ଏକ ଚମତ୍କାରୀ ଶିବଲିଙ୍ଗ: ଯେଉଁଠି ଆପଣାଛାଏଁ ହୁଏ ଜଳାଭିଷେକ
ଭୁବନେଶ୍ୱର: ଶିବ ଓ ଚମତ୍କାରିତା ପରସ୍ପର ପରିପୁରକ । ଯେଉଁଠି ଶିବ ସେଇଠି ଚମତ୍କାର। ସେହିଭଳି ଶିବଙ୍କ ଚମତ୍କାରର ଏକ ଅଦ୍ଭୁତ ଉଦାହରଣ ଦେଖିବାକୁ ମିଳେ ଝାଡଖଣ୍ଡର ରାମଗଡଠୁ ୮ କି.ମି ଦୂରରେ ଅବସ୍ଥିତ ଶିବମନ୍ଦିରରେ । ଏହି ମନ୍ଦିରଟି ଚୋଟୀ ଝରଣା ନାମରେ ପ୍ରସିଦ୍ଧି ଅର୍ଜନ କରିଛି ।
ଏଠାରେ…