Latest Odisha News

BREAKING NEWS

Yearly Archives

2021

ରାଜ୍ୟରୁ ସୁସ୍ଥ ହେଲେ ଆଉ ୪୫୨୧ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଏବେ ଉପରମୁହାଁ କରୋନା ସଂକ୍ରମଣ । ଆଜି ସାରା ରାଜ୍ୟରୁ ୮ ହଜାରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ସୁସ୍ଥ ହୋଇଛନ୍ତି ୪୫୨୧ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ସୁନ୍ଦରଗଡ଼ରୁ ସର୍ବାଧିକ ୭୨୧ ଜଣ ସୁସ୍ଥ ହୋଇଥିବା…

ଅଭିନେତା ଜିମି ଶେରଗିଲଙ୍କ ସମେତ ୩୫ଜଣଙ୍କ ଉପରେ ମାମଲା ରୁଜୁ

ମୁମ୍ବାଇ: ବଲିଉଡ ତଥା ପଞ୍ଜାବୀ ଅଭିନେତା ଜିମି ଶେରଗିଲଙ୍କ ସମେତ ୩୫ଜଣଙ୍କ ଉପରେ ପଞ୍ଜାବ ପୋଲିସ ମାମଲା ରୁଜୁ କରିଛି । ଏମାନେ ସମେସ୍ତ କୋଭିଡ ଲକଡାଉନ ନିୟମ ଭାଙ୍ଗିଥିଲେ । ଲକଡାଉନ ଲାଗିବା ୨ ଘଂଟା ପରେ ମଧ୍ୟ ପାଖାପାଖି ୨୦୦ ଲୋକଙ୍କ ସହ ଜିମି ଲୁଧିୟାନାରେ ୟୋର ଅନର ୱେବ ସିରିଜର ଶୁଟିଂ…

ସେରମ ‘କୋଭିସିଲ୍ଡ’ର ଦାମ୍ ହ୍ରାସ୍ ନେଇ ଅଦର ପୁନାୱାଲାଙ୍କ ଘୋଷଣା

ମୁମ୍ବାଇ: ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କୋଭିସିଲ୍ଡର ଦର୍ ହ୍ରାସ କରିଛି । ଏନେଇ ସେରମର ସିଇଓ ଅଦର ପୁନାୱାଲା ଟ୍ୱିଟ୍ କରି ଘୋଷଣା କରିଛନ୍ତି । ସେରମ ପକ୍ଷରୁ ରାଜ୍ୟକୁ ଦିଆଯିବାକୁ ଭ୍ୟାକ୍ସିନର ଦର କମ୍ କରାଯାଇଛି । ପୂର୍ବରୁ ରାଜ୍ୟକୁ କୋଭିସିଲ୍ଡ ଡୋଜ୍ ପିଛା ୪୦୦ ଟଙ୍କାରେ ଦେବାକୁ…

ଭୁବନେଶ୍ବରରେ ବଢୁଛି ସଂକ୍ରମଣ, ନିୟମ ମାନୁନାହାନ୍ତି ରାଜଧାନୀବାସୀ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବର ପାଲଟିଛି କରୋନା ହଟସ୍ପଟ । ଦିନକୁ ଦିନ ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ, ପ୍ରଶାସନର ଚିନ୍ତା ବଢ଼ିଲାଣି । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିଲେ ବି ରାଜଧାନୀବାୀ ସଚେତନ ହେଉନାହାନ୍ତି । ଯେଉଁଥିପାଇଁ ଆକ୍ରାନ୍ତ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି…

ଏଥର ଦିଲ୍ଲୀରେ ହେବ ଉପ-ରାଜ୍ୟପାଳଙ୍କ ରାଜୁତି

ନୂଆଦିଲ୍ଲୀ: ଗଭର୍ଣ୍ଣମେଂଟ ଅଫ ନ୍ୟାଶନାଲ କ୍ୟାପିଟାଲ ଟେରିଟୋରୀ ଆକ୍ଟ ଦିଲ୍ଲୀ ସଂଶୋଧାନ ବିଲ୍ ୨୦୨୧ ମାର୍ଚ୍ଚରେ ସଂସଦରେ ପାସ୍ ହୋଇଥିଲା । ଏହି ଏନସିଟି ବିଲ୍ ଗୃହମନ୍ତ୍ରଣାଳୟ ନୋଟିଫିକେଶନ ପରେ ୨୭ ଏପ୍ରିଲରୁ କାର୍ଯ୍ୟକାରୀ ହେବ । ଏହା କାର୍ଯ୍ୟକାରୀ ହେବା ମାତ୍ରେ ଦିଲ୍ଲୀ ଉପ ରାଜ୍ୟପାଳଙ୍କ…

୧୦୦ କୋଟିର ଚଳଚ୍ଚିତ୍ରରେ ଅଭିନୟ କରିବା ଅପେକ୍ଷା ଲୋକଙ୍କୁ ସାହାଯ୍ୟ କରିବା ଅଧିକ ସନ୍ତୋଷଜନକ; ସୋନୁ ସୁଦ

ମୁମ୍ବାଇ: କୋଭିଡ ସଙ୍କଟର ଏହି ସମୟରେ, ସୋନୁ ସୁଦ ଲୋକମାନଙ୍କୁ ମାରାତ୍ମକ ଭୂତାଣୁ ସହିତ ଲଢିବାରେ ବେଶ୍‌ ସାହାଯ୍ୟ କରିଛନ୍ତି। ଡାକ୍ତରଖାନାର ଶଯ୍ୟା ବ୍ୟବସ୍ଥା କରିବା ଠାରୁ ଆରମ୍ଭ କରି ଗୋଟିଏ ସହରରୁ ଅନ୍ୟ ସହରକୁ ରୋଗୀ ଉଠାଇବା ପର୍ଯ୍ୟନ୍ତ ସୋନୁ ଲୋକମାନଙ୍କୁ ଯଥାସମ୍ଭବ ସାହାଯ୍ୟ…

ଭାରତର ଏହି ମନ୍ଦିରରେ ପୁରୁଷ ଭକ୍ତ ଯିବା ମନା

ପୁରୀ: ଭାରତରେ ଏପରି ମନ୍ଦିର ଅଛି ଯେଉଁଠାକୁ ପୁରୁଷ ଭକ୍ତ ଯିବା ମନା । ଏଠାକୁ କେବଳ ମହିଳା ଭକ୍ତମାନେ ଯାଇପାରିବେ । ଆସନ୍ତୁ ସେଭଳି କିଛି ମନ୍ଦିର ବିଷୟରେ ଜାଣିବା କନ୍ୟାକୁମାରୀରର କୁମାରୀ ଅମାନ ମନ୍ଦିର: କନ୍ୟାକୁମାରୀରେ ରହିଛି କୁମାରୀ ଅମନାନ ମନ୍ଦିର । ଏଠାରେ ମାଆ ଭଗବତୀ ଦୁର୍ଗା…

ଛତିଶଗଡର ଏହି ମନ୍ଦିରରେ ଶିବ ଲିଙ୍ଗର ଆକାର ପ୍ରତ୍ୟେକ ବର୍ଷ ବଢ଼ିଥାଏ

ରାୟପୁର: ଛତିଶଗଡର ମରୋଦା ଗ୍ରାମରେ ରହିଛି ମହାପ୍ରଭୂ ଶିବଙ୍କ ଏକ ଅଦ୍ଭୁତ ମନ୍ଦିର । ଭୂତେଶ୍ୱର ଭକୁରା ମହାଦେଶ ମନ୍ଦିର ଭାବେ ଏହା ଭକ୍ତଙ୍କ ନିକଟରେ ବେଶ୍ ପରିଚିତ । ଏଠାକୁ ଆସିଲେ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ହେଲା ଏଠାରେ…

ବିଷ୍ଣୁ ମନ୍ଦିରରେ ଦୋଷା ଭୋଗ !

ମଦୁରାଇ: ଭାରତ ଏକ ଧର୍ମପ୍ରଧାନ ଦେଶ ଏଠାରେ ଭଗବାନଙ୍କ ପ୍ରତି ଭକ୍ତଙ୍କ ଅହେତୁକ ଭକ୍ତି ରହିଛି । ସରଳ ମନ ଓ ବିଶ୍ୱାସରେ ବିଭିନ୍ନ ସ୍ଥାନରେ ଭିନ୍ନ ଭୋଗ ଅର୍ପଣ କରାଯାଇଥାଏ । ମଦୁରାଇର କାଲାଝାଗର ମନ୍ଦିରର ଭଗବାନ ବିଷ୍ଣୁ ପୂଜା ପାଉଛନ୍ତି । ଏଠାକାର ଭୋଗ ଓ ପୂଜା ବିଧି ଅନ୍ୟମାନଙ୍କୁ…

କରୋନା ଆକ୍ରାନ୍ତଙ୍କ ପାଇଁ ସହାୟତାର ହାତ ବଢାଇଲେ ଅଭିନେତା ଅଜୟ ଦେବଗନ୍

ମୁମ୍ବାଇ: ଅଭିନେତା ଅଜୟ ଦେବଗନ୍ ବିଏମସି ସହ ମିଳିତ ଭାବେ ସହଯୋଗ କରି କରୋନାରେ ଆକ୍ରାନ୍ତ ଲୋକଙ୍କ ପାଇଁ ଜରୁରୀକାଳୀନ ଚିକିତ୍ସା ସୁବିଧା ଯୋଗାଉଛନ୍ତି। ଅଜୟ ଦେବଗନ୍ ବିଏମସିକୁ ମୁମ୍ବାଇର ଶିବାଜୀ ପାର୍କରେ ଏକ ଜରୁରୀକାଳୀନ ଚିକିତ୍ସା ୟୁନିଟ୍ ପ୍ରତିଷ୍ଠା କରିବାରେ ସାହାଯ୍ୟ…