Latest Odisha News

BREAKING NEWS

Yearly Archives

2021

କମୁଛି ରେଡ୍, ବଢୁଛି ଗ୍ରୀନ୍ ଜୋନ୍: କରୋନା ମାନଚିତ୍ରରେ ବଦଳୁଛି ଓଡ଼ିଶା ରଙ୍ଗ

ଭୁବନେଶ୍ୱର: ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ କମୁଛି । ଖସୁଛି ପଜିଟିଭ୍ ହାର । ଆକ୍ଟିଭ କେସ୍ ବି କମ୍ରାଗତ ହ୍ରାସ ପାଉଛି । କରୋନା କାୟା କାବୁ ପାଉଥିବା ବେଳେ କରୋନା ମାନଚିତ୍ରରେ ରଙ୍ଗ ବଦଳାଉଛି ଓଡ଼ିଶା । କମୁଛି ରେଡ୍ ଜୋନ୍ । ବଢୁଛି ଗ୍ରୀନ୍ ଜୋନ୍ ଜିଲ୍ଲା । ଆଜି ରାଜ୍ୟରେ ୧୨ ଜିଲ୍ଲା…

ଓଡ଼ିଶାରୁ କରୋନା ନେଲା ରେକର୍ଡ ୪୭ ଜୀବନ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର: କରୋନା ମୃତ୍ୟୁରେ ବ୍ରେକ ଲାଗି ପାରୁନି । ୪୦ରୁ ଖସୁନି । ଗତ ୨୪ ଘଣ୍ଟାରେ ରେକର୍ଡ ୪୭ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଯାହାକି ବର୍ତ୍ତମାନ ସୁଦ୍ଧା ସର୍ବାଧିକ । ୧୭ ଜିଲ୍ଲାରୁ ଚିକିତ୍ସାଧୀନ ଅବସ୍ଥାରେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୬ ଓ କଟକରୁ କରୋନା…

ଓଡ଼ିଶାରେ ନିମ୍ନଗାମୀ କରୋନା ଗ୍ରାଫ: ଆଜି ୪୮୫୨ ପଜିଟିଭ୍, ୧୫ ଜିଲ୍ଲାରେ ଶହେରୁ କମ୍ ଆକ୍ରାନ୍ତ

ଭୁବନେଶ୍ୱର: ଓଡ଼ିଶାରେ ତଳକୁ ତଳକୁ ଖସୁଛି କରୋନା ଗ୍ରାଫ । ସେକେଣ୍ଡ ଓ୍ୱେଭରେ ପ୍ରଥମ ଥର ପାଞ୍ଚ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪ହଜାର ୮୫୨ ପଜିଟିଭ୍ । ଏହି ସମୟରେ ୬୭ ହଜାର ୧୨୨ ଟେଷ୍ଟ ହୋଇଛି । କ୍ୱାରେଣ୍ଟାଇନରୁ ୨ହଜାର ୭୬୫ ଓ ଲୋକାଲ୍ କଣ୍ଟାକ୍ଟ…

ମେହୁଲ ଚୋକସୀଙ୍କୁ ବେଲ୍ ଦେଲେନି ଡୋମିନିକା ହାଇକୋର୍ଟ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଠକେଇ ମାମଲାରେ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସୀଙ୍କୁ ପୁଣି ଥରେ ମିଳିଲାନି ବେଲ୍ । ତାଙ୍କର ଜାମିନ ଆବେଦନକୁ ଖାରଜ କରିଛନ୍ତି ଡୋମିନିକା ହାଇକୋର୍ଟ । ଫ୍ଲାଇଟ୍ ରିସ୍କ ଥିବା ଦର୍ଶାଇ ଜାମିନ ଆବେଦନ ଖାରଜ ହୋଇଛି । ତାଙ୍କ ଓକିଲ କୋର୍ଟରେ…

କବିତା : ବିବଶତା

ସୁଜିତ କୁମାର ସତପଥି   ଯୋଉଠି ଘଡ଼ିଏ ଅଟକି ଯାଏ ଯାହାକୁ ଅତିକ୍ରମି ଗୋଟେ ନିଶ୍ବାସରେ ଧାଇଁଯାଏ ତାହା ମୋର ବିବଶତା ନୁହଁ । ମୋର ବିବଶତା ଏହା ଯେ ସଠିକ୍ ଭାବେ ମୁଁ ଚିହ୍ନିପାରିଲିନି ପାଦକୁ କି ଜାଣିପାରିଲିନି ଯେ ଏ ରାସ୍ତା କୋଉଠିକୁ ଯାଏ । ଚାଲୁ ଚାଲୁ ସେମିତି ଭେଟହୁଏ…

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବିଷ୍ଣୁପଦ ସେଠୀଙ୍କ କବିତା ସଙ୍କଳନ ଉନ୍ମୋଚିତ

ଭୁବନେଶ୍ୱର : ବରିଷ୍ଠ ପ୍ରଶାସନିକ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଇଂରାଜୀ କବିତା ସଙ୍କଳନ "ବିୟଣ୍ଡ ହିଅର ଆଣ୍ଡ ଅଦର ପୋଏମ୍ସ " ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଉନ୍ମୋଚିତ ହୋଇ ଯାଇଛି । ନୂଆଦିଲ୍ଲୀର ହର ଆନନ୍ଦ ପବ୍ଲିକେଶନ ଦ୍ବାରା ପ୍ରକାଶିତ ଏହି କବିତା ସଙ୍କଳନରେ ସମୁଦାୟ ୬୧ ଟି…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

 ଆଜିର ରାଶିଫଳ ତା ୧୨-୬-୨୦୨୧ ଶନିବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଜୁନ ତା ୧୨ରିଖ ଶନିବାର ବୃଷ ୨୯ ଦିନ ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଦ୍ଵିତୀୟା ତିଥି ଆଦ୍ରା ନକ୍ଷତ୍ର ମିଥୁନ ଚନ୍ଦ୍ର ଘାତ ବାର- ବୃଷ ସିଂହ ଓ କନ୍ୟା ରାଶିର ଘାତ ଚନ୍ଦ୍ର- କନ୍ୟା ରାଶି ପୁରୁଷ, ବିଛା ଓ…

ଆସନ୍ତାକାଲି ଅନୁଷ୍ଠିତ ହେବ କୁଳପତି ସମ୍ମିଳନୀ

ଭୁବନେଶ୍ବର : ଆସନ୍ତାକାଲି ଅନୁଷ୍ଠିତ ହେବ କୁଳପତି ସମ୍ମିଳନୀ । ଉଚ୍ଚ ଶିକ୍ଷା ବିଭାଗ ଅଧିନରେ ଆସୁଥିବା ରାଜ୍ୟର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟ କୁଳପତି ଏହି ବୈଠକରେ ସାମିଲ ହେବେ । ତେବେ କରୋନା ପାଇଁ ଭର୍ଚୁଆଲ ମୋଡରେ ସକାଳ ୧୦ଟାରେ ସମ୍ମିଳନୀ ଆରମ୍ଭ ହେବ । କରୋନା ଭଳି ମହାମାରୀ…

ବଡ଼ ଧରଣର ଆତଙ୍କୀ ଯୋଜନାର ପର୍ଦ୍ଦାଫାଶ କଲା ପଞ୍ଜାବ ପୋଲିସ

ଚଣ୍ଡିଗଡ : ଏକ ବଡ଼ ଧରଣର ଆତଙ୍କୀ ଯୋଜନା ପଣ୍ଡ କରିଛି ପଞ୍ଜାବ ପୋଲିସ । ଗୁରୁବାର ରାତିରେ ଏନେଇ ଯୋଜନା ଚାଲିଥିବା ବେଳେ, ଛାପା ମାରିଥିଲା ପୋଲିସ । ଘଟଣାସ୍ଥଳରୁ ବିପୁଳ ପରିମାଣରେ ମାରଣାସ୍ତ୍ର ଜବତ କରିଛି ପୋଲିସ । ଏଥିସହ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତର…

ପୁଣି ସୋନୁଙ୍କ ବଦାନ୍ୟତା

ଜାଲୋର: ପୁଣି ସୋନୁଙ୍କ ବଦାନ୍ୟତା । ଲକ୍ ଡାଉନ ସଟଡାଉନ୍ ସମୟରୁ ଲୋକଙ୍କୁ ସହଯୋଗ କରୁଥିବା ସୋନୁ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଜଣେ ଗରିବ ଦିନ ମଜୁରୀଆଙ୍କ ପିଲାର ଚିକିତ୍ସା ପାଇଁ ସହଯୋଗର ହାତ ବଢାଇଛନ୍ତି ସୋନୁ । ରାଜସ୍ଥାନ ଜାଲୋରର ଶିଶୁ ସମ୍ପର୍କରେ ସୋନୁ ସୁଦଙ୍କୁ ଟ୍ୱିଟ କରି…