[ଭିଡ଼ିଓ] ଭୁବନେଶ୍ୱରର ଏକ ସ୍କୁଲ ପାଇଁ ହରିହରନ ଗାଇଲେ ସ୍କୁଲ ଆନଥେମ୍
ଭୁବନେଶ୍ୱର: ସୁନ୍ଦରପୁର ସ୍ଥିତ ୱିସ୍ଡମ୍ ଟ୍ରି ଗ୍ଲୋବାଲ ସ୍କୁଲ ପକ୍ଷରୁ ସ୍କୁଲର ସଙ୍ଗୀତ(ଆନଥେମ୍)କୁ କୋଭିଡ ଯୋଦ୍ଧାଙ୍କ ପାଇଁ ଉତ୍ସର୍ଗ କରାଯାଇଛି । ଏହି ସଙ୍ଗୀତ ଜରିଆରେ କୋଭିଡ ଯୋଦ୍ଧାଙ୍କ ଉତ୍ସର୍ଗୀକୃତ ସେବା, ତ୍ୟାଗ ଓ ଲକ୍ ଡାଉନ ଓ ସଟ୍ ଡାଉନ ବେଳେ ଛାତଛାତ୍ରୀଙ୍କ ଧୈର୍ଯ୍ୟକୁ…