେଉଛି କରୋନା ସ୍ଥିତି। ସଂକ୍ରମଣରେ ଚୀନକୁ ଟପିସଟିଲାଣି ଓଡିଶା। ରିପୋର୍ଟ ଅନୁଯାୟୀ ଚୀନର ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୪,୯୮୧ ହୋଇଥିବା ବେଳେ ଓଡ଼ିଶାରେ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୮୭,୬୦୨ ରେ । ରିପୋର୍ଟ ଅନୁଯାୟୀ, ରାଜ୍ୟରେ ଗତ ୨୪ ଘଣ୍ଟାରେ…

ଶୋଇଥିବା ବେଳେ ଭୁଶୁଡିଲା କାନ୍ଥ: ମାଆ ମୃତ, ଝିଅ ଗୁରୁତର

ମୟୁରଭଞ୍ଜ: ଲଘୁଚାପ ଯୋଗୁଁ ସାରା ରାଜ୍ୟ ସହ ମୟୁରଭଞ୍ଜ ଜିଲ୍ଲାରେ ମଧ୍ୟ ଜାରି ରହିଛି ଲଗାଣ ବର୍ଷା । ପ୍ରବଳ ବର୍ଷା ଯୋଗୁଁ କରଞ୍ଜିଆ ଶୁକୃଳି ବ୍ଳକ୍ ଅନ୍ତର୍ଗତ ମହିଳାସୁଳି ଗାଁରେ କାନ୍ଥ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଝିଅ ଆହତ ହୋଇଥିବା ସୂଚନା ମିଳିଛି ।ମୃତ ମହିଳାଙ୍କ…

ବର୍ଷା ସହ ବଜ୍ରପାତ ଆଶଙ୍କା: ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୨୬ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ବୁଧବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ, ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ଵର, ଭଦ୍ରକ, ଦେବଗଡ଼,…

ଫୁଲୁଛି ଖରସ୍ରୋତା; ଆତଙ୍କରେ ଲୋକେ

ଯାଜପୁର: ଲଗାଣ ବର୍ଷାରେ ଫୁଲୁଛି ଖରସ୍ରୋତା ନଦୀ । ବନ୍ୟା ଜଳରେ ନଦୀ ଗର୍ଭକୁ ଭାଷିଯିବା ଆଶଙ୍କାରେ ବଡ଼ ତ୍ରିଲୋଚନପୁର ଗାଁ । କାରଣ ଗାଁ କୁ ସୁରକ୍ଷା ଦେବାକୁ ନାହିଁ ନଦୀ ବନ୍ଧ । ଆତଙ୍କିତ ଅବସ୍ଥାରେ ସମ୍ପୂର୍ଣ୍ଣ ଗାଁ ଲୋକେ । ପ୍ରତିବର୍ଷ ନଦୀ ବ୍ୟାପକ ପରିମାଣର ଆତଡା ଖାଇବା ଯୋଗୁଁ…

ପ୍ରବଳ ବର୍ଷା ସତ୍ତ୍ୱେ କମୁଛି ହୀରାକୁଦର ଜଳସ୍ତର;ବନ୍ଦ ହେଲା ୫ ଟି ଗେଟ

ହୀରାକୁଦ: ରାଜ୍ୟରେ ଲଘୁଚାପ ଜନିତ ପ୍ରବଳ ବର୍ଷା ସତ୍ୱେ କାମୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ବନ୍ଦହୋଇଛି ହୀରାକୁଦ ଡ୍ୟାମର ୫ ଟି ସ୍ୱିସଗେଟ। ବର୍ତମାନ ୧୩ ଟି ସ୍ୱିସଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ। ସୂଚନାନୁସାରେ, ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବିପଦ ସଂକେତ ୬୩୦ ଫୁଟ ଥିବା…

ବାର୍ସିଲୋନାକୁ ବାଏ ବାଏ କହିବେ ମେସୀ ! ବିକ୍ରି ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

ବାର୍ସିଲୋନା ସହ ୨୦ ବର୍ଷର ସମ୍ପର୍କ କାଟିପାରନ୍ତି ଷ୍ଟାର ଫୁଟବଲ ଖେଳାଳି ଲିଓନେଲ୍ ମେସୀ । କ୍ଲବ ଛାଡ଼ିବା ନେଇ ସେ ଯୋଜନା କରିଥିବା ଚର୍ଚ୍ଚା ହେଉଛି । ପ୍ରସ୍ତୁତି ଆରମ୍ଭ କରି ଦେଇଥିବା ୟୁରୋପୀୟ ୟୁନିଅନ୍ ମିଡିଆରେ ଚର୍ଚ୍ଚା ହେଉଛି । ସ୍ପେନର କ୍ଲବ ବାର୍ସିଲୋନା ପାଇଁ ୨୦ ବର୍ଷର ଲମ୍ବା…

ଆଉ ୬୭ ହଜାର ନୂଆ ଆକ୍ରାନ୍ତଙ୍କ ସହ ଦେଶରେ ୩୨ ଲକ୍ଷ ଟପିଲା ସଂକ୍ରମିତଙ୍କ ସଂଖ୍ୟା; ମୃତ୍ୟୁ ସଂଖ୍ୟା ଛୁଇଁବ ୬୦ ହଜାର

ନୂଆଦିଲ୍ଲୀ: ବିଜୁଳି ବେଗରେ ବଢୁଛି କରୋନା ମାମଲା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ । ଦେଶର ମାତ୍ର ୨ ଦିନରେ ୧ ଲକ୍ଷରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ପ୍ରତିଦିନ ୨୦୦୦ରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାସହ ତାଳ ଦେଇ ଉପର ମୁଁହା ହୋଇ ଚାଲିଛି ମୃତ୍ୟୁର…

ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ ଗୁରୁତର ଅସୁସ୍ଥ

ଝାରସୁଗୁଡା: ଡବଲ ମର୍ଡର ମାମଲାରେ ରାୟଗଡ ଜେଲରେ ଥିବା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ ଗୁରୁତର ଅସୁସ୍ଥ ହୋଇଛନ୍ତି ।  ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଲେ ରାୟଗଡା ଜେଲ କର୍ତ୍ତୃପକ୍ଷ। ପ୍ରଥମେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…