Latest Odisha News

BREAKING NEWS

Yearly Archives

2020

କାଲି ଶପଥ ନେବେ ନୂଆ ସିଏଜି, ଗିରୀଶ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଓଡ଼ିଆ ଆଇଏଏସ୍ ଅଫିସର ଗିରୀଶ ଚନ୍ଦ୍ର ମୁର୍ମୁ ହୋଇଛନ୍ତି ଦେଶର ନୂଆ ସିଏଜି । ଆସନ୍ତାକାଲି ସେ ଶପଥ ନେବେ । ରାଷ୍ଟ୍ରପତି ଭବନରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଗତକାଲି ତାଙ୍କ ନିଯୁକ୍ତି ପ୍ରସ୍ତାବ ଉପରେ ମୋହର ମାରିଥିଲେ…

ଅଭିଯୁକ୍ତକୁ ଧରିବାକୁ ଯାଇ ପୋଲିସ ହଟହଟା

କୋଣାର୍କ (ପୁରୀ): ପୋଲିସକୁ ଘେରିଲେ ଗାଁ ଲୋକ । ଅଭିଯୁକ୍ତକୁ ଧରିବା ପାଇଁ ଯିବା ବେଳେ ଗାଁ ଲୋକଙ୍କ ଆକ୍ରୋଶର ଶିକାର ହେଲେ ଥାନା ଅଧିକାରୀ ଓ କର୍ମଚାରୀ । ପୁରୀ ଜିଲ୍ଲା ଗୋପ ଥାନା ଆଇଆଇସିଙ୍କ ସମେତ ୧୦ ପୋଲିସ କର୍ମଚାରୀଙ୍କୁ ଅଟକ ରଖିଲେ ଗାଁ ଲୋକ । ଗୋପ ବ୍ଲକ ରେଢୁଆ ଗାଁରେ ଏଭଳି ଘଟଣା…

ମୁମ୍ୱାଇରେ କ୍ୱାରେଣ୍ଟାଇନରେ ରଖିଥିବା ପାଟନା ଏସପିଙ୍କୁ ଛାଡ଼ିଲା ବିଏମସି

ମୁମ୍ୱାଇ: ବହୁ ବିବାଦ ଓ ମୁହାଁମୁହିଁ ସ୍ଥିତି ପରେ ମୁମ୍ୱାଇରେ କ୍ୱାରେଣ୍ଟାଇନରେ ରହିଥିବା ପାଟନା ସିଟି ଏସପି ବିନୟ ତିଓ୍ୱାରୀଙ୍କୁ ଛାଡ଼ିଲା ବିଏମସି । ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଅଗଷ୍ଟ ଦୁଇ ତାରିଖରେ ମୁମ୍ୱାଇ ପହଞ୍ଚିଥିଲେ ପାଟନା ସିଟି ଏସପି । ରାତି…

ସୁନ୍ଦରଗଡ଼ର ଏହି ପୌରାଞ୍ଚଳ ଆସନ୍ତାକାଲିଠାରୁ ୨ ଦିନ ସମ୍ପୂର୍ଣ୍ଣ ବନ୍ଦ

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜଗଙ୍ଗପୁର ପୌରାଞ୍ଚଳକୁ ସମ୍ପୂର୍ଣ୍ଣ ସଟଡାଉନ ଘୋଷଣା କରାଯାଇଛି । ସ୍ଥାନୀୟ ଅଞ୍ଚଳରେ ବଢ଼ୁଥୁବା ସଂକ୍ରମଣକୁ ଦୃଷ୍ଟିରେ ରଖି ଅଗଷ୍ଟ ୮ ଓ ୯ ତାରିଖରେ ଏହି ଅଞ୍ଚଳକୁ ସମ୍ପୂର୍ଣ୍ଣ ବନ୍ଦ ରଖାଯିବାକୁ ପ୍ରଶାସନ ପକ୍ଷରୁ ଘୋଷଣା ହୋଇଛି । ଏହି…

୨୧ ଦିନରେ ଦେଶରେ ୧୦ ଲକ୍ଷ କରୋନା ପଜିଟିଭ୍

ଭୁବନେଶ୍ୱର: ଦେଶରେ ୨୦ ଲକ୍ଷ ଅତିକ୍ରମ କରିଛି କରୋନା କେସ୍ । ଗତ ୨୪ ଘଣ୍ଟାରେ ୬୦ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜୁଲାଇରେ ଦେଶରେ ୧୦ ଲକ୍ଷ ଟପିଥିଲା ଆକ୍ରାନ୍ତଙ୍କ ସଂଖ୍ୟା । ମହାରାଷ୍ଟ୍ର, ତାମିଲନାଡୁରେ ପଜିଟିଭ ସଂଖ୍ୟା ବଢୁଥିବା ବେଳେ ବର୍ତ୍ତମାନ ଆନ୍ଧ୍ରପ୍ରଦେଶ,…

ବଢ଼ୁଛି ସଂକ୍ରମଣ: ନୀଳଗିରି ଏନଏସିରେ ୫ ଦିନିଆ ସଟଡାଉନ ଘୋଷଣା

ବାଲେଶ୍ୱର: ବାଲେଶ୍ଵର ଜିଲ୍ଲା ନୀଳଗିରି ଏନ୍ଏସିରେ ସଟଡାଉନ ଘୋଷଣା । ଏହି ଅଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଡି ବୃଦ୍ଧି ପାଉଥିବା ବେଳେ ଏଥିରେ ରୋକ ଲଗାଇବା ପାଇଁ ଏହାକୁ ୧୧ ତାରିଖ ସକାଳ ୫ ଯାଏଁ ସଟଡାଉନ ଘୋଷଣା କରାଯାଇଛି। ନୀଳଗିରି ଉପଜିଲ୍ଲାପାଳ ଦେଇଥିବା ସୂଚନା…

ଆନନ୍ଦପୁରର ଏହି ପଞ୍ଚାୟତରେ ୪ ଦିନିଆ ସଟଡାଉନ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା, ଆନନ୍ଦପୁର ସ୍ଥିତ ବେଲବାହାଳି ପଞ୍ଚାୟତରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ଅଞ୍ଚଳକୁ ଆଗାମୀ ୪ ଦିନ ଯାଏଁ ସଟଡାଉନ ଘୋଷଣା କରାଯାଇଛି । ଅଗଷ୍ଟ ୭ ତାରିଖରୁ ଅଗଷ୍ଟ ୧୦ତାରିଖ ପର୍ଯ୍ୟନ୍ତ ବେଲବାହାଳି ଅଞ୍ଚଳକୁ ୪ଦିନ ପାଇଁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି ।…

ଇଡିରେ ହାଜର ହେବେ ରିୟା ଚକ୍ରବର୍ତ୍ତୀ

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଅଡୁଆ ଭିତରେ ଫଶିଛନ୍ତି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । ତାଙ୍କ ନାଁରେ ସିବିଆଇ ମାମଲା ରୁଜୁ କରିଥିବା ବେଳେ ଇଡି ସ୍କାନରରେ ବି ଅଛନ୍ତି ରିୟା । ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ସେ ହାଜର ହେବେ । ପୂର୍ବରୁ ତାଙ୍କୁ ସମନ୍…

ଓଏଏସ୍‌ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ସ୍ତରରେ ଅଦଳବଦଳ କରିଛନ୍ତି । ସୂଚନା ଅନୁସାରେ, ଆନନ୍ଦପୁର ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ସାହୁଙ୍କୁ ବାଲେଶ୍ୱର ଡିଆରଡିଏ ପିଡି ପଦବୀକୁ ବଦଳି କରାଯାଇଛି। ବାଲେଶ୍ୱର ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ରାମଚନ୍ଦ୍ର ଜେନାଙ୍କୁ…

ଜାତୀୟ ହସ୍ତତନ୍ତ ଦିବସ; ଚିନ୍ତାରେ ତନ୍ତ ବୁଣାକାର !

ଭୁବନେଶ୍ୱର: ଆଜି ହେଉଛି ଜାତୀୟ ହସ୍ତତନ୍ତ ଦିବସ। ଏହି ଦିନଟି ସ୍ୱତନ୍ତ୍ର ଭାବେ ହସ୍ତତନ୍ତ ବୁଣାକାରଙ୍କ କଳାକୀର୍ତ୍ତିକୁ ସ୍ବୀକୃତି ଦେବା ପାଇଁ ଉତ୍ସର୍ଗୀକୃତ । ହସ୍ତତନ୍ତ ଶାଢିର ଚାହିଦା ଦେଶ, ବିଦେଶରେ ବଢି ଚାଲିଥିବା ବେଳେ ଦୁଃଖ କଷ୍ଟରେ କାଳତିପାତ କରୁଛି ବୁଣାକାର । ବର୍ତ୍ତମାନ…