Latest Odisha News

BREAKING NEWS

Yearly Archives

2020

ଚଳିତ ଥର ତାଳଚେରରେ ହେବନି ଗଣେଶ ପୂଜା

ତାଳଚେର: ଚଳିତ ବର୍ଷ କୋଭିତ ମହାମାରୀର ଭୟାବହତକୁ ଦୃଷ୍ଟିରେ ରଖି ତାଳଚେରରେ ଗଣେଶ ପୂଜା ଅନୁଷ୍ଠିତ ହେବ ନାହିଁ। କୌଣସି ସର୍ବସାଧାରଣ ସ୍ଥାନ , ମଣ୍ଡପ ଏବଂ ସରକାରୀ କିମ୍ବା ବେସରକାରୀ ଶିକ୍ଷାନୁଷ୍ଠାନରେ ଗଣେଶ ପୂଜା ହେବ ନାହିଁ ବୋଲି ଆଜି(ଗୁରୁବାର) ଅନୁଷ୍ଠିତ ପ୍ରଶାସନିକ ବୈଠକରେ…

ଆମେରିକା ରାଷ୍ଟ୍ରପତି ନିର୍ବାଚନ : ତାଜା ସର୍ଭେରେ ଟ୍ରମ୍ପ ପଛରେ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ନଭେମ୍ବରରେ ଅନୁଷ୍ଠିତ ହେବ । ଏ ନେଇ କରାଯାଇଥିବା ସର୍ଭେରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଲୋକପ୍ରିୟତା କମୁଥିବା ଜଣା ପଡିଛି । ରିପୋର୍ଟ ମୁତାବକ ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥର ଜୋ ବାଇଡେନ ଏହି ଦୌଡରେ ବର୍ତମାନ ସୁଦ୍ଧା ଆଗରେ ରହିଛନ୍ତି…

ଓଡିଶାରୁ ସୁସ୍ଥ ହେଲେ ଆଉ ୧୪୨୨ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୪୨୨ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା ୧୪୨୨ ଜଣଙ୍କ ମଧ୍ୟରୁ ୨୫୫ ଜଣ ଗଞ୍ଜାମରୁ, ୨୨୮ ଜଣ ଖୋର୍ଦ୍ଧା, ୧୩୯ ଜଣ ଗଜପତିରୁ, ୧୦୦ ଜଣ…

ଆଳିପିଙ୍ଗଳ ଜେଲର ୨୧ ଅନ୍ତେବାସୀ କରୋନା ପଜିଟିଭ୍

ଜଗତସିଂହପୁର: ଆଳିପିଙ୍ଗଳ ଜେଲର ୨୧ ଅନ୍ତେବାସୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୦ଜଣ ବିଚାରାଧୀନ କଏଦୀ ଓ ଜଣେ ସଜାପ୍ରାପ୍ତ କଏଦୀ ଥିବା ଜଣାପଡିଛି । ପୂର୍ବରୁ ଜେଲର ୩ ବନ୍ଦୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସେମାନଙ୍କଠାରୁ ଏହି ୨୧ ଜଣ ସଂକ୍ରମିତ ହୋଇଥିବା…

କ୍ୟାନସର ପୀଡିତ ମେଧାବୀ ଛାତ୍ରୀଙ୍କୁ ସହାୟତା ଯୋଗାଇଲେ ସରକାର

ଭୁବନେଶ୍ୱର: କ୍ୟାନସର ପୀଡ଼ିତା ଛାତ୍ରୀ ମୋନାଲିସାଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ଯୋଗାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ବିଡ଼ିଓ ମୋନାଲିସାଙ୍କ ଘରକୁ ଯାଇ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି…

ଓଡିଶା ବାହାରେ ହେବ ୩ ସେଣ୍ଟର: ଓଜେଇଇ

ଭୁବନେଶ୍ୱର: କରୋନା ପରିସ୍ଥିତିକୁ ନଜରରେ ରଖି ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପକ୍ଷରୁ ଓଡିଶା ଭିତରେ ଓ ବାହାରେ ଅଧିକ କେନ୍ଦ୍ର ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି । ପ୍ରାପ୍ତ ସୂଚନାନୁଯାୟୀ, ଓଡିଶା ଭିତରେ ୬ଟି ଏବଂ ବାହାରେ ୩ଟି ଅନଲାଇନ୍ ପରୀକ୍ଷା ସେଣ୍ଟର ଖୋଲାଯିବ ।…

ବ୍ୟାଡମିଂଟନ ଖେଳାଳି ଏନ.ସିକ୍କି ରେଡ୍ଡୀ କରୋନା ପଜିଟିଭ

ହାଇଦ୍ରାବାଦ: ବ୍ୟାଡମିଂଟନ ଖେଳାଳି ଏନ.ସିକ୍କି ରେଡ୍ଡୀ ଓ ଫିଜିଓଥେରାପିଷ୍ଟ କିରଣ ସି କରୋନା ପଜିଟିଭ ଥିବା ଜଣାପଡିଛି । ପୁଲେଲା ଗୋପୀଚାନ୍ଦ ଏକାଡେମୀରେ ଚାଲିଥିବା ରାଷ୍ଟ୍ରୀୟ ବ୍ୟାଡମିଂଟନ ଶିବିରରେ ଏମାନେ ଯୋଗ ଦେଇଥିଲେ । ସେଠାରେ କରାଯାଇଥିବା କୋଭିଡ-୧୯ ଟେଷ୍ଟରେ ଉଭୟ ପଜିଟିଭ ଥିବା ଜଣା…

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ସିବିଆଇ ତଦନ୍ତ ପାଇଁ ଭଉଣୀ ଶ୍ୱେତାଙ୍କ ଭିଡିଓ ଅପିଲ

ମୁମ୍ବାଇ: ଦିନକୁ ଦିନ ବଢ଼ୁଛି ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସସପେନ୍ସ । ଦୁଇ ମାସରୁ ଅଧିକ ସମୟ ବିତିସାରିଥିଲେ ମଧ୍ୟ ଅଭିନେତା ଆତ୍ମହତ୍ୟା କରିବାର କାରଣ ସ୍ପଷ୍ଟ ହୋଇପାରୁନାହିଁ। ଅପରପକ୍ଷେ ନ୍ୟାୟ ପାଇଁ ଲଗାତାର ଭାବେ ସାରା ଦେଶରେ ସ୍ବର ଉଠୁଛି। ଏବେ ସୁଶାନ୍ତଙ୍କ ଉଭଣୀ…

ଜୁଲାଇରୁ ପାକିସ୍ତାନରେ ବନ୍ଦ, ଭାରତରେ କେବେ ?

ଆନ୍ଧ୍ରପ୍ରଦେଶ: ଅଦୃଶ୍ୟ ମହାମାରୀର ରୂପ ଧାରଣ କରିଛି ଦକ୍ଷିଣ କୋରିଆର ପବ୍‌ଜି ଭିଡିଓ ଗେମ୍ । ଏହି ଭିଡିଓ ଗେମ ନିଶାରେ ଭାରତର ଜଣେ ୧୬ବର୍ଷୀୟ ନାବାଳକର ମୃତ୍ୟୁ ଘଟିଛି । ତେବେ ପବ୍‌ଜିକୁ ନେଇ ଅପମୃତ୍ୟୁ ମାମଲା କିଛି ନୂଆ ନଥିଲେ ବି ଆନ୍ଧ୍ରପ୍ରଦେଶରେ ଏହି ଘଟଣା ଲୋକଙ୍କୁ ଚକିତ କରିଛି ।…

କଟକରୁ ୧୧୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: କଟକରେ ଗୁରୁବାର ଦିନ ୧୧୫ ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । କଟକ ଜିଲ୍ଲାରୁ ଚିହ୍ନଟ ମୋଟ୍ ୧୩୧ ଆକ୍ରାନ୍ତଙ୍କ ମଧ୍ୟରେ ସିଏମସିରୁ ୧୧୫ ବାହାରିଛି । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କଟକ ମହାନଗର ନିଗମ (ସିଏମସି)।…