Latest Odisha News

BREAKING NEWS

Yearly Archives

2020

ସ୍କୁଲରେ କେମିତି ପାଳନ ହେବ ଅଗଷ୍ଟ ୧୫, ଆସିଲା ଗାଇଡଲାଇନ୍‌

ଭୁବନେଶ୍ୱର: ଚଳିତ ବର୍ଷ କରୋନା କଟକଣା ଭିତରେ ରାଜ୍ୟରେ ପାଳନ ହେବ ସ୍ୱାଧୀନତା ଦିବସ । ତେବେ ସ୍କୁଲରେ କିଭଳି ଅଗଷ୍ଟ ୧୫ ପାଳନ କରାଯିବ ସେ ନେଇ ଗାଇଡଲାଇନ୍ ଜାରି ହୋଇଛି । ସ୍ୱାଧୀନତା ଦିବସରେ କୌଣସି ପିଲା ସ୍କୁଲ ଆସିବେ ନାହିଁ । ପ୍ରଧାନଶିକ୍ଷକ ଓ ଅନ୍ୟ ଶିକ୍ଷକ ପତାକା ଉତ୍ତୋଳନ କରିବେ…

ସୁଶାନ୍ତ କେସ୍‌ରେ ପୁନର୍ବାର ବିବାଦୀୟ ବୟାନ ଦେଲେ ଶିବସେନା ନେତା ସଞ୍ଜୟ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ କେସରେ ଗୁୁରୁବାର ପୁନର୍ବାର ଶିବସେନା ନେତା ସଞ୍ଜୟ ରାଉତ ବିବାଦୀୟ ବୟାନ ଦେଇଛନ୍ତି । ସାମ୍ବାଦିକଙ୍କ ସହ କଥା ହେଲା ବେଳେ ସେ କହିଛନ୍ତି, ମୁମ୍ବାଇ ପୋଲିସ ଯାଂଚ ସମ୍ପୂର୍ଣ୍ଣ ନ କଲା ପର୍ଯ୍ୟନ୍ତ ପରିବାର ଲୋକେ ଶାନ୍ତ ରହନ୍ତୁ । ରାଜନୈତିକ…

ରାଜଧାନୀରେ ସ୍ଥିତି ସଙ୍ଗୀନ, ପୁଣି ବାହାରିଲେ ୨୩୭ ପଜିଟିଭ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ଲାଗୁନି ବ୍ରେକ୍ । ପ୍ରତିଦିନ ଚିହ୍ନଟ ହେଉଛନ୍ତି ଶହେରୁ ଉର୍ଦ୍ଧ୍ୱ କରୋନା ଆକ୍ରାନ୍ତ । ଆଜି ପୁଣି ୨୩୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ସଙ୍ଗରୋଧ…

ଦେଶରେ ଅଛି ଏମିତି ଏକ ଗାଁ ଯେଉଁଠି ସମସ୍ତେ ଖେଳନ୍ତି ଚେସ୍‌…ଜାଣନ୍ତୁ କେଉଁଠି ?

କେରଳ: ଗାଁର ଯେଉଁଠି ଦେଖିବେ ଚାଲୁଥିବ ଚେସ୍ ଖେଳ । ପିଲା ହୁଅନ୍ତୁ କି ବୁଢା ମହିଳା ହୁଅନ୍ତୁ କି ପୁରୁଷ ସମସ୍ତେ ମାତିଥିବେ ଚେସ୍ ଖେଳରେ । ଦୋକାନ ସାମ୍ନାରେ ହେଉ କି ଖଟି ସ୍ଥାନରେ ଚେସ୍ ବୋର୍ଡ ନିଶ୍ଚୟ ପଡିଥିବ । ହଁ ଏପରି ଦୃଶ୍ୟ ଦେଖିବାକୁ ମିଳେ କେରଳ ତିରିଶୂର ଜିଲ୍ଲା ମାରୁତିଚାଲ…

ନୂଆ ସୂଚନା କମିଶନର ହେବେ ଦିଲ୍ଲୀପ ବିଶୋୟୀ !

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ବିଶୋୟୀ ହେବେ ପରବର୍ତ୍ତୀ ସୂଚନା କମିଶନର । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତି ହୋଇଛି । ଚୂଡାନ୍ତ ପର୍ଯ୍ୟାୟକୁ ୨ ଜଣଙ୍କ ନାଁ ଯାଇଥିଲା । ସେଥିମଧ୍ୟରୁ ଦିଲ୍ଲୀପ ବିଶୋୟୀଙ୍କ ନାଁରେ କମିଟି ମୋହର ମାରିଥିବା ବିଶେଷ…

ଟ୍ରମ୍ପ ସରକାରଙ୍କ ଏଚ-୧ବି ଭିସା ନିୟମରେ କୋହଳ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଏଚ-୧ବି ଭିସା ନିୟମରେ କୋହଲ କରିବା ନେଇ ଘୋଷଣା କରିଛନ୍ତି । ଏଚ-୧ବି ଭିସାଧାରୀ ଆମେରିକା ଆସି କାମ କରିବା ନେଇ ପ୍ରଶାସନ ଅନୁମତି ଦେଇଛି । ଲକଡାଉନ ପୂର୍ବରୁ ନନ ଇମିଗ୍ରାଂଟ ୱାର୍କରମାନେ ପୁନର୍ବାର ସେମାନଙ୍କ କାମରେ ଯୋଗ…

ମାସେ ପରେ ଗେହଲଟ-ପାଇଲଟ କୋଳାକୋଳି

ଜୟପୁର: ପୁଣି କଂଗ୍ରେସ ଫ୍ଲାଇଟକୁ ଫେରିଲେ ପାଇଲଟ । ଗେହଲଟଙ୍କ ବିମାନରେ ବସିଲେ ସଚିନ । ଗେଟିଏ ମାସର ଟଣାଓଟରା ପରେ ଦଳକୁ ଫେରିଲେ ପ୍ରଦଶେ କଂଗ୍ରେସ କମିଟିର ରାଜ୍ୟ ସଭାପତି ରହିଥିବା ସଚିନ ପାଇଲଟ । ବାଦ ବିବାଦ, ମାତାନ୍ତର ଓ ଆରୋପ ପ୍ରତ୍ୟାରୋପ ଭୁଲି ହୋଇଛି ପାଇଲଟ ଓ ଗେହଲଟଙ୍କ ଭେଟ୍‌ଘାଟ…

ଅଙ୍ଗଦାନ କରିଥିବା ୩ ପାରିବାରକୁ ‘ସୁରଜ ସମ୍ମାନ’

ଭୁବନେଶ୍ୱର: ମହାନା କାମ ପାଇଁ ମିଳିଲା ମହା ସମ୍ମାନ । ଅଙ୍ଗଦାନ ଦିବସରେ ଅଙ୍ଗଦାନ କରିଥିବା ୩ଟି ପରିବାରକୁ ମିଳିଲା ସୁରଜ ସମ୍ମାନ । ଚଳିତ ବର୍ଷଠାରୁ ଆରମ୍ଭ ହୋଇଛି ଅଙ୍ଗଦାନ ପୁରସ୍କାର କାର୍ଯ୍ୟକ୍ରମ । ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଅଙ୍ଗଦାନ କରିଥିବା ବ୍ୟକ୍ତିଙ୍କ ପରିବାରଙ୍କ…

ହେଲେ ସାଙ୍ଗ, ନେଲେ ଚେଙ୍କ !

ଉତ୍ତରାଖଣ୍ଡ: ଏକ ଅଭାବନୀୟ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ଡେରାଡୁନ୍ ସହର । ଜଣେ ୧୮ବର୍ଷୀୟ ଯୁବକକୁ ପୋଲିସ ଅଫିସର ଝିଅ ସହ ବନ୍ଧୁତା ମହଙ୍ଗା ପଡିଛି । ବନ୍ଧୁତ୍ୱର ପ୍ରତିଉପହାର ସ୍ୱରୂପ ମିଳିଛି ନିର୍ଘାତ ମାଡ ଓ ନିଆଁ ଚେଙ୍କ । ରିପୋର୍ଟ ଅନୁଯାୟୀ ଉତ୍ତରାଖଣ୍ଡ ପୋଲିସ ବିଭାଗର ଜଣେ…

ଧୋନିଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍‌, ଚେନ୍ନାଇ ଟ୍ରେନିଂ କ୍ୟାମ୍ପରେ କରିବେ ଯୋଗଦାନ

ରାଞ୍ଚି: ଧୋନି ଫ୍ୟାନଙ୍କ ପାଇଁ ଖୁସି ଖବର । ରାଞ୍ଚି ରକର୍ସ ଏମ ଏସ୍ ଧୋନିଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି । ଆସନ୍ତା ୧୪ ତାରିଖରୁ ଆଇପିଏଲ-୧୩ ପାଇଁ ଚେନ୍ନାଇରେ ଆରମ୍ଭ ହେବାକୁ ଯାଉଥିବା ଚେନ୍ନାଇ ସୁପରକିଙ୍ଗସ୍‌ର ଟ୍ରେନିଂ କ୍ୟାମ୍ପରେ ଯୋଗ ଦେବେ । ଗତ ଦେଢ ବର୍ଷ ହେଲା…