କଂଗ୍ରେସ ସାଂସଦ ରାଜୀବ ସତାଭଙ୍କର ପରଲୋକ
ନୂଆଦିଲ୍ଲୀ: କରୋନାରେ କଂଗ୍ରେସ ରାଜ୍ୟସଭା ସାଂସଦ ରାଜୀବ ସତାଭଙ୍କର ରବିବାର ଦେହାନ୍ତ ହୋଇଛି। ରାଜୀବ ୨୨ ଏପ୍ରିଲରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିଲା।
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ସେ ଅତି ନିକଟତର ଥିଲେ।
କଂଗ୍ରେସର ବରିଷ୍ଠ ନେତା…