ସ୍ୱାଧୀନତା ପୂର୍ବରୁ କେବେ ପାଳନ ହେଉଥିଲା ‘ସ୍ୱାଧୀନତା ଦିବସ’ ?
ଭୁବନେଶ୍ୱର: ଆଜି ହେଉଛି ୭୪ ତମ ସ୍ଵାଧିନତା ଦିବସ । ସାରା ଦେଶ ଆଜି ଉତ୍ସବ ମୁଖର । ସ୍ୱାଧୀନତାର ଏହି ଦିନକୁ ବେଶ୍ ଧୁମଧାମରେ ପାଳନ କରୁଛନ୍ତି ଦେଶବାସୀ । ୧୯୪୭ ମସିହା ଆଜିର ଦିନରେ ବ୍ରିଟିଶ କବଳରୁ ସ୍ୱାଧୀନତା ପାଇଥିଲା ଆମ ଦେଶ ଭାରତ। ଦୀର୍ଘ ବର୍ଷ ଧରି ଇଂରେଜ ଅଧୀନରେ ରହିବା ପରେ…