Latest Odisha News

BREAKING NEWS

Yearly Archives

2021

ଧାମରାରେ କରାଳ ରୂପ ଦେଖାଉଛି ବାତ୍ୟା ୟାସ୍, ଦେଖନ୍ତୁ ଭିଡିଓ

ଭଦ୍ରକ: ଧାମରା ମୁହାଁ ହୋଇଛି ବାତ୍ୟା ୟାସ୍ । ଲାଣ୍ଡଫଲ୍ କରିବା ପୂର୍ବରୁ ଭଦ୍ରକ ଜିଲ୍ଲାରେ କରାଳ ରୂପ ଦେଖାଇବା ଆରମ୍ଭ କରିଛି ବାତ୍ୟା । ଘୂ ଘୂ ଗର୍ଜନ ଛାଡୁଛି ସମୁଦ୍ର । ଛାତି ଥରାଇବା ଭଳି ଶବ୍ଦ । ସାଇଁ ସାଇଁ ହୋଇ ବହୁଛି ପବନ । ବାତ୍ୟା ଯେତିକି ଆଗକୁ ବଢୁଛି ସେତିକି ବଢୁଛି ପବନର ବେଗ ।…

‘ୟାସ୍’ ତାଣ୍ଡବ; କେନ୍ଦୁଝରରେ ଗଛ ପଡ଼ି ଜଣେ ମୃତ, ବାଲେଶ୍ୱରରେ ଭଙ୍ଗା ଘରେ ଫଶିଛି କୁନି ପୁଅ

ଭୁବନେଶ୍ୱର: ଉତ୍ତର ଉପକୂଳ ଓଡ଼ିଶାରେ ଅତି ଭୀଷଣ ବାତ୍ୟା ‘ୟାସ୍’ର ତାଣ୍ଡବ ଲାଗି ରହିଛି । କେନ୍ଦ୍ରାପଡ଼ାରୁ କେନ୍ଦୁଝର ସବୁଠୁ ବର୍ଷା ସହ ପବନର ବେଗ ବଢ଼ିବାରେ ଲାଗିଛି । କେନ୍ଦୁଝରରେ ବାତ୍ୟା ପବନରେ ଗଛପଡ଼ି ଯାଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଆନନ୍ଦପୁର ବ୍ଲକ ପଞ୍ଚପଲ୍ଲୀ ଗାଁରେ…

ଧାମରାରୁ ମାତ୍ର ୪୦ କିଲୋମିଟର ଦୂରରେ ବାତ୍ୟା ‘ୟାସ୍’

ଭୁବନେଶ୍ୱର: ସ୍ଥଳଭାଗ ମୁହାଁ ବାତ୍ୟା ‘ୟାସ୍’ । ବଙ୍ଗୋପସାଗରରେ ବଳ ଗୋଟାଇ ବିଗତ ୬ ଘଣ୍ଟା ହେଲା ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଉତ୍ତର- ଉତ୍ତରପଶ୍ଚିମ ଦିଗରେ ଅଗ୍ରସର ହେଉଛି । ଏବେ ବାତ୍ୟା ‘ୟାସ୍’ କେନ୍ଦ୍ରସ୍ଥଳରେ ଘଣ୍ଟାପ୍ରତି ୧୩୦ରୁ ୧୪୦ କିଲୋମିଟର ବେଗରେ ପବନ ବହୁଥିବା ବେଳେ ଝଟକା…

ଘଣ୍ଟା ପ୍ରତି ୧୫ କିମି ବେଗରେ ଆଗକୁ ବଢ଼ୁଛି ବାତ୍ୟା ‘ୟାସ୍’, ବଢ଼ୁଛି ପବନ ସହ ବର୍ଷାର ପରିମାଣ

ଭୁବନେଶ୍ୱର: ସ୍ଥଳଭାଗ ମୁହାଁ ବାତ୍ୟା ‘ୟାସ୍’ । ବଙ୍ଗୋପସାଗରରେ ବଳ ଗୋଟାଇ ବିଗତ ୬ ଘଣ୍ଟା ହେଲା ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଉତ୍ତର- ଉତ୍ତରପଶ୍ଚିମ ଦିଗରେ ଅଗ୍ରସର ହେଉଛି । ଏବେ ବାତ୍ୟା ‘ୟାସ୍’ କେନ୍ଦ୍ରସ୍ଥଳରେ ଘଣ୍ଟାପ୍ରତି ୧୩୦ରୁ ୧୪୦ କିଲୋମିଟର ବେଗରେ ପବନ ବହୁଥିବା ବେଳେ ଝଟକା…

ସିବିଆଇର ନୂଆ ନିର୍ଦ୍ଦେଶକ ହେଲେ ଆଇପିଏସ୍ ସୁବୋଧ ଜୈସୱାଲ୍, ୨ ବର୍ଷ ରହିବ କାର୍ଯ୍ୟକାଳ

ନୂଆଦିଲ୍ଲୀ: ୧୯୮୫ ବ୍ୟାଚର ମହାରାଷ୍ଟ୍ର କ୍ୟାଡର ଆଇପିଏସ୍ ସୁବୋଧ ଜୈସୱାଲଙ୍କୁ ସିବିଆଇର ନୂଆ ନିର୍ଦ୍ଦେଶକ ଭାବେ କେନ୍ଦ୍ର ସରକାର ନିଯୁକ୍ତ କରିଛନ୍ତି । ସୁବୋଧ ସିବିଆଇର ମୁଖ୍ୟ ଭାବେ ୨ ବର୍ଷ ଧରି କାର୍ଯ୍ୟ କରିବେ । ଏବେ ସୁବୋଧ ଜୈସୱାଲ୍ ସିଆଇଏସ୍ଏଫର ଡିଜି ଅଛନ୍ତି ।…

ଧାମରାରୁ ୭୦ କିମି ଦୂରରେ ଅତି ଭୀଷଣ ବାତ୍ୟା ‘ୟାସ୍’, ଦିନ ୧୦ରୁ ୧୧ଟା ମଧ୍ୟରେ ଆରମ୍ଭ ହେବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା

ଭୁବନେଶ୍ୱର: ସ୍ଥଳଭାଗ ମୁହାଁ ବାତ୍ୟା ‘ୟାସ୍’ । ବଙ୍ଗୋପସାଗରରେ ବଳ ଗୋଟାଇ ବିଗତ ୬ ଘଣ୍ଟା ହେଲା ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଉତ୍ତର- ଉତ୍ତରପଶ୍ଚିମ ଦିଗରେ ଅଗ୍ରସର ହେଉଛି । ଏବେ ବାତ୍ୟା ‘ୟାସ୍’ କେନ୍ଦ୍ରସ୍ଥଳରେ ଘଣ୍ଟାପ୍ରତି ୧୩୦ରୁ ୧୪୦ କିଲୋମିଟର ବେଗରେ ପବନ ବହୁଥିବା ବେଳେ ଝଟକା…

ବ୍ୟଙ୍ଗ : ନକଲରେ ଅକଲ

ଓଁ ଅଭିଜ୍ଞାନ ସାହୁ  ବହୁତ ଦିନ ହେଲା ମୋତେ ଲାଗୁଛି ଏ ରମ୍ୟ ରଚନା ପ୍ରତି ଲୋକଙ୍କ ଆଦର ନାହିଁ । ଯେତିକି ଛଳ ଛଳ ଗପ ସବୁକୁ ପାଠକେ ପସନ୍ଦ କରୁଛନ୍ତି ସେତିକି ଏ ବ୍ୟଙ୍ଗ ସାହିତ୍ୟକୁ ନୁହେଁ । ଯେଉଁ ଲେଖକ ଯେତିକି ଅନୁରାଗ ମିଶା ବିଷାଦରେ ପାଠକଙ୍କୁ ଡୁବେଇ ପାରିବ ସେ ଲେଖକ ସେତେ ଶୀଘ୍ର…

କବିତା : କର୍ମ ହିଁ ବ୍ରତ

କିରଣମୟ ସେନାପତି ଦୁଇ ଦିନ ଏଇ ମଣିଷ ଜୀବନ ଦିଅ ସତ୍ୟ ବ୍ୟବହାର ଅନ୍ୟାୟ ଅନୀତି ମୋହ ମାୟା ସବୁ କର ତୁମେ ତିରଷ୍କାର । ମୃତ୍ୟୁ ଚିହ୍ନେ ନାହିଁ ଧନୀ କି ଗରିବ ସଭିଙ୍କୁ ନିଏ କୋଳେଇ ତେବେ କିମ୍ପା କର ଗର୍ବ ଅହଙ୍କାର ବିବେକ ଜ୍ଞାନ ହଜେଇ । ଅରଜିଲା ଧନ କ୍ଷଣସ୍ଥାୟୀ ଅଟେ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୨୬-୫-୨୦୨୧ ବୁଧବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ମଇ ତା ୨୬ ରିଖ ବୁଧବାର ବୃଷ ୧୨ ଦିନ ବୈଶାଖ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥି ଅନୁରାଧା ନକ୍ଷତ୍ର ବିଛା ଚନ୍ଦ୍ର ଘାତ ବାର-: କର୍କଟ ରାଶିର ଘାତ ଚନ୍ଦ୍ର-: ସିଂହ କନ୍ୟା ମକର ରାଶି ମହିଳାଙ୍କର…

ବାତ୍ୟା ‘ୟାସ୍’: ଆଜି ରାତି ୧୧ରୁ ଭୁବନେଶ୍ୱରରୁ ବିମାନ ଉଡାଣ ବନ୍ଦ

ଭୁବନେଶ୍ୱର: ବାତ୍ୟା 'ୟାସ୍' କୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ମଙ୍ଗଳବାର ରାତି ୧୧ ଟାରୁ ବିମାନ ଚଳାଚଳ ସ୍ଥଗିତ ରହିବ। ଏନେଇ ବିମାନବନ୍ଦର ନିର୍ଦ୍ଦେଶକ ଭି.ଭି ରାଓ କହିଛନ୍ତି ଯେ ବାତ୍ୟା କୁ ନଜରରେ ରଖି ସତର୍କତାମୂଳକ ପଦକ୍ଷେପ ଭାବରେ…