Latest Odisha News

BREAKING NEWS

Yearly Archives

2021

ନେପାଳ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ: ନେପାଳ ପ୍ରଧାନମନ୍ତ୍ରୀଙ୍କୁ ମିଳିଲା ହତ୍ୟା ଧମକ। ନେପାଳରେ ଚାଲିଥିବା ରାଜନୈତିକ ଅସ୍ଥିରତାକୁ କେନ୍ଦ୍ର କରି ଏଭଳି ଆକ୍ରମଣାତ୍ମକ ଧମକ ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇଥିବା ସୂଚନା ମିଳିଛି। ରାଜନୈତିକ ହଟ୍ଟଗୋଳ ମଧ୍ୟରେ ବିରୋଧୀ ନେପାଳ କଂଗ୍ରେସର ଜଣେ ପ୍ରାଦେଶିକ ଆଇନଜୀବୀ…

କିନ୍ନରଙ୍କୁ ମିଳିବ ଓଡ଼ିଶା ପୋଲିସରେ ନିଯୁକ୍ତି, ମୁଖ୍ୟ ସ୍ରୋତରେ ସାମିଲ ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର: କିନ୍ନର କରିବେ ପୋଲିସ ଚାକିରି । ଓଡ଼ିଶା ପୋଲିସରେ ସବ-ଇନିସପେକ୍ଟର ଭାବରେ ସେମାନଙ୍କୁ ନିଯୁକ୍ତି ମିଳିବ । ପୋଲିସ ଏସଆଇ ପଦବୀରେ ନିଯୁକ୍ତି ପାଇଁ ରାଜ୍ୟ ସରକାର ଜାରି କରିଛନ୍ତି ବିଜ୍ଞପ୍ତି । ଏଥିରେ ଟ୍ରାନ୍ସଜେଣ୍ଡର ବି ଆବେଦନ କରିପାରିବେ ବୋଲି ଉଲ୍ଲେଖ ରହିଛି । ତେବେ…

ଟିକା ନ ନେଲେ ବ୍ଲକ୍‌ ହୋଇଯିବ ସିମ୍‌ କାର୍ଡ

ନୂଆଦିଲ୍ଲୀ: ଟିକାକରଣକୁ ନେଇ ଏକ ନୂଆ ଉପାୟ ବାହାର କରିଛନ୍ତି ପାକିସ୍ତାନ ପଞ୍ଜାବର ପ୍ରାଦେଶିକ ସରକାର। ରିପୋର୍ଟ ମୁତାବକ ଯେଉଁ ବ୍ୟକ୍ତି ଟିକା ନେବାକୁ ମନା କରିବେ ସେମାନଙ୍କ ସିମ୍ କାର୍ଡକୁ ବ୍ଲକ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ସୂଚନା ଅନୁଯାୟୀ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର…

ଓଡ଼ିଶା ପୋଲିସରେ ୪୭୭ SI ପଦ ପାଇଁ ବାହାରିଲା ନିଯୁକ୍ତି, ଟ୍ରାନ୍ସଜେଣ୍ଡର କରିପାରିବେ ଆବେଦନ

କଟକ: ଓଡ଼ିଶା ପୋଲିସରେ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର । ୪୭୭ ସବ-ଇନିସପେକ୍ଟର (ଝଓ) ପଦବୀ ପାଇଁ ନିଯୁକ୍ତି ବାହାରିଛି । ଜାରି ହୋଇଛି ବିଜ୍ଞପ୍ତି । ଏନେଇ ଓଡ଼ିଶା ପୋଲିସ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଅନଲାଇନରେ ଆବେଦନ କରିବେ ଆଶାୟୀ । ଆପାତତଃ ୨୨ ତାରିଖ ସକାଳ ୯ଟାରୁ…

କିଛି ଲୋକଙ୍କଠାରେ ଟିକା ନେବା ପରେ କାହିଁକି ଦେଖାଯାଏ ପାର୍ଶ୍ୱ ପ୍ରତିକ୍ରିୟା?

ନୂଆଦିଲ୍ଲୀ: କରୋନା ଟିକା ନେବା ପରେ ଅନେକ ଲୋକଙ୍କଠାରେ ଥକ୍କା, ଜ୍ୱର, ମୁଣ୍ଡବିନ୍ଧା, ଶରୀରରେ ଯନ୍ତ୍ରଣା, ବାନ୍ତି ଭଳି ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଛି। କିନ୍ତୁ କିଛି ଲୋକଙ୍କଠାରେ କୌଣସି ପ୍ରତିକ୍ରିୟା ଦେଖାଯାଉ ନଥିବା ମଧ୍ୟ ଜଣାପଡ଼ିଛି। ତେବେ, କାହିଁକି କୋଭିଡ-୧୯ ଟିକା…

ଫିଲ୍ମ ‘କୁଛ୍‌ କୁଛ୍‌ ହୋତା ହୈ’ ପାଇଁ ପ୍ରଥମ ପସନ୍ଦ ଥିଲେ ଐଶ୍ୱର୍ଯ୍ୟା!

ନୂଆଦିଲ୍ଲୀ: ଚଳଚ୍ଚିତ୍ର ନିର୍ଦ୍ଦେଶକ କରଣ ଜୋହରଙ୍କ ନିର୍ଦ୍ଦେଶିତ ଫିଲ୍ମ 'କୁଛ୍‌ କୁଛ୍‌ ହୋତା ହେ' ପାଇଁ ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କୁ ବି ମିଳିଥିଲା ଚାନ୍ସ୍‌। ହେଲେ ଫିଲ୍ମରେ ଅଭିନୟ ପାଇଁ ଐଶ୍ୱର୍ଯ୍ୟା ମନା କରିଦେଇଥିଲେ। ଏମିତି ଏକ ଖବର ଏବେ ସାମ୍‌ନାକୁ ଆସିଛି।…

ପ୍ରଥମ ପର୍ଯ୍ୟାୟ ଅନଲକରେ ଖୋଲିପାରେ ଓଡ଼ିଶାର ଏସବୁ ଜିଲ୍ଲା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମୁଛି । ୧୭ ତାରିଖରୁ ଆରମ୍ଭ ହୋଇପାରେ ପର୍ଯ୍ୟାୟ କ୍ରମେ ଅନଲକ୍ ପ୍ରକ୍ରିୟା । ସଂକ୍ରମଣ ହାର କମୁଥିବା ଜିଲ୍ଲାରେ ଅନଲକ୍ ପ୍ରକ୍ରିୟା ନେଇ ବିଚାର କରାଯାଉଥିବା କହିଥିଲେ ମୁଖ୍ୟମନ୍ତ୍ରୀ । ଏବେ ରାଜ୍ୟର କରୋନା ଗ୍ରାଫ ଦର୍ଶାଉଛି, ପ୍ରଥମ ପର୍ଯ୍ୟାୟ…

ଦୀର୍ଘ ୭୦ ଦିନ ପରେ ଦେଶରେ ଖସିଲା ଦୈନିକ ସଂକ୍ରମଣ, ୮୪ ହଜାର ପଜିଟିଭ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ସାରା ଦେଶରେ ୮୪,୩୩୨ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଦୀର୍ଘ ୭୦ ଦିନ ପରେ ସଂକ୍ରମଣ ମାମଲା ଖସିଥିବା ନଜର ଆସିଛି। ଏହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୯୩ ଲକ୍ଷ ୫୯ ହଜାର ୧୫୫କୁ ବୃଦ୍ଧି ପାଇଛି।…

କରୋନା ସେକେଣ୍ଡ ଓ୍ୱେଭ୍ ଦେଶରୁ ନେଲାଣି ୭୧୯ ଡାକ୍ତରଙ୍କ ଜୀବନ, ଓଡ଼ିଶାରୁ ୨୮

ନୂଆଦିଲ୍ଲୀ: କରୋନାର ସେକେଣ୍ଡ ଓ୍ୱେଭ୍ ଦେଶରେ ମୃତ୍ୟୁସଂଖ୍ୟାରେ ସୁନାମୀ ଆଣିଛି । ୨ଲକ୍ଷ ଲୋକ ପ୍ରାଣ ହରାଇଥିବା ବେଳେ ଲକ୍ଷ ଲକ୍ଷ ସଂକ୍ରମିତ ହୋଇଛନ୍ତି । ବାଦ ପଡ଼ି ନାହାନ୍ତି ଡାକ୍ତର । ଦ୍ୱିତୀୟ ଲହରରେ କେବଳ ଦେଶରୁ ୭୧୯ ଜଣ ଡାକ୍ତର ପ୍ରାଣ ହରାଇଛନ୍ତି । ଏମାନଙ୍କ ଭିତରେ ଅଛନ୍ତି…

ଜୁନ୍ ୨୬ରେ‌ ସବୁ ରାଜଭବନ ଘେରାଉ କରିବ କୃଷକ ମୋର୍ଚ୍ଚା

ନୂଆଦିଲ୍ଲୀ: ଜୁନ୍ ୨୬ରେ‌ ଦେଶର ସବୁ ରାଜଭବନ ଘେରାଉ କରିବ ବୋଲି ଡାକରା ଦେଇଛି ସଂଯୁକ୍ତ କୃଷକ ମୋର୍ଚ୍ଚା। ଦେଶର ୪୦ରୁ ଅଧିକ କୃଷକ ସଙ୍ଗଠନର ନେତୃତ୍ବ ନେଇଥାଏ ସଂଯୁକ୍ତ କିସାନ ମୋର୍ଚ୍ଚା। ୩ ନୂଆ କେନ୍ଦ୍ରୀୟ କୃଷି ଆଇନ ବିରୁଦ୍ଧରେ ସାତ ମାସର ବିରୋଧର ଏକ ପ୍ରତୀକ ଭାବେ ଜୁନ୍ ୨୬ ରେ…