ଜନ୍ମଦିନ ଅବସରରେ ଜାଣନ୍ତୁ ନସିରୁଦ୍ଦିନଙ୍କ ଜୀବନୀ ସମ୍ପର୍କରେ…
ମୁମ୍ବାଇ: ବଲିଉଡ ଅଭିନେତା ନସିରୁଦ୍ଦିନ ଶାହା ୭୦ ବର୍ଷରେ ପଦାର୍ପଣ କରିଛନ୍ତି । ୧୯୫୦ ମସିହା ଜୁଲାଇ ୨୦ ତାରିଖରେ ସେ ଉତ୍ତର ପ୍ରଦେଶର ବାରବାଙ୍କିର ଜନ୍ମ ଗ୍ରହଣ କରିଥିଲେ ।
୧୯୭୫ ମସିହାରେ ରିଲିଜ ହୋଇଥିବା ବଲିଉଡ ଫିଲ୍ମ ‘ନିଶାନ୍ତ’ ଜରିଆରେ ସେ ନିଜର ପେଶାଦାର ଫିଲ୍ମି କ୍ୟାରିୟର୍…