Latest Odisha News

BREAKING NEWS

Yearly Archives

2021

ପ୍ରଣାମ ମଧୁ ବାବୁ

କାଳିଆ ଘୋଡାରେ ଚଢିବି , ମଧୁ ବାବୁ ସଙ୍ଗେ ଲଢିବି.. . ଏବେ ବି ଏହି ଧାଡିକ ସମସ୍ତଙ୍କ ମୁହଁରେ ଗୁଣଗୁଣେଇବାର ମନେ ଅଛି । ଓଡ଼ିଆ ଜାତିର ଗର୍ବ ଆଉ ଗୌରବ ତଥା ଓଡ଼ିଶା ପ୍ରଦେଶର ଜନକ ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ । ପ୍ରଥମ ଓଡ଼ିଆ ଭାବେ ଜାତି ତାଙ୍କୁ ନେଇ ଗର୍ବ କରେ । ସେ ଥିଲେ ଖୁବ୍…

ସେରମ୍ ଇନଷ୍ଟିଚ୍ୟୁଟ୍ ସିଇଓ ଆଦାର ପୁନାଓ୍ବାଲାଙ୍କୁ ଓ୍ବାଇ କ୍ୟାଟେଗୋରୀ ସୁରକ୍ଷା

ନୂଆଦିଲ୍ଲୀ : ବଢ଼ିଲା ସେରମ୍ ଇନଷ୍ଟିଚ୍ୟୁଟ୍ ସିଇଓ ଆଦାର ପୁନାଓ୍ବାଲାଙ୍କ ସୁରକ୍ଷା । ତାଙ୍କୁ ଓ୍ବାଇ କ୍ୟାଟେଗୋରୀ ସୁରକ୍ଷା ପ୍ରଦାନ କରାଯାଇଛି । ଏନେଇ ନିର୍ଦ୍ଦେଶନାମା ଜାରି କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁସାରେ, ଆଦାର ପୁନାଓ୍ବାଲାଙ୍କୁ…

ପାଇଥନ-୫ ମିସାଇଲର ସଫଳ ପରୀକ୍ଷଣ କଲା ଡିଆରଡିଓ

ନୂଆଦିଲ୍ଲୀ : ପ୍ରତିରକ୍ଷା କ୍ଷେତ୍ରରେ ଭାରତ ପାଇଁ ଆଉ ଏକ ସଫଳତା । ସ୍ବଦେଶୀ ହାଲୁକା ଲଢୁଆ ଯୁଦ୍ଧ ବିମାନ ତେଜସର ବାୟୁରେ ଟାର୍ଗେଟ କରିବାର ଅସ୍ତ୍ର କ୍ଷମତାରେ ଯୋଡି ହୋଇଛି ପଞ୍ଚମ ପୀଢିର ପାଇଥନ-୫ ମିସାଇଲ । ଆକାଶରୁ ଆକାଶରେ ଲକ୍ଷ୍ୟଭେଦ କରି ପାରୁଥିବା ପଞ୍ଚମ ପୀଢିର ପାଇଥନ-୫…

କରୋନା ସଂକ୍ରମିତ ବୋଲି ମିଳିଲାନି ଚାରିକାନ୍ଧ, ସାଇକେଲରେ ନେଇ ଶବ ସତ୍କାର କଲା ପୁଅ

ବଲାଙ୍ଗିର: ଭୂତାଣୁ ଭୟରେ ହଜି ଯାଉଛି ମାନବିକତା । ମୃତ୍ୟୁ ପରେ ମିଳୁନି ଚାରିକାନ୍ଧ । ଦେଶ ଓ ରାଜ୍ୟର ବିଭିନ୍ନ ସ୍ଥାନରୁ ଏଭଳି ଖବର ଆସୁଥବା ବେଳେ ବଲାଙ୍ଗିରରୁ ଆସି ହୃଦୟ ବିଦାରକ ଦୃଶ୍ୟ । ବାପାର ମୃତଦେହକୁ ସାଇକଲେରେ ବୋହି ନେଉଛି ପୁଅ । ଏଭଳି ଦୃଶ୍ୟ ସଂକ୍ରମଣ ପାଇଁ ସମ୍ପର୍କ କେତେ…

ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରିବ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଜବରଦସ୍ତ ଫର୍ମରେ ଥିବା ଚେନ୍ନାଇ ସୁପର କିଙ୍ଗସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ଆରମ୍ଭ ହୋଇଯାଇଛି । ଟସ୍ ଜିତି ହାଇଦ୍ରାବାଦ ଅଧିନାୟକ ଡେଭିଡ ୱାର୍ଣ୍ଣର ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଛନ୍ତି । ଏହାର ମାନେ ମହେନ୍ଦ୍ର ସିଂ ଧୋନୀ…

ଭୁବନେଶ୍ବରରୁ ଆଉ ୧୦୪୪ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବର ପାଲଟିଛି କରୋନା ହଟସ୍ପଟ । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ, ଆଜି ଚିହ୍ନଟ ହୋଇଛନ୍ତି ୧୦୪୪ ପଜିଟିଭ୍ । କ୍ବାରେଣ୍ଟାଇନରୁ ୨୧୯ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୮୨୫ । ସେହିପରି ଭୁବନେଶ୍ବର ଅଞ୍ଚଳରୁ ସୁସ୍ଥ ହୋଇଛନ୍ତି ୪୪୭ ଜଣ…

ସବୁ ସୁଖ ସ୍ୱାଛନ୍ଦ୍ୟ ପରିତ୍ୟାଗ କରି ଜୈନ ଧର୍ମ ଦୀକ୍ଷା ଗ୍ରହଣ କଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ପୂର୍ବତନ ଉପାଧ୍ୟକ୍ଷ

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ପୂର୍ବତନ ଉପାଧ୍ୟକ୍ଷ ପ୍ରକାଶ ଶାହା ଆଜି ସମସ୍ତ ସୁଖ ସ୍ୱାଛନ୍ଦ୍ୟ ପରିତ୍ୟାଗ କରି ଜୈନ ଧର୍ମୀ ଦୀକ୍ଷା ଗ୍ରହଣ କରିଛନ୍ତି । ଧଳା ପୋଷାକ ପରିଧାନ କରି ପ୍ରକାଶ ଏବଂ ତାଙ୍କ ପତ୍ନୀ ନୈନା ଶାହା ମୁମ୍ବାଇର ବୋରିଭାଲିରେ ଆୟୋଜିତ ଏକ ସମାରୋହରେ ଏହି ଦୀକ୍ଷା…

କୋଭିଡ୍ ନେଗେଟିଭ୍ ରିପୋର୍ଟ ନଥିଲେ ପ୍ରାର୍ଥୀଙ୍କ ଏଜେଣ୍ଟଙ୍କୁ କାଉଣ୍ଟିଂ ସେଣ୍ଟର ମନା

ନୂଆଦିଲ୍ଲୀ: ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ଭୋଟ୍ ଗଣତି ମେ‘ ୨ ତାରିଖରେ ହେବ । ଗଣତି ସମୟରେ କାଉଣ୍ଟିଂ ସେଣ୍ଟରରେ କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ କରାଯିବା ନେଇ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତିଟି ଗଣତି କେନ୍ଦ୍ର ପାଇଁ…

ଜଳୁଛି ଓଡ଼ିଶା, ୪୦ ଡିଗ୍ରୀ ଉପରେ ୧୫ ସହର

ଭୁବନେଶ୍ବର : ପ୍ରବଳ ତାତିରେ ଜଳୁଛି ସାରା ଓଡ଼ିଶା । ଗ୍ରୀଷ୍ମ ପ୍ରବାହରେ ଜନଜୀବନ ହେଲାଣି ଅସ୍ତବ୍ୟସ୍ତ । ଆଜି ରାଜ୍ୟର ୧୫ ସହର ୪୦ ଡିଗ୍ରୀ ଉପରେ ରହିଛି । ତେବେ ୪୩.୨ ଡିଗ୍ରୀ ତାପମାତ୍ରା ସହ ବୌଦ୍ଧ ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ…

ସିଲ୍ ହେଲା ଭୁବନେଶ୍ବର ମାର୍କେଟ୍ ବିଲ୍ଡିଂ

ଭୁବନେଶ୍ବର : ଦୁଇ ଦିନ ପାଇଁ ସିଲ୍ ହେଲା ଭୁବନେଶ୍ବର ମାର୍କେଟ ବିଲ୍ଡିଂ । ରାଜଧାନୀବାସୀ କୋଭିଡ୍‌ କଟକଣା ମାନୁ ନଥିବାରୁ ଏପରି କଠୋର ନିଷ୍ପତ୍ତି ନେଇଛି ପ୍ରଶାସନ । ଭୁବନେଶ୍ବର ଡିସିପି ଓ ବିଏମସି ଜୋନାଲ କମିଶନରଙ୍କ ଉପସ୍ଥିତିରେ ମାର୍କେଟ୍ ବିଲ୍ଡିଂକୁ ସିଲ୍‌ କରାଯାଇଛି । ଆସନ୍ତା ଦୁଇ…