Latest Odisha News

BREAKING NEWS

Yearly Archives

2020

ଭଦ୍ରକ ସାଂସଦ କରୋନା ପଜିଟିଭ୍ ଚିହ୍ନଟ

ଭଦ୍ରକ: ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଟ୍ୱିଟରେ ସାଂସଦ ଲେଖିଛନ୍ତି ଯେ, କରୋନାର ପ୍ରାରମ୍ଭିକ ଲକ୍ଷଣ ପାଇବା ପରେ ସେ ନିଜର ପରୀକ୍ଷା କରାଇଥିଲେ ଏବଂ ରିପୋର୍ଟ ପଜିଟିଭ ଆସିଛି । ତେବେ ତାଙ୍କ ସ୍ୱାସ୍ଥ୍ୟ…

ରାଜ୍ୟରେ ୨୪ ଘଂଟାରେ ୬୦ ହଜାରରୁ ଅଧିକ ନମୂନା ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୬୦ ହଜାରରୁ ଅଧିକ ନମୂନା ପରୀକ୍ଷା ହୋଇଛି । ଗତ ୨୪ ଘଂଟାରେ ୬୧ହଜାର ୩୭୯ ନମୂନା ପରୀକ୍ଷା କରାଯାଇଛି । ତେବେ ବଡ କଥା ହେଉଛି ଯେ, ମୋଟ ନମୂନାରୁ ୫୪ ହଜାର ୨୪୩ ଟି ଆଂଟିଜେନ୍ ଟେଷ୍ଟ ହୋଇଛି । କରୋନା ପାଇଁ ଅଧିକ ବିଶ୍ୱସନୀୟ କୁହାଯାଉଥିବା ଆରଟିପିସିଆର…

କଟକର ଦୁଇ ପଞ୍ଚାୟତ ଅଗଷ୍ଟ ୨୬ ଯାଏଁ ସଟଡାଉନ୍‌

କଟକ: ୫୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ କଟକ ଜିଲ୍ଲା ନରସିଂହପୁର ବ୍ଲକ୍ ଅନ୍ତର୍ଗତ ୨ଟି ପଞ୍ଚାୟତକୁ ପ୍ରଶାସନ ପକ୍ଷରୁ ସଟଡାଉନ୍ ଘୋଷଣା କରାଯାଇଛି । ପ୍ରଶାସନର ସୂଚନାନୁଯାୟୀ କାନପୁର ଥାନା ଅନ୍ତର୍ଗତ ବାଲିଝରି ଓ ରୁଷିପଡା ପଞ୍ଚାୟତକୁ ଅଗଷ୍ଟ ୨୨ରୁ ଅଗଷ୍ଟ ୨୬ ତାରିଖ ଯାଏଁ…

ଶ୍ରୀଗଣେଶଙ୍କୁ କାହିଁକି କୁହାଯାଏ ଏକଦନ୍ତ?

ଭୁବନେଶ୍ୱର: ଭାଦ୍ରବ ମାସ ଶୁକ୍ଲପକ୍ଷ ଚତୁର୍ଥୀ ତିଥିକୁ ‘ଗଣେଶ ଚତୁର୍ଥୀ’ ରୂପେ ପାଳନ କରାଯାଇଥାଏ । ଏହି ଦିନରେ ପ୍ରଭୁ ଶ୍ରୀଗଣେଶ ଜନ୍ମ ନେଇଥିବାର ମାନ୍ୟତା ରହିଛି । ଯେଉଁଥିପାଇଁ ଏହି ଦିନରେ ତାଙ୍କର ଜନ୍ମୋତ୍ସବ ପାଳନ କରାଯାଇଥାଏ । ଚଳିତଥର ଅଗଷ୍ଟ ୨୨ ତାରିଖରେ ପଡୁଛି ଗଣେଶ ଚତୁର୍ଥୀ…

ବିଜେପି ନେତା ଜୟରାମ ପାଙ୍ଗିଙ୍କୁ କରୋନା

ଜୟପୁର: ବରିଷ୍ଠ ବିଜେପି ନେତା ଜୟରାମ ପାଙ୍ଗି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଶନିବାର ଦିନ ସେ ସୂଚନା ଦେଇଛନ୍ତି । ତାଙ୍କ କହିବାନୁଯାୟୀ ସେ କିଛି ଦିନ ହେବ ଅସୁସ୍ଥତା ଅନୁଭବ କରୁଥିଲେ । ପରେ ନିଜର କରୋନା ଟେଷ୍ଟ କରାଇଥିବା ବେଳେ ଶୁକ୍ରବାର ଦିନ ସ୍ୱାବ୍ ରିପୋର୍ଟ ପଜିଟିଭ…

ଗଣେଶ ପୂଜା ଅବସରରେ ଗଣେଶଙ୍କ ସମ୍ପର୍କରେ ଜାଣିବା କିଛି ମଜାଦାର କଥା

ଆଜି ଗଣେଶ ପୂଜା ବା ଗଣେଶ ଚତୁର୍ଥୀ । ସ୍କୁଲ କଲେଜ ଆଦି ସ୍ଥାନରେ ବେଶ୍ ଆଡମ୍ବରରେ ପାଳନ ହୁଏ ଏହି ପୂଜା । ଏହାକୁ ବିଘ୍ନ ବିନାଶକଙ୍କ ପୂଜା ମଧ୍ୟ କୁହାଯାଏ । କିନ୍ତୁ ଏଥର କରୋନା ସଂକ୍ରମଣର ଭୟ ଥିବାରୁ ପୂଜା ନିରାଡମ୍ବରରେ ପାଳିତ ହେଉଛି । ଗଣେଶଙ୍କୁ କୁହାଯାଏ ଅଗ୍ରପୂଜ୍ୟ । ଯେଉଁ ପୂଜା…

ରାଜ୍ୟରେ ପୁଣି ୯ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଶନିବାର ଦିନ ଆଉ ୯ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୩୯୯ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ବଲାଙ୍ଗିରରୁ ୧, କଟକରୁ ୩, ସୁନ୍ଦରଗଡରୁ ୨, ଗଞ୍ଜାମ ଜିଲ୍ଲାରୁ ୧,…

ଓଡିଶାରେ ଆଉ ୨୮୧୯ କରୋନା ଆକ୍ରାନ୍ତ ଚିହ୍ନଟ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୨୮୧୯ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୫ ହଜାର ୫୩୭ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ…

ଅନିଲ୍ ଅମ୍ବାନୀଙ୍କ ବିରୋଧରେ ଦେବାଳିଆ ପ୍ରକ୍ରିୟା ଆରମ୍ଭ

ମୁମ୍ବାଇ: ରିଲାଏନ୍ସ କମ୍ୟୁନିକେସନର ଚେୟାରମ୍ୟାନ୍ ଅନିଲ ଅମ୍ବାନୀଙ୍କ ଅଡୁଆ ବଢିବାରେ ଲାଗିଛି । ତାଙ୍କ ବିରୋଧରେ ଦେବାଳିଆ ଆଇନର ବ୍ୟକ୍ତିଗତ ଗାରେଣ୍ଟି ଧାରା ଅନ୍ତର୍ଗତ ୧୨୦୦ କୋଟି ଟଙ୍କା ଅସୁଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ କମ୍ପାନୀ ଆଇନ ପ୍ରାଧିକରଣ (ଏନସିଏଲଟି)। ୨୦୧୬…

ବଢୁଛି କରୋନା ସଂକ୍ରମଣ; ୨୪ ଘଣ୍ଟାରେ ଦେଶରେ ୬୯ହଜାରରୁ ଅଧିକ ଆକ୍ରାନ୍ତ ଓ ୯୪୫ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଶନିବାର ଦିନ ଏହି ସଂଖ୍ୟା ୨୯ ଲକ୍ଷ ୭୫ ହଜାର ୭୦୨ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଯାବତ୍ କରୋନାଭାଇରସ ସଂକ୍ରମଣରେ ୫୫…