୨ରୁ ୩ଦିନ ଭିତରେ ଗଞ୍ଜାମରେ ବଢିପାରେ କରୋନା ସଂକ୍ରମଣ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କୋଭିଡ-୧୯ ସଂକ୍ରମଣ ମାମଲା ଆଗାମୀ ୨ରୁ ୩ଦିନ ମଧ୍ୟରେ ବୃଦ୍ଧି ପାଇବ ବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଗୁରୁବାର ଦିନ କହିଛନ୍ତି।
ଜିଲ୍ଲାପାଳ ଆହୁରି ମଧ୍ୟ କହିଛନ୍ତି ଯେ ଡୋର୍ ଟୁ ଡୋର୍ ସ୍କ୍ରିନିଂ ଅଧିକ କରାଯାଉଥିବା ହେତୁ କରୋନାଭାଇରସ୍ ପଜିଟିଭ୍…