ଦୋସ୍ତାନା ୨’ ଏବଂ ‘ଗୁଡ୍ ବାଏ ଫ୍ରେଡି’ ପରେ କାର୍ତ୍ତିକଙ୍କ ହାତରୁ ଚାଲିଗଲା ଆଉ ଏକ ଫିଲ୍ମ?
ମୁମ୍ବାଇ: ଫିଲ୍ମ ଦୋସ୍ତାନା ୨ ଏବଂ ଗୁଡ୍ ବାଏ ଫ୍ରେଡି ପରେ କାର୍ତ୍ତିକ ଆର୍ଯ୍ୟନ୍ ହାତରୁ ଚାଲିଗଲା ବିଗ୍ ବଜେଟ୍ ମୁଭି! ଆଉ ଏକ ବଡ଼ ସୁଯୋଗରୁ ବଞ୍ଚିତ ହୋଇଛନ୍ତି କି କାର୍ତ୍ତିକ? ରିପୋର୍ଟ ଅନୁଯାୟୀ, କାର୍ତ୍ତିକ ଆନନ୍ଦ ଏଲ ରାୟଙ୍କ ଗ୍ୟାଙ୍ଗଷ୍ଟର ଚଳଚ୍ଚିତ୍ରର ଅଂଶ ନୁହଁନ୍ତି। ଏହି…