Latest Odisha News

BREAKING NEWS

Yearly Archives

2020

କରୋନା କ୍ରିଏଟିଭିଟି : ଆର୍ଯ୍ୟା ମିଶ୍ରଙ୍କ ସଙ୍ଗୀତଗାନ

ଭୁବନେଶ୍ୱର :www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟିରେ ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଭାଗ ନେଇ ନିଜ କଳା ପ୍ରତିଭା ଦେଖାଇଛନ୍ତି । ଯାହା ଏବେ www.odishasambad.in ଏବଂ www.odishabytes.comର ୟୁଟ୍ୟୁବ, ଫେସ୍‌ବୁକ ଓ ଇନଷ୍ଟାଗ୍ରାମରେ ଅପଲୋଡ…

ସ୍ପାଇସଜେଟକୁ ମିଳିଲା ଆନ୍ତର୍ଜାତୀୟ ବିମାନ ଉଡ଼ାଣ ଅନୁମତି

ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ ଭାରତରୁ ଅଧିକାଂଶ ଅନ୍ତର୍ଜାତୀୟ ବିମାନ ବନ୍ଦ ରହିଛି। ଏଭଳି କଷ୍ଟସାଧ୍ୟ ସମୟରେ ଭାରତ ସରକାର ଘରୋଇ ବିମାନ ସ୍ପାଇସଜେଟକୁ ଭାରତ ଏବଂ ଆମେରିକା ମଧ୍ୟରେ ବିମାନ ସେବା ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି। ବର୍ତ୍ତମାନ ଯାତ୍ରୀମାନେ ଆମେରିକା ଯିବା ପାଇଁ…

ଡେଲ ଲଞ୍ଚ କଲା ଆକର୍ଷଣୀୟ ଗେମିଙ୍ଗ ଲାପଟପ୍ , ମୂଲ୍ୟ ଏବଂ ଫିଚର୍ସ ବିଷୟରେ ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: ଡେଲ ଟେକ୍ନୋଲୋଜି ଏବଂ ଏହାର ସହାୟକ କମ୍ପାନୀ ଏଲିଏନୱେର୍ ଗୁରୁବାର ଦିନ ଭାରତର ୨୦୨୦ ର ୪ଟି ଗେମିଙ୍ଗ ଲାପଟପ୍ ଲଞ୍ଚ କରିଛି। ଏଲିଏନୱେର୍ M15 ଲାପଟପ୍ ର ମୂଲ୍ୟ ୧,୯୯,୯୯୦ ଟଙ୍କା | ଡେଲ G5 15 SE ଲାପଟପ୍ ୭୪,୯୯୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଡେଲ G3 15 ଲାପଟପ୍ ମୂଲ୍ୟ…

ୟୁପିଆଇ ଅଟୋ-ପେ ସୁବିଧା ଆରମ୍ଭ : ଇଏମଆଇ,ବିଲ ଏବଂ ମ୍ୟୁଚୁଆଲ୍ ଫଣ୍ଡ ପେମେଣ୍ଟ କରିପାରିବେ

ନୂଆଦିଲ୍ଲୀ: ୟୁପିଆଇ ଅଟୋ-ପେ ସୁବିଧା ଉନ୍ମୋଚିତ ହୋଇଛି: ୟୁପିଆଇ ଅଟୋ ପେ ବୈଶିଷ୍ଟ୍ୟ ଲଞ୍ଚ କରାଯାଇଛି | ଏହା ଅଧୀନରେ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଦେୟ ଦେଇପାରିବେ | ଏହି ଦେୟଗୁଡିକ ଇଏମଆଇ, ମୋବାଇଲ୍ ବିଲ୍ ଏବଂ ମ୍ୟୁଚୁଆଲ୍ ଫଣ୍ଡ ପାଇଁ ଦିଆଯିବ | ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ…

ସାମସଙ୍ଗ ଗାଲାକ୍ସି ଜେ ଫ୍ଲିପ୍ ୫ଜି ସ୍ମାର୍ଟଫୋନ୍ ଲଞ୍ଚ, ଆସନ୍ତୁ ଜାଣିବା ମୂଲ୍ୟ ଓ ଫିଚର୍ସ

ନୂଆଦିଲ୍ଲୀ : କୋରିଆ କମ୍ପାନୀ ସାମସଙ୍ଗ ଗାଲାକ୍ସି ଅନପ୍ୟାକ୍ ଇଭେଣ୍ଟରେ ଗାଲାକ୍ସି ଜେ ଫ୍ଲିପ୍ ୫ଜି ଉପସ୍ଥାପନ କରିବାକୁ ଥିଲା | କିନ୍ତୁ ବର୍ତ୍ତମାନ ଇଭେଣ୍ଟ ପୂର୍ବରୁ କମ୍ପାନୀ ଆନୁଷ୍ଠାନିକ ଭାବରେ ଏହି ସ୍ମାର୍ଟଫୋନ୍ ଲଞ୍ଚ କରିଛି। ଏହା ସହିତ ଗାଲାକ୍ସି ଜେ ଫ୍ଲିପ୍ ୫ଜି ର ମୂଲ୍ୟ ମଧ୍ୟ…

ପୃଥିବୀର ନିକଟତର ହେଉଛି ଜ୍ୱଳନ୍ତ ଗ୍ରହାଣୁପିଣ୍ଡ ୨୦୨୦-ଏନଡି

ନୂଆଦିଲ୍ଲୀ:ଶୁକ୍ରବାର ପୃଥିବୀର ନିକଟତର ହେବାକୁ ଯାଉଛି ଜ୍ୱଳନ୍ତ ଗ୍ରହାଣୁପିଣ୍ଡ ୨୦୨୦-ଏନଡି । ବର୍ତମାନ ଏହା ପୃଥିବୀଠାରୁ ୦.୦୩୪ ଆଷ୍ଟୋନୋମିକାଲ ୟୁନିଟ ଦୂରରେ ରହିଛି । ଏହା ପୃଥିବୀ ପାଇଁ ବିପଦ ସମ୍ଭାବନା ସୃଷ୍ଟି କରିପାରେ ବୋଲି ନାସା ଅନୁମାନ ବ୍ୟକ୍ତ କରିଛି । ଯଦି ବାୟୁମଣ୍ଡଳରେ ଘର୍ଷଣ…

ନଗମାଙ୍କ ମିଛକୁ ସମ୍ପୂର୍ଣ୍ଣ ଷ୍ଟାଇଲରେ ପଦାରେ ପକାଇଲେ କୁଇନ କଙ୍ଗନା

ମୁମ୍ବାଇ:ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ଘଟଣାରେ କୁଇନ କଙ୍ଗନା ରାନାୱତ ଖୋଲାଖୋଲି ଭାବେ ନେପଟୋଜିମକୁ ଏଥିପାଇଁ ଦାୟୀ କରିଛନ୍ତି । ତାଙ୍କର ଏହି ପଦକ୍ଷେପକୁ ଅନେକ ପ୍ରଶଂସା କରୁଥିବା ବେଳେ ବିରୋଧୀ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଦକ୍ଷିଣ ଭାରତ ଅଭିନେତ୍ରୀ ନଗମା…

କରୋନା ଓ ପ୍ରକୃତି ପୂଜା

ଏ ସୁନ୍ଦର ସୃଷ୍ଟିର ସ୍ରଷ୍ଟା ହେଉଛନ୍ତି ଈଶ୍ୱର । ଯେଉଁ ଈଶ୍ୱର ଏ ମଣିଷକୁ ମାଗଣାରେ ଜଳ, ପବନ, ଅନୁପମ ନୀଳ ଆକାଶ, ବାସ କରିବା ପାଇଁ ପ୍ରଶସ୍ତ ପୃଥିବୀ, ଉପକାରରେ ଆସୁଥିବା ଅନେକ ଗଛଲତା, ଚନ୍ଦ୍ର ଓ ସୂର୍ଯ୍ୟ ଆଦି ଉପହାର ସ୍ୱରୂପ ପ୍ରଦାନ କରିଛନ୍ତି ସେଇ ସର୍ବ ଶକ୍ତିମାନ ଈଶ୍ୱରଙ୍କୁ କେବଳ…

ପୋଲିସ-ମାଓବାଦୀ ଗୁଳିବିନିମୟ, ୨ ମାଓବାଦୀ ନିହତ

ଭୁବନେଶ୍ୱର: କନ୍ଧମାଳରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ପୋଲିସ ଗୁଳିରେ ୨ ଜଣ ମାଓବାଦୀ ନିହତ ହୋଇଛନ୍ତି । ଏନେଇ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅଭୟ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । We once again appeal to Maoists to lay down arms…

ମେଡିକାଲରେ ଭର୍ତ୍ତି ହେଲେ ରାଜ୍ୟପାଳ ଗଣେଶୀ ଲାଲ

ଭୁବନେଶ୍ୱର: ଓଡିଶା ରାଜ୍ୟପାଳ ଗଣେଶୀ ଲାଲ ଅସୁସ୍ଥ ହେବାରୁ ଗୁରୁବାର ଦିନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସରକାରୀ ସୂତ୍ରରୁ ପ୍ରକାଶ ଯେ, ରାଜ୍ୟପାଳ ଏବେ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତେବେ ତାଙ୍କର ରୁଟିନ୍ ଚେକ୍ ଅପ୍ କରାଯାଉଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟବସ୍ଥା…