Latest Odisha News

BREAKING NEWS

Yearly Archives

2020

ସୁଚିନ୍ତିତ ଯୋଜନା ଅନୁସାରେ ପୁରୀରେ ଅପରାଧକୁ ନିୟନ୍ତ୍ରଣ କରାଯିବ :ଏସପି ଅଖିଳେଶ୍ୱର ସିଂ

ପୁରୀ:ପୁରୀରେ ଅପରାଧକୁ ହାର କମାଇବା ପାଇଁ ସୁଚିନ୍ତିତ ଯୋଜନା ଅନୁସାରେ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ଏସପି ଅଖିଳେଶ୍ୱର ସିଂ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏଥିନେଇ ବୁଦ୍ଧିଜୀବୀ, ସାମ୍ବାଦିକ ଓ ବିଭିନ୍ନ ଅନୁଷ୍ଠାନ ସହ ଆଲୋଚନା କରିବେ ବୋଲି କହିଛନ୍ତି । ମୁଁ…

କରୋନାରୁ ସୁସ୍ଥ ହେଲେ ୯୫ ବର୍ଷ ବୟସ୍କ ବୃଦ୍ଧ; ଅଭିବାଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: କରୋନା ବିରୋଧରେ ଲଢେଇ କରି ଗଞ୍ଜାମ ଜିଲ୍ଲାର ଜଣେ ୯୫ ବର୍ଷ ବୟସ୍କ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଗତ ଜୁଲାଇ ୧୮ରେ ସୋରଡା ବ୍ଲକ ଅନ୍ତର୍ଗତ ଚାକୁଣ୍ଡା ଗାଁର ଉଦୟନାଥ ବିସୋଇ ସୀତାପାଲ୍ଲୀର ଟାଟା…

ଗଞ୍ଜାମରେ ପ୍ଲାଜମା ଦେଲେ ୧୨୦ ପୋଲିସ ଅଧିକାରୀ

ବ୍ରହ୍ମପୁର: କରୋନାରୁ ସୁସ୍ଥ ହେବା ପରେ ଗଞ୍ଜାମ ଜିଲ୍ଲାର ୧୨୦ ଜଣ ପୋଲିସ ଅଧିକାରୀ ସ୍ୱେଚ୍ଛାକୃତ ଭାବେ ପ୍ଲାଜମା ଦାନ କରିଛନ୍ତି ବୋଲି ଗଞ୍ଜାମ ଏସପି ବ୍ରିଜେଶ ରାୟ ମଙ୍ଗଳବାର ଦିନ କହିଛନ୍ତି। ଏସପି ଆହୁରି ମଧ୍ୟ କହିଛନ୍ତି ଯେ ଜିଲ୍ଲାର ମୋଟ ୧୫୦ ଜଣ ପୋଲିସ ଏହି ଭାଇରସ ଦ୍ୱାରା…

ଗାଜିଆବାଦରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ପାଞ୍ଚ ଗିରଫ

ଗାଜିଆବାଦ: ଦୁଇ ଝିଅଙ୍କ ସାମ୍ନା ଜଣେ ସାମ୍ବାଦିକଙ୍କୁ ଗୁଳିମାଡ କରିବା ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି । ଗତକାଲି ବିଜୟ ନଗର ଅଂଚଳରେ ସାମ୍ବାଦିକ ବିକ୍ରମ ଯୋଶୀ ନିଜର ଦୁଇ ଝିଅଙ୍କ ସହ ଘରକୁ ଫେରୁଥିବା ବେଳେ ଏହି ଘଟଣା ଘଟିଥିଲା । ହଠାତ୍ ତାଙ୍କ ସାମ୍ନାରେ ପାଞ୍ଚ ଜଣ ବ୍ୟକ୍ତି…

ସୁସ୍ଥ ହେଲେ ଆଉ ୪୦୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ତୁଳନାରେ ବଢ଼ୁଛି ସୁସ୍ଥ ହାର । ଆଜି ପୁଣି ଆଉ ୪୦୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ମୋଟ ଆରୋଗ୍ୟଲାଭ କରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୦୯ରେ ପହଁଚିଛି । 5 from Jagatsinghpur 5 from Sonepur 4 each…

ଆସନ୍ତାକାଲି ଭୁବନେଶ୍ୱର ସାମ୍ବାଦିକଙ୍କର ଆଣ୍ଟିଜେନ୍ ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ କ୍ଷିପ୍ର ଗତିରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମଣ । ଏହି ସଂକ୍ରମଣରୁ କରୋନା ଯୋଦ୍ଧାମାନେ ମଧ୍ୟ ବାଦ୍ ପଡୁନାହାନ୍ତି । ସମସ୍ତଙ୍କୁ କବ୍‌ଜା କରି ନେଉଛି ଏହି କିଲର ଭାଇରସ । ଏହାରି ଭିତରେ ଆସନ୍ତାକାଲିଠାରୁ ଭୁବନେଶ୍ୱରରେ ସମସ୍ତ ସାମ୍ବାଦିକମାନଙ୍କ ରାପିଡ୍…

ପାଠକଙ୍କୁ ଖବରକାଗଜ ସହ ମାସ୍କ ଫ୍ରି

ଶ୍ରୀନଗର: କରୋନାଠାରୁ ରକ୍ଷା ପାଇବାର ଏକମାତ୍ର ଉପାୟ ହେଉଛି ସଚେତନତା । ଏଥିସହ ସାମାଜିକ ଦୂରତା ଓ ମାସ୍କ । ଏହି ଭାଇରସରୁ ବଂଚିବା ପାଇଁ ଏହା ନିହାତି ଜରୁରୀ । ତେବେ ଏହି ମହାମାରୀରୁ ଲୋକଙ୍କୁ ସଚେତନ କରିବା ଲାଗି ନିଜ ପାଠକଙ୍କୁ ତାଜା ଖବର ସହ ମାସ୍କ ଦେବାକୁ ଅଭିଯାନ ଆରମ୍ଭ କରିଛି ଏକ…

ଅଷ୍ଟ୍ରେଲିଆ ଗସ୍ତରେ ଟିମ୍ ଇଣ୍ଡିଆ ୧୪ ଦିନ କ୍ୱାରେଂଟାଇନରେ ରହିବେ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳ ଚଳିତ ବର୍ଷ ଶେଷ ଭାଗରେ ଅଷ୍ଟ୍ରେଲିଆ ଗସ୍ତରେ ଯିବ । ସେଠାରେ ୪ ଟେଷ୍ଟ ମ୍ୟାଚ ଖେଳାଯିବ । ତେବେ ଏଥିପାଇଁ ସେମାନଙ୍କୁ ୧୪ ଦିନ କ୍ୱାରେଂଟାଇନରେ ରହିବାକୁ ପଡିବ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିକ ହୋକଲେ କହିଛନ୍ତି ।…

ରାୟଗଡା କୋଲନରା ତହସିଲଦାରଙ୍କୁ କରୋନା, ତହସିଲ ଅଫିସ୍ ସିଲ୍

ରାୟଗଡା: ରାୟଗଡା ଜିଲ୍ଲା କୋଲନରାର ତହସିଲଦାର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏନେଇ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସୂଚନା ଦେଇଛନ୍ତି । କୋଲନରାର ତହସିଲଦାରଙ୍କ ସମେତ ୨ଜଣଙ୍କ କୋଭିଡ-୧୯ ରିପୋର୍ଟ ପଜିଟିଭ ଆସିଛି । ଏହାପରେ ସେମାନଙ୍କୁ କୋଭିଡ…

ବାଲୁକା କଳାରେ ଭେଟେରାନ୍ ଅଭିନେତା ବିଜୟ ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳୀ

ଭୁବନେଶ୍ୱର: ଓଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସ୍ୱର୍ଗତଃ ବିଜୟ ମହାନ୍ତିଙ୍କର ଶେଷକୃତ୍ୟ ମଙ୍ଗଳବାର ଦିନ ସମ୍ପନ୍ନ ହୋଇଯାଇଛି । ଏହି ବର୍ଷିୟାନ୍ ଅଭିନେତାଙ୍କ ଦେହାନ୍ତରେ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି । ଏହି ଅବସରରେ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ମାନସ କୁମାର…