Latest Odisha News

BREAKING NEWS

Yearly Archives

2020

ଚିନ୍ତା ବଢ଼ାଉଛି ଲୋକାଲ୍ କେସ, ୭ ଦିନରେ ୧୪୮୧ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କରୋନା ମାଡ଼ି ମାଡ଼ି ଚାଲିଛି । ୧୮ ହଜାର ଡେଇଁଲାଣି ସଂକ୍ରମିତଙ୍କ ସଂଖ୍ୟା । ଗଞ୍ଜାମ ଜିଲ୍ଲାରେ ସ୍ଥିତି ସଙ୍ଗୀନ । ଖୋର୍ଦ୍ଧା, କଟକ, ଯାଜପୁରରେ କାୟା ବିସ୍ତାର କରୁଛି କରୋନା । ଜୁଲାଇରେ ଟେନସନ୍ ହୋଇଛି ଲୋକାଲ କେସ । ପ୍ରତିଦିନ ଗଣ୍ଡା ଗଣ୍ଡା ଲୋକାଲ୍ କଣ୍ଟାକ୍ଟ…

କରୋନାର କରୁଣ ଚିତ୍ର, ଶବକୁ ମିଳିଲାନି କାନ୍ଧ

ଗଞ୍ଜାମ: କରୋନାର କରୁଣ ଚିତ୍ର । ଶବକୁ ମିଳିଲାନି କାନ୍ଧ । ସଂକ୍ରମଣ ଭୟରେ କେହିବି ପାଖ ତଡ ମାଡିଲେନି । ଶେଷରେ ଟ୍ରଲିରେ ବୁହା ହେଲା ମୃତଦେହ । ଗଞ୍ଜାମ ଜିଲ୍ଲା ବୁଗୁଡା ଏନ୍‌ଏସି ଅଂଚଳରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ବୁଗୁଡ଼ା ଅଂଚଳର ଜଣେ ଯୁବ ବ୍ୟବସାୟୀଙ୍କ ୮ରୁ ୧୦ ଦିନ…

କରୋନାରୁ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗଦେଲେ ୯୫ ପୋଲିସ

କଟକ: କରୋନାରୁ ସୁସ୍ଥ ହେବା ପରେ ଡ୍ୟୁଟିରେ ଯୋଗ ଦେଇଥିବା ୯୫ ପୋଲିସ୍ କର୍ମଚାରୀଙ୍କୁ ସୋମବାର ଦିନ ଓଡିଶା (ଡିଜିପି) ଅଭୟ ସୋମବାର ଦିନ ପ୍ରଶଂସା କରିବା ସହ ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛନ୍ତି। ଏନେଇ ଟ୍ୱିଟ୍ କରିଛନ୍ତି ଡିଜିପି ।…

ଟ୍ବିନସିଟିରେ ଦାୟିତ୍ଵ ନେଲେ ୨ ନୂଆ ଡିସିପି

ଭୁବନେଶ୍ୱର: ଓଡ଼ିଶା କ୍ୟାଡରର ଦୁଇଜଣ ବରିଷ୍ଠ ଆଇପିଏସ୍ ଅଧିକାରୀ ଉମାଶଙ୍କର ଦାଶ ଏବଂ ପ୍ରତୀକ ସିଂ ସୋମବାର ଦିନ ଭୁବନେଶ୍ୱର ଓ କଟକ ପୋଲିସର ନୂଆ ଡେପୁଟି କମିଶନର ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି। ପୂର୍ବତନ ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁ ନୂଆ ଡିସିପି ଉମାଶଙ୍କର ଦାଶଙ୍କୁ…

ଜାଣନ୍ତୁ, କ’ଣ କହୁଛି ଗ୍ୟାଙ୍ଗଷ୍ଟାର ବିକାଶ ଦୁବେର ପୋଷ୍ଟମର୍ଟମ ରିପୋର୍ଟ

କାନପୁର: ଉତ୍ତରପ୍ରଦେଶ କାନପୁରର କୁଖ୍ୟାତ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେର ପୋଷ୍ଟମର୍ଟମ ରିପୋର୍ଟ ସୋମବାର ଦିନ ସାମନାକୁ ଆସିଛି । ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ ବିକାଶ ଶରୀରରେ ପାଖାପାଖି ୧୦ଟି କ୍ଷତ ସ୍ଥାନ ସୃଷ୍ଟି ହୋଇଥିଲା । ଯେଉଁଥିରେ ଗୁଳି ବାଜିବାରୁ ୬ଟି ଜାଗାରେ ଆଘାତ ଲାଗିଥିଲା…

ଜୁଲାଇ ୩୧; ଓଟିଟି ପ୍ଲାଟଫର୍ମରେ ଏକାଠି ରିିଲିଜ୍ ହେବ ୪ଟି ଫିଲ୍ମ !

ମୁମ୍ବାଇ: ଜୁନ୍ ମାସରୁ ବଲିଉଡ ଆରମ୍ଭ କରିଥିଲା ଫିଲ୍ମର ଡିଜିଟାଲ ପ୍ରିମିଅର । କରୋନା ପାଇଁ ସିନେମା ହଲ୍‌ଠୁ ଆରମ୍ଭ କରି ମଲ୍‌ଟିପ୍ଲେକସ୍ ବି ବନ୍ଦ ପଡିଥିଲା । ପୂର୍ବରୁ ଗୋଟିଏ ଦିନରେ ଏକାଧିକ ଫିଲ୍ମ ରିିଲିଜ ହେବା କିଛି ବଡ କଥା ନଥିଲା । ହେଲେ ଓଟିଟି ପ୍ଲାଟଫର୍ମରେ ପ୍ରଥମ ଥର ପାଇଁ ଏକାଠି…

କଟକରେ ୩୨ ନୂଆ କରୋନା ପଜିଟିଭ ଚିହ୍ନଟ

କଟକ: କଟକରେ ସୋମବାର ଦିନ ୩୨ ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ଯାହାକୁ ମିଶାଇ କଟକରେ ମୋଟ୍ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ୧୨୪୩ରେ ପହଞ୍ଚିଛି। ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କଟକ ପ୍ରଶାସନ । ଉକ୍ତ ଟ୍ୱିଟ ଅନୁଯାୟୀ କଟକ ଜିଲ୍ଲାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ…

ସମୁଦ୍ର ମଧ୍ୟରେ ପଂହଚିଲା କରୋନା, ଚିନ୍ତାରେ ସାରା ଦୁନିଆ

ବୁଏନ୍ସ ଏରିସ୍‌: କରୋନା ଭାଇରସ ବୈଜ୍ଞାନିକମାନଙ୍କ ପାଇଁ ଏବେ ବି ରହସ୍ୟ ସାଜିଛି କହିଲେ ଭୁଲ ହେବନି । ସମସ୍ତ ପ୍ରକାର ବ୍ୟବସ୍ଥା ସତ୍ୱେ କରୋନା ଭାଇରସ ସମୁଦ୍ର ମଧ୍ୟରେ କିପରି ପଂହଚିଲା ତାହା ଏବେ ଚିନ୍ତାର କାରଣ ହୋଇଛି । ରିପୋର୍ଟ ମୁତାବକ ଦକ୍ଷିଣ ଆମେରିକାର ଆର୍ଜେଂଟିନାରେ ଏହିଭଳି ଘଟଣା…

ଆସୁଛି ସୁଶାନ୍ତ ସିଂ ରାଜପୁତଙ୍କ ବାୟୋପିକ୍ “ସୁଇସାଇଡ୍ ଅର୍ ମର୍ଡର୍”

ମୁମ୍ବାଇ: ବଲିଉଡ ଆକ୍ଟର ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣା ସାରା ଦେଶକୁ ଦୋହଲାଇଦେଇଥିଲା । ତାଙ୍କ ମୃତ୍ୟୁ ପରେ ସୁଶାନ୍ତଙ୍କ ଭଳି ଦେଖାଯାଉଥିବା ସଚ୍ଚିନ ତିୱାରୀଙ୍କ ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ଖୁବ୍‌ଶୀଘ୍ର ସଚ୍ଚିନ ତିୱାରୀ ବିଜୟ ଶେଖର ଗୁପ୍ତାଙ୍କ…

ରାଉରକେଲାରୁ ଚିହ୍ନଟ ନୂଆ କରୋନା ଆକ୍ରାନ୍ତ ସମ୍ପର୍କରେ ଜାଣନ୍ତୁ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୧୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ।…