Latest Odisha News

BREAKING NEWS

Yearly Archives

2020

ଆୟ ବଢାଇବା ପାଇଁ ଭାରତୀୟ ରେଳବାଇ ର ନୂଆ ରଣନୀତି ପ୍ରସ୍ତୁତ, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

ନୂଆଦିଲ୍ଲୀ: ମାଲ ପରିବହନ ବୃଦ୍ଧି ପାଇଁ ଭାରତୀୟ ରେଳ ଏକ ନୂତନ ରଣନୀତି ପ୍ରସ୍ତୁତ କରିଛି। ନୂତନ ରଣନୀତି ଅନୁଯାୟୀ ରେଳ ମନ୍ତ୍ରଣାଳୟ ସମସ୍ତ ଜୋନ୍ ଏବଂ ବିଭାଗ ସ୍ତରରେ ବ୍ୟବସାୟ ବିକାଶ ୟୁନିଟ୍ (ବିଡିୟୁ) ସୃଷ୍ଟି କରିଛି। ବ୍ୟବସାୟ ବିକାଶ ୟୁନିଟ୍ (ବିଡିୟୁ) ରେଳ ମାଧ୍ୟମରେ ମାଲ ପରିବହନର…

ଜାପାନର ବୋୖଦ୍ଧ ମନ୍ଦିରରେ ରୋବଟ ପୂଜକ ପ୍ରସ୍ତୁତି ପାଇଁ ସାତ କୋଟି ଟଙ୍କା ଖର୍ଚ୍ଚ ହୋଇଛି

ଅନେକ ସମୟରେ ହୋଟେଲ ରେ ହେଉ ଅବା ଅଫିସ ରେ ରୋବଟ କାମ କରିବା ଦେଖିଥିବେ | ବଡ ବଡ ଦେଶ ସବୁ ଏଥିରେ ବିଭିନ୍ନ ପ୍ରକାରର ରିସର୍ଚ୍ଚ କରିବାକୁ ଲାଗିଛନ୍ତି | ଏଥିରୁ ଜାପାନ ବାଦ ପଡ଼ନ୍ତା କିପରି | ଏମିତିବି ଜାପାନ ନୂଆନୂଆ ଜିନିଷ ତିଆରି କରିବାରେ ସମସ୍ତଙ୍କଠାରୁ ଆଗରେ | ଏବେ ସେମିତି ଗୋଟେ ଖବର…

ପ୍ରିୟବ୍ରତ ପଟ୍ଟନାୟକଙ୍କ ବିୟୋଗରେ ଶୋକ ପ୍ରକାଶ କଲା ରାଜ୍ୟ ଆଇଏଏସ୍ ଅଫିସର୍ସ ସଂଘ

ଭୁବନେଶ୍ୱର: ଅବସରପ୍ରାପ୍ତ ଆଇଏଏସ୍ ଅଫିସର ପ୍ରିୟବ୍ରତ ପଟ୍ଟନାୟକଙ୍କ ବିୟୋଗରେ ରାଜ୍ୟ ଆଇଏଏସ୍ ଅଫିସର୍ସ ସଂଘ ଶୋକ ପ୍ରକାଶ କରିଛି । ସେ ଜଣେ ଉତ୍ସାହୀ, ହୃଦୟବାନ ଅଫିସର ଯାହାଙ୍କୁ ସିନିଅରମାନେ ସ୍ନେହ କରୁଥିଲେ ଓ ଜୁନିଅରମାନେ ସମ୍ମାନ ଜଣାଉଥିଲେ ବୋଲି ଆସୋସିଏସନ ପକ୍ଷରୁ କୁହାଯାଇଛି । ଏ…

ହୀତାଧିକାରୀଙ୍କୁ ମିଳିବ ୫ ମାସର ମାଗଣା ଚାଉଳ ଓ ଡାଲି

ଭୁବନେଶ୍ୱର: ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀ ପାଇବେ ୫ ମାସର ମାଗଣା ଚାଉଳ ଓ ଡାଲି । କରୋନା ସଂକ୍ରମଣ ଏବଂ ଏହାର ମୁକାବିଲା ପାଇଁ ଲକଡାଉନ୍ ଓ ସଟଡାଉନ୍ ଗରିବ ଲୋକଙ୍କ ଜୀବନ ଜୀବିକା ଉପରେ ବିଶେଷ ପ୍ରଭାବ ପକାଇଛି । ତେଣୁ ଗରିବ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଜୁଲାଇରୁ…

କଟକ ଓ ଖୋର୍ଦ୍ଧା ପାଇଁ ୩୦ କୋଟିର ପ୍ୟାକେଜ

ଭୁବନେଶ୍ୱର: ଗଂଜାମ ପରେ ଆଜି ଦୁଇ ଜିଲ୍ଲା କଟକ ଓ ଖୋର୍ଦ୍ଧା ର ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇ ଜିଲ୍ଲାର ସ୍ଥିତି ସମୀକ୍ଷା ପରେ କଟକ ଓ ଖୋର୍ଦ୍ଧା ଜିଲ୍ଲା ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ମୁକାବିଲା ନେଇ କଟକ ଜିଲ୍ଲା ଓ ଖୋର୍ଦ୍ଧା…

ବାଙ୍ଗାଲୋର ଗ୍ୟାସ ସିଲିଣ୍ଡର ଦୁର୍ଘଟଣା; ମୃତକଙ୍କ ପରିବାରକୁ ସହାୟତାର ହାତ ବଢାଇଲେ କନ୍ଧମାଳ ସାଂସଦ

ଭୁବନେଶ୍ୱର: ଗତ ୧୪ ତାରିଖରେ ବାଙ୍ଗାଲୋର ଠାରେ ଗ୍ୟାସ ସିଲିଣ୍ଡର ଦୁର୍ଘଟଣାରେ କନ୍ଧମାଳ ଜିଲ୍ଲାର ମୃତକଙ୍କ ପରିବାରକୁ ସହାୟତାର ହାତ ବଢାଇଛନ୍ତି କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ। ଦୁର୍ଘଟଣା ଘଟିବା ଖବର ଜାଣିବା ପରେ ଶ୍ରୀ ସାମନ୍ତ କନ୍ଧମାଳ ଜିଲ୍ଲା ପ୍ରଶାସନ ଓ ବାଙ୍ଗାଲୋରସ୍ଥିତ…

ଡାକ୍ତରଙ୍କ ଅବସର ବୟସ ୬୨ରୁ ୬୫ ବର୍ଷକୁ ବୃଦ୍ଧି

ଭୁବନେଶ୍ୱର: ଡାକ୍ତରଙ୍କ ଅବସର ବୟୟ ସୀମା ବୃଦ୍ଧି । ୬୨ରୁ ୬୫କୁ ବୃଦ୍ଧି କଲେ ରାଜ୍ୟ ସରକାର । କୋଭିଡ ପରିସ୍ଥିତିରେ ଡାକ୍ତରମାନଙ୍କ ଗୁରୁ ଦାୟିତ୍ବ ରହିଛି। ଏହାକୁ ଦୃଷ୍ଟିରେ ରଖି ଓଏଚଏମଏସ୍ କ୍ୟାଡରର ଡାକ୍ତରମାନଙ୍କ ଅବସର ବୟସକୁ ୬୨ ରୁ ୬୫ ବର୍ଷକୁ ବୃଦ୍ଧି କରାଯାଇଛି । ଏନେଇ…

ସର୍ଜିଲ ଇମାମଙ୍କୁ କରୋନା

ନୂଆଦିଲ୍ଲୀ: ବିବାଦୀୟ ଯୁବ ନେତା ସର୍ଜିଲ ଇମାମ କରୋନା ଭାଇରସ କବଳରେ ପଡିଛନ୍ତି । ଉତେଜନା ସୃଷ୍ଟି କାରୀ ଭାଷଣ ଦେବା ଅଭିଯୋଗରେ ସେ ଗିରଫ ହୋଇ ଗୌହାଟୀ ଜେଲରେ ଅଛନ୍ତି । କରୋନା ଆକ୍ରାନ୍ତ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ଜୁଲାଇ ୧୭ରେ ତାଙ୍କୁ ନେଇ ଆସୁଥିବା ସମସ୍ତ…

କୋରନା ଯୋଗୁ ଏବର୍ଷ ଅମରନାଥ ଯାତ୍ରା ବାତିଲ୍

ଜମ୍ମୁ କଶ୍ମୀର: କରୋନା ଟାଣିଲା ଲକ୍ଷ୍ମଣରେଖା । ଏବର୍ଷ ହେବନି ଅମରନାଥ ଯାତ୍ରା । ଭକ୍ତ ଓ ଭଗବାନଙ୍କ ମଧ୍ୟରେ କଣ୍ଟା ସାଜିଲା କରୋନା । ମହାମାରୀ ପାଇଁ ଚଳିତବର୍ଷ ଅମରନାଥ ଯାତ୍ରାକୁ ରଦ୍ଦ କରାଯାଇଛି । ଏନେଇ ସୂଚନା ଦେଇଛି ଅମରନାଥ ଶ୍ରାଇନ୍ ବୋର୍ଡ । ଜମ୍ମୁ କଶ୍ମୀର ଉପରାଜ୍ୟପାଳ ଗିରୀଶ…

ଆସାମରେ ଭୟଙ୍କର ବନ୍ୟା: ସହାୟତାର ହାତ ବଢ଼ାଇଲା ଜାତିସଂଘ

ଆସାମ: ଆସାମରେ ଭୟଙ୍କର ବନ୍ୟା ପରିସ୍ଥିତି । ଏପର୍ଯ୍ୟନ୍ତ କମିବାର ନାଁ ନେଉନାହିଁ । ସେଠାକାର ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି । ବନ୍ୟା ଦ୍ୱାରା ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଏଥିସହ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏଭଳି ସ୍ଥିତିରେ ବନ୍ୟା ପ୍ରଭାବିତ ଆସାମରେ ଭାରତ…