ଆଜି ଓଡ଼ିଶାରୁ ହାଇଦ୍ରାବାଦ ପହଞ୍ଚିଛି ୫ଟି ଅକ୍ସିଜେନ ଟ୍ୟାଙ୍କର
ହାଇଦ୍ରାବାଦ: ଆଜି ଓଡ଼ିଶାରୁ ୫ଟି ଅକ୍ସିଜେନ ଟ୍ୟାଙ୍କର ତେଲେଙ୍ଗାନା ପହଞ୍ଚିଛି। ତେଲେଙ୍ଗାନା ସୋମବାର ଦିନ ଓଡିଶାରୁ ୫ଟି ଅକ୍ସିଜେନ ଟ୍ୟାଙ୍କର୍ ପାଇ ତୁରନ୍ତ ସେଗୁଡିକୁ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟର ବିଭିନ୍ନ ଡାକ୍ତରଖାନାକୁ ପଠାଇଥିବା ସୂଚନା ମିଳିଛି।
ଶୁକ୍ରବାର ଦିନ…