Latest Odisha News

BREAKING NEWS

Yearly Archives

2020

ପଜିଟିଭ ଚିହ୍ନଟ ହେଲେ ‘ୟେ ରିସ୍ତା କ୍ୟା କେହେଲାତା ହେ’ର ୭ ସଦସ୍ୟ

ମୁମ୍ବାଇ: ଲୋକପ୍ରିୟ ଟିଭି ରିୟାଲିଟି ସୋ ‘ୟେ ରିସ୍ତା କ୍ୟା କେହଲାତା ହୈ’ର ସେଟରେ କରୋନା । ଏଠାରୁ ପଜିଟିଭ ଚିହ୍ନଟ ହୋଇଛନ୍ତି ୩ କଳାକାର ଓ ୪ ଜଣ ଟେକ୍ନିସିଆନ। ଏଥିପାଇଁ ସୁଟିଂକୁ ଆଜିଠାରୁ ସ୍ଥଗିତ ମଧ୍ୟ ରଖାଯାଇଛି । ସୂଚନା ଅନୁସାରେ, ଅଭିନେତା ସଚିତ ତ୍ୟାଗୀ, ସମୀର ଓଙ୍କାର ଓ…

ଗୋଟିଏ ଦିନରେ ରାଜ୍ୟରେ ୬୩ ହଜାର ୨୦୯ କୋଭିଡ୍ ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ ରେକର୍ଡ ସ୍ତର ଛୁଇଁଛି କୋଭିଡ୍ ଟେଷ୍ଟିଂ। ଅଧିକରୁ ଅଧିକ ଲୋକଙ୍କ ନମୁନା ପରୀକ୍ଷା କରାଯାଉଛି । ଗତ ୨୪ ଘଣ୍ଟାରେ ୬୩ ହଜାର ୨୦୯ ସାମ୍ପୁଲ ପରୀକ୍ଷା ହୋଇଛି । ଏହା ଭିତରେ ୫୫,୭୮୦ଟି ଆଣ୍ଟିଜେନ, ୭,୨୯୫ଟି ଆରଟିପିସିଆର ଓ ଟ୍ରନେଟ ୧୩୪ । ମୟୂରଭଞ୍ଜରେ ସର୍ବାଧିକ ୮ହଜାର…

ବାରିପଦା ସହର ଜଳବନ୍ଦୀ, ବିଭିନ୍ନ ଓ୍ୱାର୍ଡରେ ପାଣିର ସୁଅ

ବାରିପଦା: ଲଗାଣ ବର୍ଷାରେ ବାରିପଦା ସହରରେ ଜଳବନ୍ଦୀ ପରିସ୍ଥିତି । ବିଭିନ୍ନ ଓ୍ୱାର୍ଡ ଜଳାର୍ଣ୍ଣବ । ଜରାଳି ଓ ସରାଳି ନଦୀ ଉଛୁଲିଛି ।  ସୃଷ୍ଟି ହୋଇଛି ବନ୍ୟା ଭଳି ପରିସ୍ଥିତି । ଦୁଇ ନଦୀର ଜଳସ୍ତର ବଢ଼ିବାରୁ ବର୍ଷା ପାଣି ସହରରେ ପ୍ରବେଶ କରିଛି । ବିଭିନ୍ନ ଓ୍ୱାର୍ଡରେ ପ୍ରବାହିତ ହେଇଛି…

ଫୁଲୁଛି ଜଳକା ଓ ବୈତରଣୀ

ଭୁବନେଶ୍ୱର: ଲଘୁଚାପ ଜନିତ ଲଗାଣ ବର୍ଷାରେ ଫୁଲୁଛି ବୈତରଣୀ ଓ ଜଳକା ନଦୀ । ଦୁଇ ନଦୀରେ ଆସିଛି ବନ୍ୟା ପାଣି । ନଦୀ ଅବବାହିକାର ତଳି ଅଞ୍ଚଳରେ ପଶିଛି ପାଣି । ବର୍ଷା ପରିମାଣ ବଢୁଥିବାରୁ ଆତଙ୍କିତ ତଳି ଅଞ୍ଚଳର ଲୋକ । କେନ୍ଦୁଝର ଜିଲ୍ଲା ଆନନ୍ଦପୁରଠାରେ ସତର୍କ ସଙ୍କେତ ଉପରେ ବୈତରଣୀ ନଦୀ…

ଆଜିଠୁ ଆହୁରି ବର୍ଷିବ: ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ସୂଚନା

ଭୁବନେଶ୍ବର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା। ଏହାର ପ୍ରକୋପ ଆହୁରି ବଢିବା ସହ ୨୬ ତାରିଖ ସକାଳୁ ରାଜ୍ୟରେ ବର୍ଷାର ପରିମାଣ ବଢିବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ। ବିଶେଷକରି ଉତ୍ତର ଓ ପଶ୍ଚିମ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ପ୍ରବଳ…

ମୋବାଇଲ ପାଇଁ ଜୀବନ ହାରିଲେ ନାବାଳକ !

ନବରଙ୍ଗପୁର: ମୋବାଇଲ୍ ଧରିବାକୁ ମନା କଲେ ବାପା । ଏଥିରେ ରାଗିଯାଇ ଆତ୍ମହତ୍ୟା କଲା ୧୪ ବର୍ଷୀୟ ନାବାଳକ ପୁଅ। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କୁମୁଲି ପଞ୍ଚାୟତ ର ଜାମଦୋରା ଗ୍ରାମରେ। ସ୍ଥାନୀୟ ଜାମଧରା ଗ୍ରାମର ଜରାହା ଗଣ୍ଡଙ୍କ ବଡ଼ ପୁଅ…

ଅନଲାଇନ ଠକେଇ: ଅର୍ଡର କଲେ ଫୋନ, ଆସିଲା ଲୁଗାଧୁଆ ସାବୁନ

ଯୋଡ଼ା: ମହଙ୍ଗା ପଡିଲା ଅନଲାଇନ ସପିଂ। ଅର୍ଡର କଲେ ଫୋନ ଆସିଲା ଲୁଗା ଧୁଆ ସାବୁନ । ଏପରି ଏକ ଠକେଇ ଘଟଣା ଘଟିଛି ଯୋଡ଼ା ବ୍ଲକ ବଲାଣି ଅଂଚଳରେ । ସୂଚନାନୁସାରେ ବଲାଣି ସେଲ୍ ଖଣିରେ କାର୍ଯ୍ୟ କରୁଥିବା ଦିଲୀପ କୁମାର ଉପାଧ୍ୟାୟ ଚଳିତ ମାସ ୬ ତାରିଖରେ ଆମାଜନ ରୁ ଏକ ଆଣ୍ଡ୍ରଏଡ଼ ଫୋନ ଅର୍ଡର…

ରାଉରକେଲାରେ କୋଭିଡ ସ୍ଥିତିର ସମୀକ୍ଷା କଲେ ସୁନ୍ଦରଗଡ଼ ଜିଲ୍ଲାପାଳ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ରାଉରକେଲା ରେ କୋଭିଡ ସ୍ଥିତି ର ଏକ ସମୀକ୍ଷା କରିଛନ୍ତି l ସମୀକ୍ଷା ବୈଠକରେ ମାନ୍ୟବର ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା କମିଟୀ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ରାଉରକେଲା ଏସ ପି. ଶ୍ରୀ କେ ଶିବା ସୁବ୍ରମଣି, ଅତିରିକ୍ତ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ ତା ୨୬-୮-୨୦୨୦ ବୁଧବାର ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୨୦ ମସିହା ଅଗଷ୍ଟ ତା ୨୬ ରିଖ ବୁଧବାର ସିଂହ ୧୧ ଦିନ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ଭୁକ୍ତ ନବମୀ ତିଥି ଅନୁରାଧା ନକ୍ଷତ୍ର ବିଛା ଚନ୍ଦ୍ର ଘାତ ବାର-: କର୍କଟ ରାଶିର…

ଅନ୍‌-ଲାଇନ୍‌ରେ ପାଦ ଫଟୋ ବିକି କୋଟିପତି !

ଭୁବନେଶ୍ୱର: ଦୁନିଆରେ ଅର୍ଥ ଉପାର୍ଜନ କରିବାକୁ କିଏ ବା ନ ଚାହେଁ ? ଇଣ୍ଟରନେଟ ଯୁଗରେ କିଛି ସାଧାରଣ ଲୋକ ଅର୍ଥ ଆୟ କରିବାର ଅସାଧାରଣ ଉପାୟ ଖୋଜିପାଇଛନ୍ତି । ଜଣେ ବ୍ୟକ୍ତି କେବଳ ନିଜ ପାଦର ଫଟୋ ବିକି ମାସକୁ ପ୍ରାୟ ୩ ଲକ୍ଷ ଟଙ୍କା ଇନକମ୍ କରୁଛନ୍ତି । ଆମେରିକା ଆରିଜୋନାର ୩୫ବର୍ଷୀୟ…